ଭିଡି ସତୀଶନ କେରଳମର ନୂଆ ମୁଖ୍ୟମନ୍ତ୍ରୀ

କେରଳ : କେରଳ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୧୦ ଦିନ ପରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି । ଭିଡି ସତୀଶନଙ୍କ କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି କଂଗ୍ରେସ । ଭି.ଡି ସତୀଶନ ୬ ଥର ବିଧାୟକ ରହିଥିଲେ … Read More

ଚଳନ୍ତା ବସରେ ମହିଳାଙ୍କୁ ଗଣଦୁଷ୍କର୍ମ, ଡ୍ରାଇଭର ଓ କଣ୍ଡକ୍ଟର ଗିରଫ

ନୂଆଦିଲ୍ଲୀ : ପୁଣି ରାଜଧାନୀ ଦିଲ୍ଲୀରେ ନିର୍ଭୟା ଭଳି କାଣ୍ଡ । ଦିଲ୍ଲୀର ରାନୀ ବାଗ୍ ଅଞ୍ଚଳରେ ଏକ ଚଳନ୍ତା ସ୍ଲିପର ବସ୍ ମଧ୍ୟରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ … Read More

ବିଦେଶକୁ ଚିନି ରପ୍ତାନି ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଦେଶରେ ଚିନି ସଙ୍କଟ । ବିଦେଶକୁ ହେବନି ଚିନି ରପ୍ତାନି । ଚିନି ରପ୍ତାନି ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର । ଦେଶରେ ଚିନିର ଅଭାବ ଦୂର କରିବା ଓ ଦରବୃଦ୍ଧିକୁ ରୋକିବା ପାଇଁ କେନ୍ଦ୍ର ସରକାର ଚିନି … Read More

ଉତ୍ତରପ୍ରଦେଶରେ କାଳବୈଶାଖୀର ମହାତାଣ୍ଡବ ; ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଦେଖାଯାଇଛି କାଳବୈଶାଖୀର ମହାତାଣ୍ଡବ। ଏଥିରେ ପ୍ରାୟ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଏହାସହ ସରକାରଙ୍କ ପକ୍ଷରୁ ତୁରନ୍ତ ୪ ଲକ୍ଷ ସହାୟତା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି। କାଳବୈଶାଖୀ ତାଣ୍ଡବର … Read More

ଏସି କମ୍ପ୍ରେସର ଫାଟି, ଦୁଇ ଗୁରୁତର

ଭୁବନେଶ୍ବର: ଫାଟିଲା ଏସି କମ୍ପ୍ରେସର, ଦୁଇ ଗୁରୁତର। ଭୁବନେଶ୍ଵର ମୈତ୍ରୀବିହାର ଥାନା ଅଞ୍ଚଳରେ ବଡଧରଣର ଅଘଟଣ ଘଟିଛି। ଲୁମ୍ବିନୀ ବିହାରରେ ଥିବା ଏଲିନା ହବ୍ ଏବଂ ସ୍ଵପ୍ନା ହୋଟେଲର ୫ ମହଲା ଉପରେ ଜଣେ ମେକାନିକ ଏସି କମ୍ପ୍ରେସର ସଜାଡୁଥିବାବେଳେ ହଠାତ୍ … Read More

ରାଜ୍ୟରେ ବିଜେପି ସରକାରକୁ ପୂରିଲା ୨ ବର୍ଷ: ନିରାଡମ୍ବର ଭାବେ ପାଳନ କରାଯିବ ପୂର୍ତ୍ତି ଉତ୍ସବ

ଭୁବନେଶ୍ୱର :  ଜୁନ୍‌ ମାସରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ କରିବାର ଦୁଇ ବର୍ଷ ପୂର୍ତ୍ତି ହେଉଛି। ଏହି ଅବସରରେ ଜୁନ୍‌ ୧୨ରୁ ୨୧ ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯିବ। ତେବେ ଏହି … Read More

ରାଜ୍ୟକୁ ନାହିଁ ତୈଳ ସଙ୍କଟ, ମ୍ୟାନେଜମେଣ୍ଟ ଅଭାବରୁ କିଛି ପମ୍ପରେ ସୃଷ୍ଟି ହୋଇଛି ଡ୍ରାଏ ଆଉଟ ସ୍ଥିତି

ଭୁବନେଶ୍ୱର: ଯୋଗାଣ ବିଭାଗ ପ୍ରମୁଖ ସଚିବ ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ , ରାଜ୍ୟରେ ତେଲ ସଙ୍କଟ ଆଦୌ ନାହିଁ । ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ । ସେ … Read More

ଆହୁରି ୫ ଦିନ ତାଣ୍ଡବ ରଚିବ କାଳବୈଶାଖୀ, ୨୩ ଜିଲ୍ଲାରେ ବିଜୁଳି-ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦିନରେ ଡହ ଡହ ଖରା ହେଉଥିବା ବେଳେ ଅପରାହ୍ନ ରେ କାଳବୈଶାଖୀ ।  ଅସହ୍ୟ ଖରା ଗରମ ଗୁଳୁଗୁଳୁରେ ସାରା ଓଡିଶା ସିଝୁଥିବା ବେଳେ କାଳବୈଶାଖୀ ବର୍ଷାରେ ଭିଜୁଛି ।  ପବନ ସହ କାଳବୈଶାଖୀ ତାଣ୍ଡବ ରଚୁଥୁବା ବେଳେ ଆହୁରି … Read More

ଓଡ଼ିଶାରେ ବିଜେପି ସରକାରର ୨ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ ମୋଦୀ, ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ଵର: ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍ ଦେଖିବାକୁ ମିଳିଛି । ଏହି ଅବସରରେ ଆୟୋଜିତ  କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଥିବା ନେଇ ରାଜସ୍ୱ ମନ୍ତ୍ରୀ … Read More

ସରକାରୀ ଗାଡ଼ି ବ୍ୟବହାର ଉପରେ ଲାଗିବ କଟକଣା, ଆସିବ ନୂଆ ଗାଇଡଲାଇନ୍ !

ଭୁବନେଶ୍ଵର :  ସରକାରୀ ଗାଡ଼ି ବ୍ୟବହାର ଉପରେ ଲାଗିବ କଡ଼ା କଟକଣା  । ଆସିପାରେ ନୂଆ ଗାଇଡଲାଇନ୍ । ରାଜ୍ୟରେ ଇନ୍ଧନର ବ୍ୟବହାର କମାଇବା ଏବଂ ପ୍ରଶାସନିକ ସ୍ତରରେ ମିତବ୍ୟୟିତା ଆପଣାଇବା ପାଇଁ ସରକାର କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି  … Read More