ଅଲଗା ହେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା

ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ନୃତ୍ୟ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କୁ ମୁମ୍ବାଇର ଏକ ପାରିବାରିକ ଅଦାଲତ ଛାଡ଼ପତ୍ର ପ୍ରଦାନ କରିଛନ୍ତି। କୋର୍ଟ ଛାଡ଼ପତ୍ରର ନିର୍ଦ୍ଦେଶକୁ ମଞ୍ଜୁର କରିଛନ୍ତି। କୋର୍ଟ ଉଭୟ ପକ୍ଷର ମିଳିତ ଆବେଦନକୁ ଗ୍ରହଣ କରିଛନ୍ତି। କୋର୍ଟ ବାହାରେ … Read More

ରୁଷ୍‌ ଉପରେ ୟୁକ୍ରେନ୍‌ର ବଡ଼ ଧରଣର ଆକ୍ରମଣ

ନୂଆଦିଲ୍ଲୀ: ଥମୁନାହିଁ ରୁଷ-ୟୁକ୍ରେନ୍‌ ବିବାଦ। ଏହି ଦୁଇ ଦେଶ ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧ ବନ୍ଦ୍‌ ହେବା ନେଇ କଥାବାର୍ତ୍ତା ଚାଲିଥିବା ବେଳେ ୟୁକ୍ରେନ୍ ରୁଷ ଉପରେ କରିଛି ଏବ ବଡ଼ ଧରଣର ଆକ୍ରମଣ। ଉଭୟ ଦେଶ ପରସ୍ପର … Read More

ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସୁପ୍ରିମକୋର୍ଟ କଲେଜିୟମ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବଦଳି ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ ନେତୃତ୍ୱାଧୀନ ତିନି ଜଣ ବରିଷ୍ଠ ବିଚାରପତିଙ୍କ କଲେଜିୟମ୍ ଜଷ୍ଟିସ୍ ବର୍ମାଙ୍କୁ ତାଙ୍କର ମୂଳ ହାଇକୋର୍ଟ ଅର୍ଥାତ୍ ଆହ୍ଲାବାଦ … Read More

୨୫ ସେଲିବ୍ରିଟିଙ୍କ ନାଁରେ ଏତଲା

ରାଣା ଦଗୁବାତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା ଓ ମଞ୍ଚୁ ଲକ୍ଷ୍ମୀଙ୍କ ସମେତ ପ୍ରାୟ ୨୫ ଜଣ ଲୋକପ୍ରିୟ ସେଲିବ୍ରିଟି ତଥା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦାୟର କରିଛି ତେଲଙ୍ଗାନା ପୁଲିସ। ଏମାନଙ୍କ ବିରୋଧରେ ବେଆଇନ ବେଟିଂ ଆପ୍ସକୁ ପ୍ରୋତ୍ସାହନ … Read More

ଆସନ୍ତା ବର୍ଷ ଭାରତ ହେବ ନକ୍ସଲ ମୁକ୍ତ: ୨୬ ନକ୍ସଲ ଏନକାଉଣ୍ଟର ପରେ ଶାହାଙ୍କ ବଡ ବୟାନ

ନୂଆଦିଲ୍ଲୀ: ଏନକାଉଣ୍ଟରରେ ଥରିଛି ଛତିଶଗଡର ଛାତି । ଜଙ୍ଗଲରେ ଶୁଭିଛି ଗୁଳିର ଗର୍ଜନ । ଆଉ ଯବାନଙ୍କ ଗୁଳିରେ ଟଳିପଡିଛନ୍ତି ୨୬ ମାଓବାଦୀ । ଇଟାର ଜବାବ ପଥରରେ ଦେଇଛନ୍ତି ସୁରକ୍ଷା କର୍ମୀ । ଛତିଶଗଡର ୨ଟି ଅଲଗା ଅଲଗା ସ୍ଥାନରେ … Read More

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାୟୋପିକ ନିର୍ମାଣ ପାଇଁ ମୋର ଦାବି: ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଏକ ବାୟୋପିକ୍ ନିର୍ମାଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାୟୋପିକରେ ଦେଖାଯିବା ଉଚିତ ଯେ ଅଲରାଉଣ୍ଡର ତାଙ୍କ ସଂଘର୍ଷମମୟ ଯାତ୍ରା‌ରେ … Read More

ଚହଲ ଏବଂ ଧନଶ୍ରୀଙ୍କ ଛାଡ଼ପତ୍ର ମାମଲାକୁ ନେଇ ଆସିଲା କୋର୍ଟ ନିଷ୍ପତ୍ତି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଡିସେମ୍ବର ୨୦୨୨ରେ ବିବାହ କରିଥିଲେ। ବିବାହର ପ୍ରାୟ ଚାରି ବର୍ଷ ପରେ ଦୁହେଁ ଆନୁଷ୍ଠାନିକ ଭାବରେ ଅଲଗା ହୋଇଯାଇଛନ୍ତି। ଧନଶ୍ରୀ ଏବଂ ଚହଲଙ୍କ ଛାଡପତ୍ର ମାମଲା ବାନ୍ଦ୍ରା ପରିବାର … Read More

ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ମାଓବାଦୀ ନିହତ, ଜଣେ ଯବାନ ସହିଦ

ମାଲକାନଗିରି: ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା । ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ଅପରେସନ ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । … Read More

ଭାରତ ସରକାରଙ୍କ ବିରୋଧରେ ମାମଲା ରୁଜ୍ଜୁ କଲା ‘ଏକ୍ସ’

ବେଙ୍ଗାଲୁରୁ: ଏଲୋନ ମସ୍କଙ୍କ କମ୍ପାନୀ ଏକ୍ସ କର୍ପୋରେସନ କର୍ଣ୍ଣାଟକ ହାଇକୋର୍ଟରେ ଭାରତ ସରକାରଙ୍କ ବିରୁଦ୍ଧରେ ଏକ ପିଟିସନ ଦାଖଲ କରିଛି। ସେ ଭାରତ ସରକାରଙ୍କ ଆଇଟି ଆଇନର ଧାରା ୭୯(୩)(ଖ) ଉପରେ ପ୍ରଶ୍ନ ଉଠାଇଛନ୍ତି। କମ୍ପାନୀ କହିଛି ଯେ ଏହି ନିୟମ … Read More

ଦିଲ୍ଲୀର ୩ ମନ୍ଦିର ଉପରେ ବୁଲଡୋଜର ଆକ୍ସନ ବନ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ତିନିଟି ମନ୍ଦିର ଉପରେ ବୁଲଡୋଜର ଚଳାଇବା ବିରୋଧରେ ଆଗତ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଦିଲ୍ଲୀ ହାଇକୋର୍ଟ ଯିବାକୁ କହିଛନ୍ତି। ବିଳମ୍ବିତ ରାତିରେ ଦାୟର କରାଯାଇଥିବା ଆବେଦନକୁ ଏକ ସ୍ୱତନ୍ତ୍ର … Read More