ରାଜନୀତିରୁ ଅବସରକୁ ନେଇ ମୋଦୀଙ୍କୁ ଟାର୍ଗେଟ କଲା କଂଗ୍ରେସ

ରାଜନୀତିରୁ ଅବସର ବୟସକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଆରଏସଏସ(ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ) ମୁଖ୍ୟ ମୋହନ ଭାଗବତଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସ ଏଭଳି କଟାକ୍ଷ କରିଛି। ୭୫ ବର୍ଷ ହେଲେ ରାଜନୀତିରୁ ସନ୍ନ୍ୟାସ ନେଇଯିବା ଉଚିତ … Read More

ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ଅନୁମତି ମିଳିଲାନି, ସିଦ୍ଧରମୈୟା ଅପଦସ୍ଥ

ନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ଯାଇଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅପଦସ୍ଥ ହୋଇଛନ୍ତି । ସେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଥିଲେ । କିନ୍ତୁ ତାଙ୍କୁ ଭେଟିବାକୁ ଅନୁମତି ଦିଆଯାଇନଥିଲା … Read More

ଦଳ କହିଲେ ଗେଟ୍ ଖୋଲିବି ବନ୍ଦ କରିବି : କହ୍ନୈୟା କୁମାର

ପାଟନା : କଂଗ୍ରେସ ନେତା କହ୍ନୈୟା କୁମାର କହିଛନ୍ତି ଯେ ସେ ଦଳର ଶୃଙ୍ଖଳିତ କର୍ମୀ । ଯଦି ଦଳ କହିବ ସେ ଗେଟ ଖୋଲିବେ ଓ ବନ୍ଦ କରିବେ । ଦଳ ଯଦି କହିବ ସେ ନିର୍ବାଚନ ମଧ୍ୟ ଲଢିବେ … Read More

‘ଅପରେସନ୍‌ ସିନ୍ଦୂର’ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ: ଡୋଭାଲ୍‌

ନୂଆଦିଲ୍ଲୀ: ‘ଅପରେସନ୍‌ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ପ୍ରଶଂସା କରି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭାରତରେ ସମ୍ପତି କ୍ଷତିର ବିଦେଶୀ ଗଣମାଧ୍ୟମ ରିପୋର୍ଟକୁ ଖାରଜ କରିଛନ୍ତି।ପାକିସ୍ତାନର ମିସାଇଲ୍ ମାଡ଼ରେ ଭାରତର ଅନେକ କ୍ଷତି ହୋଇଥିବା … Read More

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦ ଗୁଡିକୁ ସୁଦୃଢ଼ କରିବ ନୀତି ଆୟୋଗ ରୋଡମ୍ୟାପ୍

ନୀତି ଆୟୋଗ ଆଜି ନୂଆଦିଲ୍ଲୀରେ ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପରିଷଦକୁ ସୁଦୃଢ଼ ​​କରିବା ପାଇଁ ଏକ ରୋଡମ୍ୟାପ୍ ଆରମ୍ଭ କରିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଏବଂ ନୀତି … Read More

ଭାରତ ଉପରେ ୫୦୦% ଶୁଳ୍କ ଲଗାଇବ ଆମେରିକା ! ଟ୍ରମ୍ପ କହିଲେ-‘ଏହା ସମ୍ପୂର୍ଣ୍ଣ ମୋ ପସନ୍ଦ’

ଭାରତ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇପାରେ ଆମେରିକା। ରୁଷ ସହିତ ଭାରତର ବାଣିଜ୍ୟିକ ସମ୍ବନ୍ଧ ଭଲ ଥିବାରୁ ଆମେରିକା ଏହି ପଦକ୍ଷେପ ନେଇପାରେ। ଏ ସମ୍ପର୍କିତ ଏକ ପ୍ରଶ୍ନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦୦ ପ୍ରତିଶତ … Read More

ବିଗ୍‌ବସ୍‌ ଯିବେ ମୋନାଲିସା!

ମୁମ୍ବଇ: ମହାକୁମ୍ଭ ମେଳାରେ ମାଳି ବିକ୍ରି କରିବାକୁ ଆସିଥିବା ମୋନାଲିସା ରାତାରାତି ସୋସିଆଲ ମିଡିଆ ଷ୍ଟାର ପାଲଟିଗଲେ ଏବଂ ଏବେ ସେ ବଲିଉଡରେ ମଧ୍ୟ ପାଦ ଥାପି ସାରିଛନ୍ତି। ନିକଟରେ ଉତ୍କର୍ଷ ସିଂହଙ୍କ ସହ ତାଙ୍କର ଏକ ମ୍ୟୁଜିକ ଭିଡିଓ ରିଲିଜ୍ … Read More

୧୦ ମିନିଟରେ ପହଞ୍ଚିବ ଆମାଜନ ସାମଗ୍ରୀ

ନୂଆଦିଲ୍ଲୀ : ଏଣିକି ୧୦ ମିନିଟରେ ମିଳିବ ଆମାଜନର ଡେଲିଭରି । ଆମାଜନ ନାଓ ପ୍ଲାଟଫର୍ମ ମାଧ୍ୟମରେ ଗ୍ରାହକମାନେ ଏହି ସୁବିଧା ପାଇପାରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଦିଲ୍ଲୀରେ ଏହି ସେବା ଆରମ୍ଭ ହୋଇଛି । ଦେଶରେ ତୁରନ୍ତ ବ୍ୟବସାୟ ବା … Read More

ଚୀନ, ପାକିସ୍ତାନ, ବାଂଲାଦେଶ ମେଣ୍ଟ ଭାରତ ପାଇଁ ବିପଦ: ସିଡିଏସ୍

ନୂଆଦିଲ୍ଲୀ : ଭାରତର ତିନି ପଡ଼ୋଶୀ ଦେଶ ଚୀନ, ପାକିସ୍ତାନ ଓ ବାଂଲାଦେଶ ଉପରେ ଏକ ବଡ଼ ବୟାନ ଦେଇଛନ୍ତି ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡିଏସ) ଜେନେରାଲ ଅନୀଲ ଚୌହାନ । ନିଜର ରଣନୈତିକ ସ୍ବାର୍ଥ ପାଇଁ ଏକାଠି ହେବା ଭାରତର … Read More

ବିହାରରେ ଜାରି ରହିବ ଭୋଟର ତାଲିକା ସଂଶୋଧନ

ନୂଆଦିଲ୍ଲୀ : ବିହାରରେ ଭୋଟର ତାଲିକା ସମୀକ୍ଷା ଜାରି ରହିବ। ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟରୁ ସବୁଜ ସଙ୍କେତ ମିଳିଛି। ଗୁରୁବାର ଦିନ ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ ଏହି ପ୍ରକ୍ରିୟା ବନ୍ଦ କରିବାକୁ ମନା କରିଦେଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ … Read More