ମାଲିକ ଘରେ ନକଲି ଇଡି ଚଢାଉ କଲା ଚାକରାଣୀ

ନୂଆଦିଲ୍ଲୀ : ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନି ଅଞ୍ଚଳରେ ଏକ ଅଜବ ଘଟଣା । ଜଣେ ଚାକରାଣୀ ତାଙ୍କ ମାଲିକଙ୍କ ଘରେ ଏକ ନକଲି ED ଚଢାଉ କରିଛି । ଦିଲ୍ଲୀ ପୋଲିସ ଚାକରାଣୀ ଏବଂ ତାଙ୍କ ସହଯୋଗୀମାନଙ୍କୁ ଗିରଫ କରିଛି । … Read More

ପ୍ରଥମ ବିଶ୍ୱନେତା ଭାବେ ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଥମ ବିଶ୍ୱନେତା ଭାବେ ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ମୋଦି । ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେକର୍ଡ । ଅତିକ୍ରମ କଲେ ୧୦୦ ମିଲିୟନ ଫଲୋଅର୍ସ । ଇନଷ୍ଟାରେ ସବୁଠୁ ଲୋକପ୍ରିୟ ନେତା ଭାବେ ସେ ରେକର୍ଡ ପ୍ରତିଷ୍ଠା କରିଛନ୍ତି … Read More

NCERT ବହି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: NCERT ବହି ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ! । “ନ୍ୟାୟପାଳିକାକୁ ବଦନାମ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର ବୋଲି କଡ଼ା ମତ ରଖିଲେ ସୁପ୍ରିମକୋର୍ଟ । ଏହାସହ ଶିକ୍ଷା ବିଭାଗ ଓ NCERT ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ୍ ହୋଇଛି । … Read More

ନୂଆଦିଲ୍ଲୀରେ ନିର୍ମାଣ ହେବ ନୂଆ ଓଡ଼ିଶା ଭବନ, ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ନିର୍ମାଣ ହେବ ନୂଆ ଓଡ଼ିଶା ଭବନ ।  ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  କଳିଙ୍ଗ ଶୈଳୀରେ ନିର୍ମିତ ହେବ ନୂଆ ‘ଓଡ଼ିଶା ଭବନ’ । ଚାଣକ୍ୟପୁରୀସ୍ଥିତ କୌଟିଲ୍ୟ ମାର୍ଗଠାରେ ନୂତନ ଓଡ଼ିଶା ଭବନର ହେଲା ଶିଳାନ୍ୟାସ । … Read More

ବିବାହ ମଣ୍ଡପରେ କନ୍ୟାଙ୍କୁ ଗୁଳି, ଅଭିଯୁକ୍ତ ଫେରାର

ବିହାର: ବିବାହ ମଣ୍ଡପରେ କନ୍ୟାଙ୍କୁ ଗୁଳି । ଅଭିଯୁକ୍ତ ପ୍ରେମିକ ଫେରାର। ବିହାର ବକସର ସହରରେ ଘଟିଛି ଏଭଳି ଅଘଟଣ । ମଙ୍ଗଳବାର ଏକ ବିବାହ ଉତ୍ସବ ଆୟୋଜିତ ହେଉଥିବାବେଳେ ଜଣେ ବ୍ୟକ୍ତି ହଠାତ ମଣ୍ଡପ ଉପରକୁ ଆସି କନ୍ୟାକୁ ଗୁଳି ଚଳାଇଥିବା … Read More

ଇସ୍ରାଏଲ ସଂସଦରେ ଆତଙ୍କବାଦ ବିରୋଧରେ ଗର୍ଜିଲେ ମୋଦି

ନୂଆଦିଲ୍ଲୀ: ଇସ୍ରାଏଲ ସଂସଦରେ ଆତଙ୍କବାଦ ବିରୋଧରେ ଗର୍ଜିଲେ ମୋଦି । ଇସ୍ରାଏଲକୁ ଦେଲେ ବନ୍ଧୁତାର ବର୍ତ୍ତା । କହିଲେ ଭାରତ-ଇସ୍ରାଏଲର ଐତିହାସିକ ସଂପର୍କ କଥା । ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗସ୍ତର ପ୍ରଥମ ଦିନ … Read More

ଫଳରେ ବୋଳୁଥିଲେ ମୂଷା ମରା ଔଷଧ, ୨ ବ୍ୟବସାୟୀ ଗିରଫ

ମହାରାଷ୍ଟ୍ର: ମୁମ୍ବାଇର ଉତ୍ତର ଉପକଣ୍ଠ ମଲାଡରେ ଅଭାବନୀୟ ଘଟଣା ଘଟିଛି।  କିଛି ଫଳ ବିକ୍ରେତା ବଜାରରେ ମୂଷା ମରା ବିଷ ଲଗାଇ ଫଳ ବିକ୍ରି କରୁଥିବା ଅଭିଯୋଗ ହୋଇଛି।  ଏହି ଘଟଣାର ଅଭିଯୋଗ ପାଇବା ପରେ, ପୁଲିସ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ … Read More

ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଦୁଇ ଦିନିଆ ଇସ୍ରାଏଲ ଗସ୍ତରେ ଯାଇ ତେଲ ଅଭିଭରେ ପହଞ୍ଚିଛନ୍ତି। ଇସ୍ରାଏଲୀ ପ୍ରତିନିଧି ବେଞ୍ଜାମିନ ନେତାନ୍ୟାହୁଙ୍କ ନିମନ୍ତ୍ରଣରେ ମୋଦୀ ଇସ୍ରାଏଲ ଯାଇଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀ ସାରା ନେତାନ୍ୟାହୁଙ୍କ ସହିତ ବେନ୍ … Read More

NCERTର ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ତୀବ୍ର ଅସନ୍ତୋଷ

ନୂଆଦିଲ୍ଲୀ: ଗତକାଲି ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୮ମ ଶ୍ରେଣୀ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକରେ “ନ୍ୟାୟପାଳିକାରେ ଦୁର୍ନୀତି” ଶୀର୍ଷକ ଏକ ଅଂଶ ଅନ୍ତର୍ଭୁକ୍ତ କରିଛି। ସୁପ୍ରିମକୋର୍ଟ ଏବେ ଏହି ମାମଲାର ସ୍ୱତଃ ତଦନ୍ତ କରିଛନ୍ତି। ମୁଖ୍ୟ ବିଚାରପତି … Read More

ସ୍କୁଲ କ୍ୟାମ୍ପସରେ ପଶିଲା ଚିତା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ

ନୂଆଦିଲ୍ଲୀ: ବୁଧବାର ସକାଳ ପ୍ରାୟ ୬ଟା ସମୟରେ ଉତ୍ତର ପ୍ରଦେଶର ଗାଜିଆବାଦର ଏନଡିଆରଏଫ୍ ରୋଡରେ ଥିବା ଗ୍ରୀନ୍ ଫିଲ୍ଡ ସ୍କୁଲ କ୍ୟାମ୍ପସରେ ଏକ ଜଙ୍ଗଲୀ ଚିତାବାଘ ପ୍ରବେଶ କରିଥିଲା। ଜଣେ ସୁରକ୍ଷା କର୍ମୀ ଚିତାବାଘକୁ ସ୍କୁଲ ପରିସରରେ ବୁଲୁଥିବା ଦେଖି ତୁରନ୍ତ … Read More