ମାଛ ଧରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ

ନୂଆପଡ଼ା: ଉଦନ୍ତୀ ନଦୀ ପାଣିରେ ଭାସିଗଲେ ଯୁବକ । ନୂଆପଡ଼ା ଜିଲ୍ଲା ସିନାପାଲି ଉଦନ୍ତି ନଦୀକୁ ମାଛ ଧରିବାକୁ ଯାଇ ଜଣେ ଯୁବକ ପାଣିରେ ଭାସି ନିଖୋଜ ହୋଇଯାଇଥିଲେ । ନିଖୋଜ ଯୁବକ ହେଉଛନ୍ତି ସିନାପାଲି ଥାନା ଅନ୍ତର୍ଗତ ଡୁମେରବାହାଲ ଗାଁ ର … Read More

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର: ପର୍ଯ୍ୟଟନପ୍ରେମୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ତିନି ମାସର ବିରତି ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି । ପୁଣିଥରେ ପ୍ରକୃତିର ଅନନ୍ୟ ସୌନ୍ଦର୍ଯ୍ୟ ଓ ବନ୍ୟଜନ୍ତୁଙ୍କୁ ନିକଟରୁ ଉପଭୋଗ କରିବାର … Read More

ଜମି ବିବାଦକୁ ନେଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା

ପୁରୀ: ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଜମିଜମା ବିବାଦକୁ କେନ୍ଦ୍ର କରି ନୃଶଂସ ହତ୍ୟାକାଣ୍ଡ ଘଟିଛି । ପୁରୀ ଜିଲ୍ଲା ଚନ୍ଦନପୁର ଥାନା ମହାନା ସାହି ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତ ଯୁବକ ସେହି ଗାଁର କାଳିଆ … Read More

ଚିନ୍ତା ବଢ଼ାଇଲା ସାଳନ୍ଦୀ, ଧାମନଗର-ତିହିଡି-ଚାନ୍ଦବାଲିରେ ବନ୍ୟା ଦୁର୍ଦ୍ଦଶା

ଭଦ୍ରକ : ବୈତରଣୀ କମିଲା, ସାଳନ୍ଦୀ ଚିନ୍ତା ବଢ଼ାଇଲା । ଭଦ୍ରକ ଜିଲ୍ଲାର ୧୧୨ ପଞ୍ଚାୟତ ବନ୍ୟା ପ୍ରଭାବିତ । ୪.୮୨ ଲକ୍ଷ ଲୋକ ବନ୍ୟା କବଳରେ । ୬୦ ହଜାର ଏକରରୁ ଅଧିକ ଚାଷଜମି ଜଳମଗ୍ନ । ବୈତରଣୀର ତଳମୁଣ୍ଡରେ ବନ୍ୟାର … Read More

ଅଗଷ୍ଟ ୩ରେ ହେବନି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଗଷ୍ଟ ୩ ତାରିଖ ସୋମବାର ଦିନ ସାଧାରଣ ଅଭିଯୋଗ ଶୁଣାଣି ଅଧିବେଶନ କରିବେ ନାହିଁ। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଅନୁଯାୟୀ, ସାଧାରଣତଃ ସୋମବାର ଦିନ ହେଉଥିବା ଅଭିଯୋଗ ଶୁଣାଣି … Read More

ଦନ୍ତା ଆକ୍ରମଣରେ ୨ ମୃତ

କୋଇଡା:ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଆତଙ୍କ । ଦନ୍ତା ଆକ୍ରମଣରେ ୨ ମୃତ । କୋଇଡା ବନାଞ୍ଚଳରେ ଓ ବୀରମିତ୍ରପୁର ଅଞ୍ଚଳରେ ଏହି ଅଘଟଣ ଘଟିଛି । ସୂଚନାଥାଉକି, କୋଇଡା ବନାଞ୍ଚଳର ତେନ୍ତୁଳଡିହି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ସମ୍ବାରୀ ମୁଣ୍ଡା … Read More

ଗଡ଼ଗଡିଆ ଘାଟରୁ ପାଣି ଉଠାଇ ପାରିବେନି କାଉଡିଆ, ଲାଗିଲା କଟକଣା

କଟକ: ମହାନଦୀରେ ପ୍ରବଳ ସ୍ରୋତ ଜାରି ରହିଛି। ୮ ଲକ୍ଷ ୨୦ହଜାର କ୍ୟୁସେକ୍‌ ବନ୍ୟା ଜଳ ପ୍ରତି ସେକେଣ୍ଡ ପିଛା ପ୍ରବାହିତ ହେଉଛି। କଟକ ଜିଲ୍ଲା ପ୍ରଶାସନ ଆହୁରି ୪୮ ଘଣ୍ଟା ପାଇଁ କଡ଼ା ସତର୍କ ସୂଚନା ସହ କଟକଣା ଜାରି … Read More

ପ୍ରଧାନମନ୍ତ୍ରୀଙ୍କ ମର୍ଫଡ୍ ଫଟୋ ସେୟାର ଅଭିଯୋଗରେ ମେଟାର ଭାରତ ମୁଖ୍ୟଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମର୍ଫଡ ରିଲ ଏବଂ ଆପତ୍ତିଜନକ ବିଷୟବସ୍ତୁ ସେୟାର କରିଥିବା ଅଭିଯୋଗରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ମେଟା ଇଣ୍ଡିଆ ମୁଖ୍ୟ ଅରୁଣ ଶ୍ରୀନିବାସ ମଧ୍ୟ ସାମିଲ ରହିଛନ୍ତି । ଏହି … Read More

SCO ଶିଖର ସମ୍ମିଳନୀକୁ ପାକିସ୍ତାନରୁ ମୋଦୀଙ୍କୁ ନିମନ୍ତ୍ରଣ, ଗସ୍ତକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ପାକିସ୍ତାନ ସାଂଘାଇ ସହଯୋଗ ସଂଗଠନ (SCO) ୨୦୨୭ ଆୟୋଜନ କରିବ। SCO ଶିଖର ସମ୍ମିଳନୀ ୨୦୨୭ର ଆୟୋଜକ ଭାବରେ, ପାକିସ୍ତାନ ଆନୁଷ୍ଠାନିକ ଭାବରେ ସୂଚିତ କରିଛି ଯେ ସେ ଏହି ଶିଖର ସମ୍ମିଳନୀକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବ। ଉଲ୍ଲେଖଯୋଗ୍ୟ, ଅପରେସନ … Read More

ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲା !

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କୁ ନେଇ ରାଜନୈତିକ ମହଲରେ ଏବେ ସରଗରମ ଚର୍ଚ୍ଚା । ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ Xର ପ୍ରୋଫାଇଲରେ ହୋଇଥିବା ପରିବର୍ତ୍ତନ ପରେ ସେ ବିଜେପି ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ଚାଲିଛି … Read More