ଦୁଇ ବର୍ଷରେ ଏଆଇ ଷ୍ଟାକରେ ୨୦୦ବିଲିୟନ ଡଲାର ନିବେଶ ହେବ -କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା
ନୂଆଦିଲ୍ଲୀ: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ ଆରମ୍ଭ ହୋଇଛି। ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀ ସହିତ ଏକ ଏଆଇ ଏକ୍ସପୋ ମଧ୍ୟ ଅନୁଷ୍ଠିତ ହେବ। ପ୍ରାୟ ୬୫ଟି ଦେଶ ଏହି ସମ୍ମିଳନୀରେ ସାମିଲ … Read More
