ଗାଈକୁ ବଞ୍ଚାଇବାକୁ ଯାଇ ଚାଲିଗଲା ୩ ଜୀବନ, ୮ ଆହତ
ହାପୁର : ଉତ୍ତରପ୍ରଦେଶ ହାପୁର ଜିଲ୍ଲାର ଭଢ କୋତବାଲୀ ଅଞ୍ଚଳରେ ଦିଲ୍ଲୀ-ଲକ୍ଷ୍ନୌ ହାଇୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ହାପୁରର ସାୟାନା ଚୌପଲା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ … Read More
