ପେଟପାଟଣା ପାଇଁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶା କେବେବି ଏକ ଅସୁରକ୍ଷିତ ସ୍ଥାନ ନୁହେଁ: ସୁରେଶ ପୂଜାରୀ
ଭୁବନେଶ୍ୱର : ଓଡ଼ିଶା ବିରୋଧରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନଙ୍କ ସାଂଘାତିକ ଅଭିଯୋଗ । ପଶ୍ଚିମବଙ୍ଗରୁ ବିଶେଷକରି ବରମହମପୁର, ମୁର୍ସିଦାବାଦ ଓ ସଂଲଗ୍ନ ବର୍ତ୍ତୀ ଜିଲ୍ଲାରୁ କାମ କରିବାକୁ ଓଡ଼ିଶା ଯାଉଥିବା ଶ୍ରମିକଙ୍କ ଉପରେ ଆକ୍ରମଣ ହେଉଥିବା ସେ ଅଭିଯୋଗ … Read More
