ସେବା ତୀର୍ଥ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଗୁରୁତ୍ବପୂର୍ଣ୍ଣ ଫାଇଲରେ କଲେ ଦସ୍ତଖତ

ନୂଆଦିଲ୍ଲୀ : PMOର ନୂଆ ଠିକଣା ସେବା ତୀର୍ଥ । ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ସ୍ବାଧୀନ ହେବା ପରେ ପ୍ରଥମ ଥର ପାଇଁ ନୂଆ ଠିକଣା ପାଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଆନୁଷ୍ଠାନିକ ଭାବେ ସେବା ତୀର୍ଥ ଏବଂ … Read More

ଗୋଟିଏ ପରିବାରର ୪ ସଦସ୍ୟଙ୍କ ସମେତ ୬ ଜଣଙ୍କୁ ଦଳିମାରିଲା ଦନ୍ତା

ଝାଡ଼ଖଣ୍ଡ : ଜଙ୍ଗଲୀ ହାତୀ ପଲଙ୍କ ହାବୁଡରେ ପଡ଼ିଗଲେ ପୂରା ପରିବାର । ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ସମେତ ଅତି କମରେ ୬ ଜଣଙ୍କୁ ଦଳି ମାରିଦେଇଛି ହାତୀ । ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲାରେ ଏହି ଦୁଃଖଦ ଘଟଣା ଘଟିଛି … Read More

ପାର୍ଟିରୁ ଫେରିବା ବେଳେ ୬ ଜଣଙ୍କ ଉପରେ କାର ମଡ଼ାଇଦେଲା ଦ୍ଵାଦଶ ଶ୍ରେଣୀ ଛାତ୍ର

ଲକ୍ଷ୍ନୌ : ଲକ୍ଷ୍ନୌରେ ଛାତିଥରା ଦୁର୍ଘଟଣା । ୬ ଜଣଙ୍କୁ ଚାପିଦେଲା ଦ୍ଵାଦଶ ଶ୍ରେଣୀ ଛାତ୍ର । ଗାର୍ଲଫ୍ରେଣ୍ଡ୍ ସହ ଫେୟାରୱେଲ୍ ପାର୍ଟି ସାରି ଫେରିବା ବେଳେ ଘଟାଇଲା ଭୟଙ୍କର ଦୁର୍ଘଟଣା । ତେବେ ଦୁର୍ଘଟଣା ଘଟାଇବା ପରେ ଛାତ୍ର ଜଣଙ୍କ ଫେରାର୍ … Read More

ଦିଲ୍ଲୀର କିଛି ସ୍କୁଲକୁ ବୋମା ଧମକ, ତଦନ୍ତ କରୁଛି ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀର କେତେକ ସ୍କୁଲକୁ ପୁଣି ବୋମା ଧମକ ଖବର ସାମ୍ନାକୁ ଆସିଛି । ସ୍କୁଲ ପ୍ରଶାସନ ପକ୍ଷରୁ ପୋଲିସକୁ ଏହି ଧମକ ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡିକୁ ହାଇ ଆଲର୍ଟରେ ରଖାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି … Read More

ବେଙ୍ଗାଲୁରୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୭ ଯାତ୍ରୀଙ୍କ ଜୀବନ

ବେଙ୍ଗାଲୁରୁ : ଆଜି ସକାଳୁ ସକାଳୁ ବେଙ୍ଗାଲୁରୁ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବେଙ୍ଗାଳୁରୁ ହୋସକୋଟ-ଦାବାସପେଟ୍ ରାଜପଥରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏକ ବାଇକ୍, … Read More

ବାଂଲାଦେଶରେ BNP ମୁଖ୍ୟ ତାରିକ ରହମାନଙ୍କ ବିପୁଳ ବିଜୟ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ବାଂଲାଦେଶ : ବାଂଲାଦେଶରେ BNP ର ବଡ଼ ବିଜୟ! ।  ୨୦୦ରୁ ଅଧିକ ଆସନରେ ଆଗୁଆ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ।  ଶେଖ୍  ହସିନାଙ୍କ ବିଦାୟ ପରେ ବଦଳିଲା ବାଂଲାଦେଶ  ।  ବିପୁଳ ବିଜୟ ସହ ଇତିହାସ ରଚିଲେ ତାରିକ୍ ରହମାନ ।   … Read More

ବିଗିଡ଼ିଲା ଇମ୍ରାନଙ୍କ ସ୍ବାସ୍ଥ୍ୟାବସ୍ଥା, ହରାଇଲେ ଦୃଷ୍ଟିଶକ୍ତି

ନୂଆଦିଲ୍ଲୀ : ଜେଲରେ ବିଗିଡ଼ିଲା ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା । ଜେଲରେ ଇମ୍ରାନ ଖାନ ହରାଇଲେ ତାଙ୍କ ଦୃଷ୍ଟିଶକ୍ତି । ପାକିସ୍ତାନ ସୁପ୍ରିମକୋର୍ଟଙ୍କୁ ଜଣାଇଲେ ଇମ୍ରାନଙ୍କ ଆଇନଜୀବୀ । ଜେଲ୍ ରେ ତାଙ୍କୁ ଠିକ୍ ଭାବେ ଚିକିତ୍ସା ସେବା ମିଳିପାରିନାହିଁ । ତେଣୁ … Read More

ମାନହାନୀ ମାମଲାରେ ଧୋନିଙ୍କୁ ୧୦ ଲକ୍ଷ ଜରିମାନା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ମାର୍ଚ୍ଚ ୨୬ ରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହାପୂର୍ବରୁ ଏମ୍ଏସ୍‌ ଧୋନି ତାଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଇପିଏଲ୍‌ର ଆଗାମୀ ସିଜିନ ପୂର୍ବରୁ ମାନହାନୀ ମାମଲାରେ ଏମଏସ ଧୋନିଙ୍କୁ ମାଡ୍ରାସ ହାଇକୋର୍ଟ ୧୦ ଲକ୍ଷ ଟଙ୍କା … Read More

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ଡ୍ୟୁଟି ବିଲଡିଂ ଉଦଘାଟନ

ନୂଆଦିଲ୍ଲୀ: ଦେଶର ପ୍ରଶାସନିକ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୩ ତାରିଖରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ନିର୍ମିତ ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଏବଂ ୨’ର ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ମୋଦୀ … Read More

ରୁଷରେ ବ୍ୟାନ୍ ହେଲା ହ୍ବାଟ୍ସଆପ; ଆମେରିକାକୁ ଝଟକା

ରୁଷ୍ : ଆମେରିକାକୁ ବଡ଼ ଝଟକା ଦେଲା ଋଷିଆ । ଋଷ୍ ମେଟାର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ହ୍ବାଟ୍ସଆପକୁ ବ୍ୟାନ୍ କରିଦେଇଛି । ଋଷରେ ହ୍ବାଟ୍ସଆପ୍ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କରାଯାଇଛି । ଏହି ନିଷ୍ପତ୍ତିକୁ ନିଶ୍ଚିତ କରି ମାସ୍କୋ କହିଛନ୍ତି … Read More