ସେବା ପେପର ମିଲ୍ ଚଳାଇବା ଦାବିରେ ଜୟପୁର ବନ୍ଦ

ଜୟପୁର: ଆଜି ଜୟପୁର ବନ୍ଦ। ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। ଜୟପୁର କାଗଜକଳ ପୁନରୁଦ୍ଧାର ପାଇଁ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସମର୍ଥନ କରିଛି ବିଭିନ୍ନ ସଙ୍ଗଠନ। ଦୀର୍ଘଦିନ ହେଲା ପେପର ମିଲ୍ ବନ୍ଦ ରହିଥିବା ବେଳେ … Read More

ବଟି ପାଇଁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଗୋପ: ପୋଲିସ ଚେତାବନୀକୁ ଫୁ । ପୋଲିସକୁ ଚ୍ୟାଲେଞ୍ଜ କରୁଛନ୍ତି ଅପରାଧୀ । ବଟି ପାଇଁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ। ପୁରୀ ଜିଲ୍ଲା ଗୋପ ଆନା ଅଧୀନ ଗିରିମା ଗାଁରେ ଆକ୍ରମଣ । ୨୬ ତାରିଖରେ ବିଳମ୍ବିତ ରାତିରେ ଗିରିମା ଗାଁର … Read More

ଥାନାରେ ଥାର୍ଡ ଡିଗ୍ରୀ: ସସପେଣ୍ଡ ହେଲେ ଆଇଆଇସିମ

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ଥାନାରେ ଥାର୍ଡ ଡିଗ୍ରୀ । ସସପେଣ୍ଡ ହେଲେ ତାଳଚୁଆ ମେରାଇନ୍ ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନା । ନିଲମ୍ବିତ କରିଛନ୍ତି ପୋଲିସ ଡିଜି । ଅଭିଯୋଗ ଆଧାରରେ ସନ୍ଧ୍ୟାରାଣୀଙ୍କୁ ଡିଜିପି ନିଲମ୍ବିତ କରିଛନ୍ତି । ନିଲମ୍ବନ ସମୟରେ … Read More

ତାତିରୁ ମିଳିଲା ଆଶ୍ୱସ୍ତି, ୫ ରୁ ୮ ଡିଗ୍ରୀ କମିଲା ତାପମାତ୍ରା

ଭୁବନେଶ୍ୱର : ରାଜ୍ୟକୁ କାଳବୈଶାଖୀର ଆଶ୍ୱସ୍ତି । କାଳବୈଶାଖୀ ବର୍ଷାରେ ଧୋଇଗଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଓଡ଼ିଶାରେ ୫ ରୁ ୮ ଡିଗ୍ରୀ କମିଲା ତାପମାତ୍ରା। ଗତ କିଛି ଦିନ ହେଲା ଓଡ଼ିଶାରେ ଜାରି ରହିଥିବା ଅସହ୍ୟ ଗରମ, ଗୁଳୁଗୁଳି ଓ … Read More

ଦକ୍ଷିଣ-ପଶ୍ଚିମ ମୌସୁମି କେରଳମ୍‌ ଛୁଇଁବା ବିଳମ୍ବ ହୋଇପାରେ

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳମ୍‌ ଛୁଇଁବା ବିଳମ୍ବ ହୋଇପାରେ। ମେ ୨୬ରେ ମୌସୁମି ବାୟୁ କେରଳମ୍‌ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଥିଲା। ତେବେ ସଦ୍ୟତମ ବିଶ୍ଲେଷଣ ଅନୁଯାୟୀ ଜୁନ ପହିଲା ବେଳକୁ ମୌସୁମି ବାୟୁ … Read More

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୨ରୁ ଆରମ୍ଭ ହୋଇ ୧୦ ତାରିଖରେ ଶେଷ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ବୁଧବାର ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଜୁଲାଇ ୨ରେ ପ୍ରଥମ ଭାଷା … Read More

କଚ୍ଛ ଉପକୂଳରୁ ୧,୦୦୦ କୋଟି ଟଙ୍କାର କୋକେନ୍ ଜବତ

କଚ୍ଛ: ଗୁଜୁରାଟ ଆଣ୍ଟି-ଟେରୋରିଜମ୍ ସ୍କ୍ବାଡ୍ (ଏଟିଏସ୍) ଏବଂ ଭାରତୀୟ ତଟରକ୍ଷୀ ବାହିନୀ ମିଳିତ ଭାବେ କଚ୍ଛ ଉପକୂଳରୁ ୧୦୦୦ କୋଟି ଟଙ୍କା ମୂଲ୍ୟର ୧୦୦ କିଲୋଗ୍ରାମ୍‌ରୁ ଅଧିକ  କୋକେନ ଜବତ କରିଥିବା ଜଣାପଡ଼ିଛି। ପାକିସ୍ତାନର ପୋର୍ଟ କାସିମରୁ ଏହି ଅଞ୍ଚଳରେ ପହଞ୍ଚିଥିବା ଏକ … Read More

ବିଧାନସଭାରେ ପାରିତ ହେଲା ସମାନ ନାଗରିକ ସଂହିତା ବିଲ୍: ଆସାମ ସରକାରଙ୍କ ବଡ ନିଷ୍ପତ୍ତି

ଆସାମ: ନାଗରିକ ସଂହିତା ବିଲ୍  କୁ ନେଇ ଆସାମ ସରକାରଙ୍କ ବଡ ନିଷ୍ପର୍ତ୍ତି।  ଆସାମ ବିଧାନସଭାରେ ଐତିହାସିକ ସମାନ ନାଗରିକ ସଂହିତା ବିଲ୍  ପାରିତ ହୋଇଛି। ଏହି ବିଲ୍ ଉତ୍ତରାଖଣ୍ତ ଏବଂ ଗୁଜୁରାଟ ପରେ ଆସାମ ଦେଶର ତୃତୀୟ ରାଜ୍ୟ ଭାବେ … Read More

ଜୁନ୍ ପହିଲାରୁ ପ୍ରତି ମାସରେ ମହିଳାଙ୍କୁ ମିଳିବ ୩ ହଜାର ?

କଲକାତା : ମହିଳାଙ୍କ ପାଇଁ ଖୁସି ଖବର। ଜୁନ ପହିଲାରୁ ମହିଳାଙ୍କୁ ମିଳିବ ୩ ହଜାର ଟଙ୍କା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ପଶ୍ଚିମବଙ୍ଗ କ୍ୟାବିନେଟ୍ ଅନ୍ନପୂର୍ଣ୍ଣା ଭଣ୍ଡାର ଯୋଜନା ଅଧୀନରେ ମହିଳାଙ୍କ ପାଇଁ ୩,୦୦୦ ଟଙ୍କାର ସହାୟତା … Read More

କେରଳରେ ଇଡ଼ି ଉପରେ ସିପିଆଇ କର୍ମୀଙ୍କ ଆକ୍ରମଣ

ଥିରୁଅନନ୍ତପୁରମ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ବାସଭବନରେ ଇଡି ରେଡ ନେଇ ଉତ୍ତେଜନା । ଥିରୁଅନନ୍ତପୁରମର ଥାମ୍ପାନୁର ଥାନାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ପହଞ୍ଚିବା ପରେ ସିପିଆଇ କର୍ମୀ ଆକ୍ରମଣ ଓ ଭଙ୍ଗାରୁଜା କରିଛନ୍ତି । ବିଜୟନଙ୍କ ସମର୍ଥନରେ ଇଡି … Read More