ରାସ୍ତା ପ୍ରଶସ୍ତୀକରଣ ଆଳରେ ଗଛ କାଟିବା ପଡ଼ିଲା ମହଙ୍ଗା, ଫରେଷ୍ଟର ନିଲମ୍ବିତ
ନବରଙ୍ଗପୁର : ରାସ୍ତା ପ୍ରଶସ୍ତୀକରଣ ନାଁରେ ଗଛ କାଟିବା ପଡ଼ିଲା ମହଙ୍ଗା । ଫରେଷ୍ଟର ନିଲମ୍ବିତ । ରାସ୍ତା ପ୍ରଶସ୍ତୀକରଣ ନାଁରେ ନୀଳଗିରି ଗଛ କାଟିବା ଘଟଣାରେ ତତ୍କାଳୀନ ଝରିଗାଁ ରେଞ୍ଜ ମୋହରା ସେକ୍ସନ ଫରେଷ୍ଟର ତଥା ବର୍ତ୍ତମାନର ଡାବୁଗାଁ ରେଞ୍ଜ … Read More
