ନୂଆଦିଲ୍ଲୀ : ବଜେଟ୍ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ । ଏହା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନବମ ବଜେଟ୍ । ସଂସଦରେ ବଜେଟ୍ ୨୦୨୬-୨୭ ଆଗତ କରୁଛନ୍ତି ନିର୍ମଳା । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ। ବିକଶିତ … Read More
Category: National & International
ମହାମହିମଙ୍କ ସୁରକ୍ଷା ଦାୟିତ୍ଵରେ ୩୦ ପ୍ଲାଟୁନ ଫୋର୍ସ
ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କମିଶନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ଦାୟିତ୍ଵରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ନିଯୋଜିତ କରାଯିବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି |ବ୍ଲୁ ବୁକ … Read More
ଏପ୍ରିଲ ପହିଲାରୁ ଲାଗୁ ହେବ ନୂଆ ଆୟକର ନିୟମ
ନୂଆଦିଲ୍ଲୀ:୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ। ଆଜି ବଜେଟ୍ ୨୦୨୬ରେ ଏ ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ। ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ … Read More
ଏଥର ବଜେଟରେ କଣ ସବୁ ହେଲା ଶସ୍ତା ଓ ମହଙ୍ଗା
ଶସ୍ତା ହେଲା : କର୍କଟ ଏବଂ ମଧୁମେହ ଔଷଧ କ୍ରୀଡା ସାମଗ୍ରୀ ସୋଲାର ସାମଗ୍ରୀ ମୋବାଇଲ ବ୍ୟାଟେରୀ ମାଇକ୍ରୋଓଭନ ଚମଡା ବିଦେଶ ଯାତ୍ରା ବାୟୋ ସିଏନଜି କପଡା ମହଙ୍ଗା ହୋଇଛି : ମଦ ଖଣିଜ ପଦାର୍ଥ ସ୍କ୍ରାପ୍ ସିଗାରେଟ୍ ପାନ ମସଲା … Read More
୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍
ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ଲଗାତାର ୯ମ ଥର ପାଇଁ ବଜେଟ୍ ଆଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ରଖିଲେ ତଥ୍ୟ ଅର୍ଥମନ୍ତ୍ରୀ ବିକଶିତ ଭାରତ ଲକ୍ଷ୍ୟ ନେଇ … Read More
ମସ୍କୋ ଯିବେନି ଜେଲେନ୍ସ୍କି
କିଏଭ୍: ଯୁଦ୍ଧ ବିରତି ପ୍ରସଙ୍ଗରେ ଆଲୋଚନା କରିବାକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ତରଫରୁ ଯେଉଁ ଆମନ୍ତ୍ରଣ କରାଯାଇଥିଲା, ତାହାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍ସ୍କି ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି। ଗୁରୁବାର ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଜେଲେନ୍ସ୍କି କହିଛନ୍ତି ଯେ … Read More
ମୋମୋ ଗୋଦାମ ଅଗ୍ନିକାଣ୍ଡ ଘଟଣାରେ ମମତା ସରକାରଙ୍କୁ କଡ଼ା ସମାଲୋଚନା କଲେ ଶାହ
ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ବିଜେପି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଶାଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । କୋଲକତା ମୋମୋ ଗୋଦାମ ଅଗ୍ନିକାଣ୍ଡ ଘଟଣାରେ ମମତା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଶାହ । ଶାହ ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା … Read More
ବେଲୁଚିସ୍ତାନର ୧୦ ସହର ଉପରେ କବଜା କଲା BLA, ୧୦ ପାକ୍ ଜବାନ ମୃତ
ବେଲୁଚିସ୍ତାନ: ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ବେଲୁଚିସ୍ତାନ ଲିବରେସନ ଆର୍ମି (BLA) ଲଢ଼ୁଆମାନେ ଅନେକ ବଜାରକୁ ନିୟନ୍ତ୍ରଣ କରିଛନ୍ତି । ‘ଦି ବେଲୁଚିସ୍ତାନ ପୋଷ୍ଟ’, X ରେ ପୋଷ୍ଟ କରିଛି ଯେ BLA ଲଢ଼ୁଆମାନେ, ବଜାରଗୁଡ଼ିକୁ କବଜା କରୁଛନ୍ତି । ଏପର୍ଯ୍ୟନ୍ତ, ସେମାନେ ବେଲୁଚିସ୍ତାନର … Read More
ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର
ମୁମ୍ବାଇ : ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା । ଅଜତି ପାୱାରଙ୍କ ବିମାନ ଦୁର୍ଘଟଣାରେ ଜୀବନ ଯିବା ପରେ ଏହି ପଦ ପାଇଁ … Read More
ଖଣିରେ ଭୂସ୍ଖଳନ, ଚାଲିଗଲା ୨୦୦ରୁ ଅଧିକ ଜୀବନ
କଙ୍ଗୋ : କଙ୍ଗୋର ପୂର୍ବ ଭାଗରେ ଥିବା ରୁବାୟା କୋଲଟାନ୍ ଖଣିରେ ଏକ ବଡ଼ ଧରଣର ଭୂସ୍ଖଳନ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଶ୍ରମିକ ଓ ମହିଳା ମଧ୍ୟ … Read More
