ଚିଲିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରିରେ ବୁଲିଲା ବୁଲଡୋଜର
ବ୍ରହ୍ମଗିରି : ଚିଙ୍ଗୁଡ଼ି ଘେରିରେ ବୁଲିଲା ବୁଲଡୋଜର । ଦୀର୍ଘ ୨୦ଦିନ ହେଲା ଚିଲିକାରେ ବେଆଇନି ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଜାରି ରହିଛି । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ଚଢ଼ାଉ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ କୃଷ୍ଣପ୍ରସାଦ ତହସିଲିଦାର ସହଦେଵ ସାହୁଙ୍କ … Read More
