ବଲୁଚିସ୍ତାନରେ ଜଣେ ନାବାଳକ ସମେତ ୫ ଜଣଙ୍କୁ ହତ୍ୟା କଲେ ପାକିସ୍ତାନ ସୁରକ୍ଷାକର୍ମୀ

ବଲୁଚିସ୍ତାନ: ବଲୁଚିସ୍ତାନର ଖୁଜଦାର୍‌ ଜିଲ୍ଲାରେ ଦୁଇଟି ପୃଥକ୍‌ ଘଟଣାରେ ଜଣେ ୧୩ ବର୍ଷୀୟ ବାଳକଙ୍କ ସମେତ ୫ ନାଗରିକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବଲୁଚିସ୍ତାନ ନ୍ୟାସନାଲ ପାର୍ଟି (ବିଏନ୍‌ପି) ଏହି ହତ୍ୟା ପାଇଁ ପାକିସ୍ତାନ ସୁରକ୍ଷାବାହିନୀକୁ ଦାୟୀ କରିଥିବା ବଲୁଚିସ୍ତାନ ପୋଷ୍ଟ … Read More

ମୁମ୍ବାଇରେ ଆସୁଛି ଡିସାଲିନେସନ୍ ପ୍ଲାଣ୍ଟ, ପାନୀୟ ଉପଯୋଗୀ ହେବ ସମୁଦ୍ର ପାଣି !

ମୁମ୍ବାଇ: ସମୁଦ୍ର ପାଣିରୁ ବାହରିବ ମିଠା ପାଣି । ମୁମ୍ବାଇରେ ଜଳର ଚାହିଦା ଯୋଗାଣ ବଢ଼ିଚାଲିଥିବାରୁ ଏବେ ସମୁଦ୍ର ପାଣିକୁ ବ୍ୟବହାର କରିବା ପାଇଁ ଯୋଜନା କରାଯାଉଛି । ବିଶେଷ କରି ୨୦୦୯ ମସିହାରେ ଦେଖାଦେଇଥିବା ପ୍ରବଳ ଜଳାଭାବ ପରେ ମୁମ୍ବାଇର ଏହି … Read More

ପିରାମିଡ୍ ବ୍ୟବସ୍ଥା’କୁ ବଦଳାଇ ‘ସମାନ ଭାଗିଦାରୀ ମଞ୍ଚ’ ଗଠନ କରିବାକୁ ଆହ୍ୱାନ: ବ୍ରିକ୍ସ ମଞ୍ଚରୁ ମୋଦୀଙ୍କ ୧୦ ସୂତ୍ରୀ ପ୍ରସ୍ତାବ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ପ୍ରଗତି ମୈଦାନସ୍ଥିତ ଭବ୍ୟ ‘ଭାରତ ମଣ୍ଡପମ୍’ଠାରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ । ଶନିବାର ଦିନ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁନିଆର ବଛା ବଛା ଶୀର୍ଷ ନେତାଙ୍କୁ … Read More

ଇଣ୍ଡୋନେସିଆରେ ଭୂମିକମ୍ପ ଝଟକା, ୬.୨ ତୀବ୍ରତାରେ ଥରିଲା ଜାଭା

ଇଣ୍ଡୋନେସିଆ: ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଶନିବାର ଏକ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସେସ୍‌ (GFZ) ଅନୁଯାୟୀ, ଭୂକମ୍ପର ତୀବ୍ରତା ୬.୨ ରେକର୍ଡ ହୋଇଥିବା ବେଳେ ଏହାର କେନ୍ଦ୍ର ଭୂପୃଷ୍ଠରୁ ପ୍ରାୟ ୩୭୬ କିଲୋମିଟର … Read More

ୟୁକେରେ ବ୍ରିଟିଶ ପାଇଲଟଙ୍କୁ ଉଡ଼ାଣ ତାଲିମ ଦେବେ ଭାରତୀୟ ବାୟୁସେନାର ପ୍ରଶିକ୍ଷକ

ନୂଆଦିଲ୍ଲୀ: ଭାରତ-ୟୁକେ ପ୍ରତିରକ୍ଷା ସହଯୋଗ କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାର ୩ ଜଣ ଯୋଗ୍ୟ ଉଡ଼ାଣ ପ୍ରଶିକ୍ଷକ (QFI) ୱେଲ୍ସସ୍ଥିତ ରୟାଲ୍ ଏୟାର ଫୋର୍ସର ଭ୍ୟାଲି ଘାଟିରେ ନିୟୋଜିତ ହୋଇଛନ୍ତି। ସେମାନେ … Read More

BRICS ଶିଖର ସମ୍ମିଳନୀରେ ଏକାଠି ହେଲେ ତିନି ବିଶ୍ୱନେତା ମୋଦୀ, ପୁଟିନ ଓ ସି ଜିନପିଙ୍ଗ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଭାରତ, ରୁଷ ଓ ଚୀନ୍‌ ମଧ୍ୟରେ କୂଟନୈତିକ ସମୀକରଣର ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ … Read More

ନିର୍ଯାତନା ସହି ନପାରି ନଦୀକୁ ଡେଇଁଲା ନାବାଳକ, ୫ କି.ମି. ଭାସିବା ପରେ ସୁରକ୍ଷିତ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଯାଜପୁର : ନିର୍ଯାତନା ସହି ନପାରି ନଦୀକୁ ଡେଇଁ ନାବାଳକଙ୍କ ଆତ୍ମହତ୍ୟା ଉଦ୍ୟମ । ଯାଜପୁର ବୁଢ଼ା ନଦୀ ଚଂପାଛନ୍ଦା ଘାଟରୁ ନାବାଳକ ଜଣକ ଡେଇଁଥିବା ବେଳେ ପାଞ୍ଚ କି.ମି. ନଦୀରେ ଭାସିଯିବା ପରେ ବୁଢ଼ା ଘାଟ ଜାହାନପୁର ନିକଟରୁ ଉଦ୍ଧାର … Read More

ରାଉରକେଲା ସର୍କିଟ୍ ହାଉସ୍‌ରେ ପର୍ଣ୍ଣ ଷ୍ଟାରଙ୍କ ରହଣି, ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୁଲିସ

ରାଉରକେଲା: ରାଉରକେଲା ସହରସ୍ଥିତ ସରକାରୀ ସର୍କିଟ୍ ହାଉସ୍‌ରେ ଜଣେ ‘ଆଡଲ୍ଟ ଫିଲ୍ମ’ ଅଭିନେତ୍ରୀଙ୍କ ରହଣି ଘଟଣାରେ ପୋଲିସ୍ ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି। ଏମାନଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଏସ୍‌ପି (SP) ପାହ୍ୟାର ଅଧିକାରୀଙ୍କ ପୁଅ ମଧ୍ୟ ସାମିଲ ଅଛନ୍ତି। … Read More

ଟୁନା ହରିଜନ ସହ ୯ ଆନ୍ତଃରାଜ୍ୟ ଡକାୟତଙ୍କୁ ବାନ୍ଧିଲା ପୋଲିସ, ଲକ୍ଷାଧିକ ଟଙ୍କା, ବନ୍ଧୁକ ଓ ଗୁଳି ଜବତ

ଜୟପୁର : ଆନ୍ତଃରାଜ୍ୟ ଅପରାଧୀ ଗିରଫ । ଲକ୍ଷାଧିକ ଟଙ୍କା , ବନ୍ଧୁକ ସହ ଗୁଳି ଜବତ। ଜେଲରୁ ଫେରୁଥିଲେ ପୁଣି ନୂଆ ଟିମ ଗଠନ କରି ଘଟlଉଥିଲେ ଅପରାଧ । କେବଳ କୋରାପୁଟରେ ସୀମିତ ନଥିଲା ଅପରାଧର ଚେର । ଚାରି … Read More

ସ୍ତ୍ରୀ ସହ ୩ ଝିଅଙ୍କୁ ପଥରରେ ଛେଚି ହତ୍ୟା

ଜୟପୁର : ଜୟପୁରରେ ଜଘନ୍ୟ ହତ୍ୟାକାଣ୍ଡ ।  ସ୍ତ୍ରୀ ଓ ୩ ଝିଅଙ୍କୁ ହତ୍ୟା କଲା ସ୍ୱାମୀ ।  ରାଜସ୍ଥାନର ରାଜଧାନୀ ଜୟପୁରରୁ ଏକ ଅତ୍ୟନ୍ତ ସ୍ତବ୍ଧ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଘରେ ସମସ୍ତେ ଶୋଇଥିବା ସମୟରେ ନିଜ ସ୍ତ୍ରୀ … Read More