ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଭାରତ

ନୂଆଦିଲ୍ଲୀ: ପ୍ରତିରକ୍ଷା ପ୍ରସ୍ତୁତିକୁ ଆହୁରି ମଜବୁତ କରି, ଭାରତ ଅଗ୍ନି-୩ ମଧ୍ୟବର୍ତ୍ତୀ-ଦୂରବର୍ତ୍ତୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରରେ ଥିବା ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରୁ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ପରୀକ୍ଷଣ ସମ୍ପୂର୍ଣ୍ଣ … Read More

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି : ଔଷଧ, ହୀରା ଓ ଅନେକ କୃଷି ଉତ୍ପାଦ ଉପରେ ୦% ଟାରିଫ ଘଷଣା

ନୂଆଦିଲ୍ଲୀ: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ଢାଞ୍ଚା ପ୍ରକାଶ ପାଇଛି। ଗତକାଲି ବିଳମ୍ବିତ ରାତିରେ ଆମେରିକା ଏବଂ ଭାରତ ଏକ ମିଳିତ ବିବୃତ୍ତି ଜାରି କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ … Read More

ସୁଦାନର ପାରାମିଲିଟ୍ରି ଗ୍ରୁପ ଉପରେ ଆକ୍ରମଣ, ୨୪ ମୃତ

ସୁଦାନ : ସୁଦାନର ଲୋକପ୍ରିୟ ପାରାମିଲିଟ୍ରି ଗ୍ରୁପ ରାପିଡ ସପୋର୍ଟ ଫୋର୍ସେସ ମଧ୍ୟ ସୁଦାନ ଉପରେ ବଡ଼ ଆକ୍ରମଣ କରିଛି । ଆଜି ଶନିବାରରେ ମଧ୍ୟ ସୁଦାନରେ ବିସ୍ଥାପିତ ପରିବାରକୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ଆକ୍ରମଣ ହୋଇଛି । ଏହି … Read More

ଜଳିଗଲା ବସ: ଅଳ୍ପକେ ବର୍ତ୍ତିଲେ ୩୯ ଯାତ୍ରୀ

ହାଇଦ୍ରାବାଦ : ହାଇଦ୍ରାବାଦରୁ ବିଜୟଓ୍ବାଡା ଯାଉଥିବା ଏକ ଘରୋଇ ବସରେ ଭୟଙ୍କର ନିଆଁ । ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାର କାଞ୍ଚିକଚେରଲା ପୋଲିସ ଷ୍ଟେସନ ନିକଟ ନନ୍ଦୀଗାମା ନିକଟରେ କୀସାରା ଟୋଲ ନିକଟରେ ବସରେ ନିଆଁ ଲାଗିଯାଇଥିଲା । ଫଳରେ ୩୯ ଯାତ୍ରୀ ଜୀବନ … Read More

ଦୁଇ ଦିନିଆ ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯାଉଛନ୍ତି । ଏହାକୁ ନେଇ ମାଲେସିଆରେ ଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି … Read More

ରୁଷିଆରୁ ଭାରତ ତେଲ କିଣିବା ଉପରେ ୨୫% ପେନାଲଟି ହଟାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ୨୫% ରୁଷିଆ ତେଲ ପେନାଲଟି ଶେଷ । ରୁଷିଆରୁ ଭାରତ ତେଲ କିଣିବା ଉପରେ ଲାଗୁ ୨୫% ପେନାଲଟି ହଟାଇଲେ ଟ୍ରମ୍ପ । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି । ଗତ ଅଗଷ୍ଟରୁ … Read More

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା NDMC ଗୋଦାମ

ନୂଅଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀ ସଫଦରଜଙ୍ଗ ଫ୍ଲାଏଓଭର ନିକଟରେ NDMC ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର ତୀବ୍ରତା ଏତେ ମାତ୍ରାରେ ଥିଲା ଯେ, ୨୦ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ବୋଲି ଅଧିକାରୀ … Read More

ଶାନ୍ତି ଆଲୋଚନା ପରେ ମୁକ୍ତ ହେଲେ ରୁଷ-ୟୁକ୍ରେନ ଯୁଦ୍ଧବନ୍ଦୀ

ନୂଆଦିଲ୍ଲୀ: ଆବୁଧାବିରେ ଆମେରିକା ମଧ୍ୟସ୍ଥତାରେ ଦୁଇ ଦିନ ଧରି ଚାଲିଥିବା ଶାନ୍ତି ଆଲୋଚନା ପରେ ୟୁକ୍ରେନ ଏବଂ ରୁଷ ପରସ୍ପରର ଯୁଦ୍ଧବନ୍ଦୀ ଏବଂ ସାଧାରଣ ନାଗରିକଙ୍କୁ ଅଦଳବଦଳ କରିଛନ୍ତି । ଚାରି ମାସ ମଧ୍ୟରେ ପ୍ରଥମ ଥର ପାଇଁ ହୋଇଥିବା ଏହି … Read More

ପାକିସ୍ତାନରେ ମସଜିଦ ସାମ୍ନାରେ ଭୟଙ୍କର ବିସ୍ଫୋରଣ, ୭୦ ମୃତ

ପାକିସ୍ତାନ : ପାକିସ୍ତାନର ଇସଲାମାବାଦରେ ଭୟଙ୍କର ବିସ୍ଫୋରଣ ଘଟିଛି । ଯେଉଁଥିରେ ୭୦ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ପାଖାପାଖି ୨୫୦ ଜଣ ଆହତ ହୋଇଛନ୍ତି । ସିଆ ମସଜିଦ୍ କସର୍-ଏ-ଖାଦିଜାତୁଲ କୁବ୍ରାରେ ନମାଜ ପାଠ କରୁଥିବା ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଥିବା … Read More

ଗାତରେ ପଡ଼ି ଚାଲିଗଲା ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀ ଜନକପୁରୀ ଅଞ୍ଚଳରେ ନୋଏଡା ଘଟଣାର ପୁନରାବୃତ୍ତି । ଜନପୁରୀ ଅଞ୍ଚଳରେ ଏକ ଗାତରେ ପଡ଼ି ଯୁବକଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ପରିଚୟ ମିଳିଛି । ମୃତକ ଜଣକ କୈଳାଶପୁରୀରେ ରହୁଥିଲେ । ସୂଚନା ମୁତାବକ, କମଲ ଗତକାଲି … Read More