ଭାରତ-ବାଜ୍ରିଲ ଦ୍ୱିପାକ୍ଷିକ ଆଲୋଚନା : ୨୦ବିଲିୟନ ଡଲାର ବାଣିଜ୍ୟ ହାସଲ ଲକ୍ଷ୍ୟ

ନୂଆଦିଲ୍ଲୀ: ଆମେରିକା ପରେ ଭାରତ ଏବଂ ବ୍ରାଜିଲ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ହୋଇଛି । ଶନିବାର ଦିଲ୍ଲୀରେ ଦୁଇ ଦେଶ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସମୟରେ, ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ … Read More

ବର୍ଷା ସାଜିଲା ବାଧକ, ପଏଣ୍ଟ ଭାଗ କଲେ ପାକିସ୍ତାନ-ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ : ବର୍ଷାରେ ଧୋଇଗଲା ଟି-୨୦ ବିଶ୍ବକପର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ। ଶ୍ରୀଲଙ୍କାର କଲମ୍ବୋରେ ହେବାକୁ ଥିବା ପାକିସ୍ତାନ-ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ବର୍ଷା ଯୋଗୁ ରଦ୍ଦ କରାଯାଇଛି । ଫଳରେ ଦୁଇ ଦଳକୁ ପଏଣ୍ଟ ଭାଗ କରିବାକୁ ପଡ଼ିଛି । … Read More

ପାକିସ୍ତାନରେ ବଢ଼ିଚାଲିଛି ଦାରିଦ୍ର୍ୟ, ୬ବର୍ଷରେ ୭ପ୍ରତିଶତ ବୃଦ୍ଧି:ଖାଇବାକୁ ପାଉନାହାନ୍ତି ଲୋକେ

ଇସଲାମାବାଦ୍: ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ ଏବେ ଦାରିଦ୍ର୍ୟ ସୀମାରେଖା ତଳକୁ ଯାଉଛି । ଦେଶର ଅର୍ଥନୀତି ବର୍ତ୍ତମାନ ସବୁଠାରୁ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ଯୁଦ୍ଧ ଓ ଦେଶର ଭୁଲ ନୀତି କାରଣରୁ ସାଧାରଣ ଲୋକଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ … Read More

ଏଆଇ ଘୋଷଣାନାମାରେ ୮୬ ଦେଶର ସ୍ବାକ୍ଷର:ଏଆଇ ହେବ ମିଳିତ ଦାୟିତ୍ବ-ସମାଜ ମଙ୍ଗଳ, ବିକାଶ ଟୁଲ୍‌ ଭାବେ ବ୍ୟବହାର ହେବ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ଶେଷ ହୋଇଛି। ଏହି ଅବସରରେ ଏଆଇ ଘୋଷଣାନାମାରେ ଆମେରିକା, ବ୍ରିଟେନ, କାନାଡା, ଚୀନ, ଡେନମାର୍କ ଓ ଜର୍ମାନୀ ଭଳି ୮୬ଟି ଦେଶ ଓ ଦୁଇଟି ଅନ୍ତର୍ଜାତୀୟ ସଂଗଠନ … Read More

ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ତଦନ୍ତ ପ୍ରସଙ୍ଗ

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ତଥା ତତ୍‌କାଳୀନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଜାନୁଆରି ୨୮ରେ ବାରାମତିଠାରେ ବିମାନ ଦୁର୍ଘଟଣାରେ ପରଲୋକ ଘଟିଥିଲା। ଏହି ବିମାନ ଦୁର୍ଘଟଣାର ଏବେ ତଦନ୍ତ ଚାଲିଛି। ଏହି ମାମଲାର ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ବେସାମରିକ ବିମାନ … Read More

ଭାରତ ଉପରେ ଶୁଳ୍କ ୧୦%କୁ ହ୍ରାସ: ୨୪ରୁ ଲାଗୁ ହେବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲଗାଇଥିବା ଶୁଳ୍କକୁ ଗତକାଲି ଆମେରିକାର ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିଥିଲେ। ଏହି ରାୟ ପ୍ରକାଶ ପାଇବାର କିଛି ଘଣ୍ଟା ପରେ ଟ୍ରମ୍ପ ନୂଆ ୧୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏହାର ପ୍ରଭାବରେ … Read More

ରାହୁଲ ଗାନ୍ଧୀ ଓ କଂଗ୍ରେସ ସବୁଠାରୁ ବଡ଼ ବିଶ୍ୱାସଘାତକ : ସମ୍ବିତ ପାତ୍ର

ଶୁକ୍ରବାର ଭାରତ ମଣ୍ଡପମରେ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୁବ କଂଗ୍ରେସ ଟି-ସାର୍ଟ ଖୋଲି ପ୍ରତିବାଦ କରିବା ଘଟଣାରେ ରାହୁଲ ଗାନ୍ଧୀ ଓ ଯୁବ କଂଗ୍ରେସକୁ ସମାଲୋଚନା କରିଛନ୍ତି ବିଜେପି ସାଂସଦ ସମ୍ବିତ ପାତ୍ର। କଂଗ୍ରେସକୁ ଲଜ୍ଜାହୀନ, ଟପହୀନ(ଦେହରେ ସାର୍ଟ ନଥିବା) ଏବଂ … Read More

ଛାତ୍ର କଂଗ୍ରେସର ନୂତନ ସଭାପତି ହେଲେ ବିନୋଦ ଜାଖଡ

ଭାରତୀୟ ଜାତୀୟ କଂଗ୍ରେସର ଛାତ୍ର ଶାଖା NSUI ଶୁକ୍ରବାର ବିନୋଦ ଜାଖଡଙ୍କୁ ନୂତନ ଜାତୀୟ ସଭାପତି ଭାବରେ ନିଯୁକ୍ତ କରିଛି। ଦଳର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ଦ୍ୱାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ଘୋଷଣା କରାଯାଇଛି। କଂଗ୍ରେସ … Read More

ଏଆଇ ସମ୍ମିଳନୀରେ ଟି-ସାର୍ଟ ଖୋଲି କଂଗ୍ରେସ କର୍ମୀଙ୍କ ହଙ୍ଗାମା

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ସମୟରେ କଂଗ୍ରେସ କର୍ମୀମାନେ ଏକ ବିରାଟ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ଯୁବ କଂଗ୍ରେସ କର୍ମୀମାନେ ଜୋର ଜବରଦସ୍ତି ସମ୍ମିଳନୀରେ ପ୍ରବେଶ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ପୁଲିସ ପହଞ୍ଚି … Read More

ସୁଲତାନପୁର କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାର ସାଂସଦ-ବିଧାୟକ କୋର୍ଟରେ ହାଜର ହୋଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଦେଇଥିବା ଏକ ମନ୍ତବ୍ୟକୁ ନେଇ ଜାରି ହୋଇଥିବା ମାମଲାର ଶୁଣାଣି ପାଇଁ ହାଜର ହୋଇଛନ୍ତି । … Read More