ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ ଷଡଯନ୍ତ୍ର: ବାଚସ୍ପତି

ନୂଆଦିଲ୍ଲୀ: ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିବାକୁ ଷଡଯନ୍ତ୍ର କରାଯାଇଥିଲା । ଏଭଳି କିଛି ବିସ୍ଫୋରକ ବୟାନ ଗୃହରେ ରଖିଛନ୍ତି ବାଚସ୍ପତି ଓମ୍‌ ବିର୍ଲା । ଆଜି ବାରମ୍ବାର ଗୃହ ମୁଲତବୀ ହେବା ପରେ ଦିନ ୨ଟା ପରେ ଗୃହ … Read More

କୋଇଲା ଖଣିରେ ବିସ୍ଫୋରଣ, ୧୦ ମୃତ

ମେଘାଳୟ : ମେଘାଳୟ ତାଶଖାଇ ଅଞ୍ଚଳ ସ୍ଥିତ ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଅତିକମରେ ୧୦ ଜଣ ଶ୍ରମିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ସ୍ଥାନୀୟ ପ୍ରଶାସନ … Read More

UPSC ପରୀକ୍ଷାର୍ଥୀଙ୍କ ପାଇଁ କଡ଼ା ନିୟମ ଜାରି କଲେ ସରକାର

ନୂଆଦିଲ୍ଲୀ : ବଦଳିଲା UPSC ନିୟମ । ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଏଣିକି ବାରମ୍ବାର UPSC ପରୀକ୍ଷା ଦେବା ସହଜ ନୁହେଁ । ବାରମ୍ବାର UPSC ପରୀକ୍ଷା ଦେବା ହେବ କଷ୍ଟସାଧ୍ୟ । UPSC ପରୀକ୍ଷାର୍ଥୀଙ୍କ ପାଇଁ … Read More

ଉତ୍ତରାଖଣ୍ଡରେ ମଦ୍ରାସା ବୋର୍ଡ ଉଚ୍ଛେଦ

ଡେରାଡୁନ୍: ଉତ୍ତରାଖଣ୍ଡର ପୁଷ୍କର ସିଂହ ଧାମି ସରକାର ମଦ୍ରାସା ବୋର୍ଡ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଛେଦ ପରେ ସରକାର ଏହାକୁ ଏକ ନୂତନ ପ୍ରାଧିକରଣ ସହିତ ବଦଳାଇବେ। ରାଜ୍ୟପାଳଙ୍କ ଅନୁମୋଦନ ପରେ ଧାମି ସରକାର ରାଜ୍ୟ ସଂଖ୍ୟାଲଘୁ ଶିକ୍ଷା ପ୍ରାଧିକରଣ … Read More

ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟୁମନାମ୍ ଖେମଚାନ୍ଦ ସିଂହ

ମଣିପୁର : ପ୍ରାୟ ଏକ ବର୍ଷ ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯାଇଛି । ଏନେଇ ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ଏକ ସରକାରୀ ବିଜ୍ଞପ୍ତି ଜରି କରାଯାଇଛି । ଜାରି କରାଯାଇଥିବା ନୋଟିସରେ ଲେଖାଯାଇଛି ଯେ, ” ମୁଁ ଦ୍ରୌପଦୀ … Read More

ତୁର୍କୀସ୍ ଏୟାରଲାଇନ୍ସ ବିମାନ ଇଞ୍ଜିନରେ ଲାଗିଲା ନିଆଁ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ବୁଧବାର ଅପରାହ୍ନରେ ତୁର୍କୀସ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଛି । ପରେ ବିମାନଟିକୁ କୋଲକାତା ବିମାନବନ୍ଦରରେ ଜରୁରୀ ଅବତାରଣା କରାଯାଇଛି । ନେପାଳ ରାଜଧାନୀରୁ ଇସ୍ତାନବୁଲ ଅଭିମୁଖେ ଯାଉଥିବା ତୁର୍କୀସ୍ ଏୟାରଲାଇନ୍ସର ବିମାନଟି ଉଡ଼ାଣ … Read More

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କୀ ନିହତ

ଉଧମପୁର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଉଧମପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ନିହତଙ୍କ ମଧ୍ୟରେ ଜୈସ୍‌ କମାଣ୍ଡର ଥିବା ଜଣାପଡିଛି। ଗତକାଲିଠାରୁ ସେନା ଏବଂ ଆତଙ୍କବାଦୀଙ୍କ … Read More

ଲିବିୟା ପୂର୍ବତନ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅ ସୈଫଙ୍କୁ ହତ୍ୟା

ନୂଆଦିଲ୍ଲୀ : ଲିବିୟା ପୂର୍ବତନ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅ ସୈଫ ଅଲ-ଇସଲାମ ଗଦ୍ଦାଫିଙ୍କୁ ହତ୍ୟା । ସୈଫ ଅଲ୍ ଗଦ୍ଦାଫିଙ୍କୁ ତାଙ୍କ ଘରେ ପଶି ୪ ମୁଖା ପିନ୍ଧା ଦୁର୍ବୃତ୍ତ ହତ୍ୟା କରିଥିବା ସୂଚନା ମିଳିଛି । ୫୩ ବର୍ଷୀୟ … Read More

ଅନଲାଇନ ଗେମ ସାଜିଲା କାଳ, ଏକା ସାଙ୍ଗରେ ଜୀବନ ହାରିଲେ ୩ ଭଉଣୀ

ଗାଜିଆବାଦ : ଅନଲାଇନ ଗେମ ହେଲା କାଳ । ଜୀବନ ହାରିଲେ ୩ ନାବାଳିକା ଭଉଣୀ । ଗାଜିଆବାଦରରେ ୩ ନାବାଳିକା ଭଉଣୀଙ୍କ ୯ ମହଲା ବିଲଡିଂରୁ ଡେଇଁ ଜୀବନ ହାରିଛନ୍ତି । ସମସ୍ତେ କୋରିଆନ୍ ଅନଲାଇନ୍ ଗେମରେ ଆସକ୍ତ ଥିଲେ … Read More

ୱାଶିଂଟନରେ ଜୟଶଙ୍କରଙ୍କ ପାୱାର ମିଟିଂ

ୱାଶିଂଟନ : ୱାଶିଂଟନରେ ଜୟଶଙ୍କରଙ୍କ ପାୱାର ମିଟିଂ। ୱାଶିଂଟନ ଡିସିରେ ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟ ଓ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଭାରତ ଓ ଆମେରିକା ମଧ୍ୟରେ ବଡ଼ ଧରଣର ବାଣିଜ୍ୟିକ ଚୁକ୍ତି … Read More