ମାଡ଼ି ଆସୁଛି ବର୍ଷା ବିପତ୍ତି, ମତ୍ସ୍ୟଜୀବୀଙ୍କୁ ସତର୍କ କଲେ ମତ୍ସ୍ୟ ଅଧିକାରୀ
ଭୁବନେଶ୍ବର: ମାଡ଼ି ଆସୁଛି ବର୍ଷା ବିପତ୍ତି । ପ୍ରବଳ ବର୍ଷାକୁ ନେଇ ଉପକୂଳ ଅଞ୍ଚଳର ଲୋକେ ଭୟଭୀତ । ମତ୍ସ୍ୟଜୀବୀଙ୍କୁ ସଚେତନ କରିବା ପାଇଁ ଅସ୍ତରଙ୍ଗ ସମୁଦ୍ର କୂଳରେ ପହଁଞ୍ଚିଲେ ମତ୍ସ୍ୟ ଅଧିକାରୀ । ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀଙ୍କୁ ସତର୍କ କରିବା ପାଇଁ … Read More
