ଆକାଶରୁ ବର୍ଷୁଛି ନିଆଁ, ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୬ ଡିଗ୍ରୀ ଟିପିଲା ତାପମାତ୍ରା
ଭୁବନେଶ୍ବର: ଆକାଶରୁ ବର୍ଷୁଛି ନିଆଁ । ୪୬ ଡିଗ୍ରୀ ଟିପିଲା ତାପମାତ୍ରା । ଆଜି ଗୋଟିଏ ନୁହେଁ, ଦୁଇ ଦୁଇଟି ପାରଦ ତାପମାତ୍ରା ୪୬ ଡିଗ୍ରୀ ଛୁଇଁଛି । ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି । … Read More
