ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ତଦନ୍ତ ଜାରି
ଢେଙ୍କାନାଳ: କାମାକ୍ଷାନଗରରେ ଜଣେ ଆତ୍ମଘୋଷିତ ବାବାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଅଭିଯୁକ୍ତ ଜଣକ ଆଶ୍ରମର ରୋଷେୟା ଭାବେ କାମ କରୁଥିବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି … Read More
