ମହିଳାଙ୍କ ପାଇଁ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଇ-ବାଇକ୍ ଦିଦି ଯୋଜନା

ନୂଆଦିଲ୍ଲୀ: ଦିଲ୍ଲୀରେ ମହିଳା ମାନଙ୍କ ସୁରକ୍ଷା, ନିଯୁକ୍ତି ଏବଂ ପରିବେଶକୁ ଧ୍ୟାନରେ ରଖି, ସରକାର ଖୁବ୍ ଶୀଘ୍ର ଇ-ବାଇକ୍ ଦିଦି ଯୋଜନା ଆରମ୍ଭ କରିପାରନ୍ତି।  ଦିଲ୍ଲୀର ଯୁବତୀମାନଙ୍କୁ ନିଯୁକ୍ତି ଏବଂ ଆତ୍ମନିର୍ଭରଶୀଳତା ପ୍ରଦାନ କରିବା ଇ-ବାଇକ୍ ଦିଦି ଯୋଜନାର ମୁଖ୍ୟ ଲକ୍ଷ୍ୟ। … Read More

କେରଳ ପରେ ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି

ନୂଆଦିଲ୍ଲୀ : କେରଳର ନାମ ପରିବର୍ତ୍ତନ କରି କେରଳମ୍ କରିବା ପାଇଁ ଅନୁମୋଦନ ପରେ ଏବେ ରାଜଧାନୀ ଦିଲ୍ଲୀର ନାମ ପରିବର୍ତ୍ତନ କରିବାକୁ ଦାବି ହେଉଛି । ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି … Read More

ବିଜୟ ଓ ରଶ୍ମିକାଙ୍କୁ ବିବାହ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିବାହ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଏକ ସ୍ୱତନ୍ତ୍ର ଚିଠି ପଠାଇଥିଲେ। … Read More

୪ ବର୍ଷ ହେଲାଣି ଉଡ଼ିନଥିଲା ଏୟାର ଆମ୍ବୁଲାନ୍ସ, ବିମାନରେ ନଥିଲା ବ୍ଲାକବକ୍ସ

ନୂଆଦିଲ୍ଲୀ : ରାଞ୍ଚରୁ ଦିଲ୍ଲୀ ଉଡ଼ାଣ ଭରିଥିବା ଏୟାର ଆମ୍ବୁଲାନ୍ସରେ ନଥିଲା ବ୍ଲାକବକ୍ସ । ଝାଡ଼ଖଣ୍ଡର ରାଞ୍ଚି ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାରେ ସାମ୍ନାକୁ ଆସିଲା ବଡ଼ ତଥ୍ୟ । ଦୁର୍ଘଟଣାଗ୍ରସ୍ତ ଏୟାର ଆମ୍ବୁଲାନ୍ସରେ ନ ଥିଲା ବ୍ଲାକବକ୍ସ। ଗତ ୪ ବର୍ଷ ଧରି … Read More

ବଦଳିଲା କେରଳର ନାଁ, ନାମ ପରିବର୍ତ୍ତନ ପାଇଁ କ୍ୟାବିନେଟରେ ମୋଦି ଦେଲେ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ କେରଳର ନାମକୁ ବଦଳାଇ ‘କେରଳମ୍’ କରିବାକୁ ମଞ୍ଜୁରୀ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଯେତେବେଳେ ଭାଷା ଆଧାରରେ ରାଜ୍ୟର ନିର୍ମାଣ ହୋଇଥିଲା, ସେବେଠାରୁ କେରଳ ନାଁ କେରଳମ ହେବା ପାଇଁ ଦାବି ହୋଇଆସୁଛି । … Read More

ଇରାନରେ ସାମରିକ ହେଲିକପ୍ଟର କ୍ରାସ୍; ୪ ମୃତ

ତେହେରାନ୍ : ଆମେରିକା ସହିତ ଭୀଷଣ ଉତ୍ତେଜନା ମଧ୍ୟରେ ଆଜି କେନ୍ଦ୍ରୀୟ ଇରାନରେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଇରାନର ଏକ ଫଳ ଏବଂ ପନିପରିବା ମାର୍କେଟରେ ଘଟିଛି । ଫଳରେ ଅତି କମରେ ଏଥିରେ ୪ … Read More

ଅଯୋଧ୍ୟା ରାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଆରମ୍ଭ ହେଲା ଲକର ବ୍ୟବସ୍ଥା

ଉତ୍ତରପ୍ରଦେଶ : ଅଯୋଧ୍ୟାକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ବଡ଼ ଆଶ୍ବସ୍ତି ଖବର ଆସିଛି । ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରାମ ଜନ୍ମଭୂମି ମନ୍ଦିର ପରିସରରେ ଆଧୁନିକ ଲକର ରୁମର ବ୍ୟବସ୍ଥା କରିବା ଆରମ୍ଭ ହୋଇଛି । ବଢୁଥିବା ଭକ୍ତଙ୍କ ସଂଖ୍ୟା … Read More

ଦୁର୍ଘଟଣାରୁ ବର୍ତ୍ତିଲା ପବନ ହଂସ ହେଲିକପ୍ଟର, ସମୁଦ୍ରରେ କଲା ଅବତରଣ

ନୂଆଦିଲ୍ଲୀ : ଆଜି ସକାଳେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଆଉ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି । ପବନ ହଂସ ହେଲିକପ୍ଟର ଉଡ଼ାଣ ଭରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିବା ସୂଚନା ମିଳୁଛି । ଫଳରେ ପାଇଲଟଙ୍କୁ … Read More

ଆମେରିକାରେ ବରଫ ଝଡ଼; ୧୦ ହଜାର ବିମାନ ବାତିଲ

ଆମେରିକା: ଆମେରିକାର ଉତ୍ତର-ପୂର୍ବ ଭାଗରେ ସୋମବାର ଏକ ଶକ୍ତିଶାଳୀ ଶୀତକାଳୀନ ଝଡ଼ ତାଣ୍ଡବ ସୃଷ୍ଟି କରିଥିଲା । ପ୍ରବଳ ତୁଷାରପାତ ଏବଂ ପ୍ରବଳ ପବନ ଯୋଗୁଁ ରାସ୍ତାଗୁଡ଼ିକ ଖସଡ଼ା ହୋଇଯାଇଥିଲା । ସାଧାରଣ ପରିବହନ ସେବା ଠପ୍ ହୋଇପଡ଼ିଥିଲା । ଲକ୍ଷ ଲକ୍ଷ … Read More

ଜଳିଗଲା କପଡା ଗୋଦାମ, ୬ ମୃତ

ମିରଟ : ଉତ୍ତରପ୍ରଦେଶର ମିରଟରେ ବିଳମ୍ବିତ ରାତିରେ ଏକ କପଡା ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ଜଣଙ୍କର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଏବଂ ୫ ଜଣ ଛୋଟପିଲା ସାମିଲ ଥିଲେ । ଅଘଟଣ … Read More