ପାକିସ୍ତାନୀ ଗ୍ୟାଙ୍ଗଷ୍ଟରଙ୍କ ଅନ୍ଲାଇନ୍ କାର୍ଯ୍ୟକଳାପ ନେଇ ଉତ୍ତରାଖଣ୍ଡରେ ସତର୍କତା
Spread the loveଡେରାଡୁନ୍: ପାକିସ୍ତାନରେ ଥିବା ଗ୍ୟାଙ୍ଗଷ୍ଟର ଶେହଜାଦ ଭଟ୍ଟି ସୋସିଆଲ୍ ମିଡିଆ ମାଧ୍ୟମରେ ଯୁବକମାନଙ୍କୁ ଉଗ୍ରପନ୍ଥୀ କରିବାକୁ ଉଦ୍ୟମ କରୁଥିବା ନେଇ ତଥ୍ୟ ମିଳିବା ପରେ ଉତ୍ତରାଖଣ୍ଡରେ ସୁରକ୍ଷା ନଜରଦାରି ବଢ଼ାଯାଇଛି। ମଙ୍ଗଳବାର ଡେରାଡୁନ୍ସ୍ଥିତ ଗୁଇନ୍ଦା ଓ ସୁରକ୍ଷା ମୁଖ୍ୟାଳୟରେ … Read More
