ଓଡ଼ିଶାରେ ଜିଲ୍ଲା ସଭାପତି ଚୟନ ପାଇଁ କଂଗ୍ରେସର ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା

ଭୁବନେଶ୍ବର : କଂଗ୍ରେସର ସଂଗଠନ ସୃଜନ ଅଭିଯାନ ଅଧିନରେ ୪ଟି ରାଜ୍ୟ ଓଡ଼ିଶା, ଝାରଖଣ୍ଡ, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଜିଲ୍ଲା ସଭାପତି ଚୟନ ପାଇଁ ଏଆଇସିସି ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏସବୁ ପର୍ଯ୍ୟବେକ୍ଷକମାନଙ୍କ ନାମକୁ ମଂଜୁରୀ ଦେଇଛନ୍ତି … Read More

ପ୍ରେମିକ ସହ ମିଶି ସ୍ବାମୀ ଓ ଶ୍ୱଶୁରଙ୍କୁ ହତ୍ୟା କଲେ ମହିଳା

ଆଗ୍ରାରୁ ଆସିଛି ଏକ ଆଶ୍ଚର୍ଯ୍ୟ ଘଟଣା । ଆଗ୍ରାର ବାମରାଓଲି କଟାରାରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ କ୍ଷେତରେ ଫିଙ୍ଗି ଦିଆଯାଇଥିଲା । ପୋଲିସ କିଛି ଘଣ୍ଟା ମଧ୍ୟରେ ଘଟଣାର ପର୍ଦ୍ଦାଫାସ କରିଛି । ପୋଲିସ କହିଛି ଯେ … Read More

୨ଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୭ ତାରିଖରେ ୧୧,୦୦୦ କୋଟି ଟଙ୍କା ବ୍ୟୟର ଦୁଇଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ । ସୂଚନା ଅନୁସାରେ, ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଅପରାହ୍ନ ପ୍ରାୟ ୧୨:୩୦ ରେ ଉଦଘାଟନ ହେବାର କାର୍ଯ୍ୟକ୍ରମ … Read More

ସଫଳ ହେଲା ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ଆଲୋଚନା, ବାହାରିପାରିଲାନି ଯୁଦ୍ଧ ଶେଷ କରିବା ପାଇଁ ନିଷ୍କର୍ସ

ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗରେ ହୋଇପାରିଲାନି ଡିଲ୍ । ଆଲାସ୍କାରେ ଟ୍ରମ୍ପ-ପୁଟିନ ମହାବୈଠକ । ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୧୫୦ ମିନିଟ ଧରି ଚାଲିଲା ଆଲୋଚନା । କିନ୍ତୁ କୌଣସି ଠୋସ ନିଷ୍କର୍ଷ ବାହାରିପାରିନାହିଁ । ୟୁକ୍ରେନରେ ଯୁଦ୍ଧ ଶେଷ କରିବା … Read More

ପାକିସ୍ତାନରେ ବନ୍ୟାର ତାଣ୍ଡବ, ୨୦୦ ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ

ପାକିସ୍ତାନରେ ଭୟଙ୍କର ବନ୍ୟା । ମୃତ୍ୟୁ ସଂଖ୍ୟା ଦୁଇ ଶହକୁ ବୃଦ୍ଧି। ପାକିସ୍ତାନରେ ବନ୍ୟା ପ୍ରଳୟ ଆସି ଗତକାଲି ଗୋଟିଏ ଦିନରେ ୧୯୪ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟା ପାଣିରେ ଭାସିଗଲେ ଶହ ଶହ ଲୋକ । ଉତ୍ତର ପାକିସ୍ତାନରେ ତାଣ୍ଡବ … Read More

ପ୍ରଥମ ଥର ପାଇଁ ଖୋଲାଗଲା ସୁପ୍ରିମକୋର୍ଟରେ EVM ମେସିନ୍, ଭୋଟ୍ ଗଣନାରେ ପରାଜିତ ପ୍ରାର୍ଥୀ ଜିତିଲେ

ଥମ ଥର ପାଇଁ ଖୋଲାଗଲା ସୁପ୍ରିମକୋର୍ଟରେ EVM ମେସିନ୍ ଏବଂ ରେଜିଷ୍ଟ୍ରାରଙ୍କ ତତ୍ତ୍ୱାବଧାନରେ କରାଗଲା ଭୋଟ୍ ଗଣନା । ଆଶ୍ଚର୍ଯ୍ୟକର କଥା ହେଉଛି ଏହି ଭୋଟ୍ ଗଣନାରେ ଜିତିଥିଲେ ପରାଜିତ ପ୍ରାର୍ଥୀ । ହରିୟାଣାର ପାଣିପତର ବୁଆନା ଲଖୁ ଗାଁରେ ସରପଞ୍ଚ … Read More

ଶାନ୍ତି ଚୁକ୍ତି ପାଇଁ ହେଉଛି ଚର୍ଚ୍ଚା: ଆସନ୍ତା ସୋମବାର ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବେ ୟୁକ୍ରେନ ରାଷ୍ଟ୍ରପତି

ଆସନ୍ତା ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।  ଚର୍ଚ୍ଚା ହେଉଛି, ଶାନ୍ତି ଚୁକ୍ତି ପାଇଁ ଜେଲେନସ୍କି ରାଜି ।  ଏନେଇ ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି ଟ୍ରମ୍ପ ।  ଆଲାସ୍କାରେ ପୁଟିନ-ଟ୍ରମ୍ପ ମହାବୈଠକ ପରେ … Read More

ମଣିଷ ପାଇଁ ବିପଦ ବାର୍ଡ ଫ୍ଲୁ ଭୂତାଣୁର ମ୍ୟୁଟେସନ୍: ଆଇଆଇଏସ୍‌ସି

ବେଙ୍ଗାଲୁରୁ: ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଆଇଆଇଏସ୍‌ସି)ର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ଏଚ୍୫ଏନ୍୧ (ବାର୍ଡ ଫ୍ଲୁ) ଭୂତାଣୁ ନିର୍ଦ୍ଦିଷ୍ଟ ମ୍ୟୁଟେସନ୍ କାରଣରୁ ମଣିଷ ପାଇଁ ସମ୍ଭାବ୍ୟ ବିପଦ ହୋଇପାରେ। ଆଇଆଇଏସ୍‌ସିର ବାୟୋକେମିଷ୍ଟ୍ରି ବିଭାଗର ସହକାରୀ ପ୍ରଫେସର କେଶବର୍ଦ୍ଧନ ସାନୁଲାଙ୍କ ନେତୃତ୍ୱରେ ଗବେଷକମାନେ … Read More

ଭାରତ ଆମେରିକା ଉପରେ ଅଧିକ ନିର୍ଭର କରିବା ଉଚିତ ନୁହେଁ; ଆମେରିକା ଅର୍ଥନୀତିଜ୍ଞ

ନୂଆଦିଲ୍ଲୀ: ପାକିସ୍ତାକୁ ଧରି ଭାରତ ପଛରେ ପଡ଼ିଛି ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ‌କେହି ବି ପସନ୍ଦ କରୁନଥିଲେ ମଧ୍ୟ ତାଙ୍କ କୁଟନୀତି ତାଙ୍କ ଦେଶ ବ୍ୟତୀତ ଅନ୍ୟ ଦେଶକଗୁଡ଼ିକ ଉପରେ ବି ପଡୁଛି। ଏପେଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ … Read More

ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ଅଭିଯୋଗ: ତିନିଜଣଙ୍କୁ ଧରିଲା ସୁରକ୍ଷାବାହିନୀ

ଶ୍ରୀନଗର: ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ସୁରକ୍ଷାବାହିନୀ ଜମ୍ମୁ ଓ କାଶ୍ମୀରରେ ଏକ ବଡ଼ ସଫଳତା ହାସଲ କରିଛି। କୁପୱାଡ଼ାର ୱାଜାମା ହଣ୍ଡୱାଡ଼ାରେ ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ତିନି ଜଣ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ତିନି ଜଣ ହେଉଛନ୍ତି ମହମ୍ମଦ … Read More