UPI ପେମେଣ୍ଟ ଉପରେ ଚାର୍ଜକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ ଗାନ୍ଧି
Spread the loveନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର ୟୁପିଆଇ ଟ୍ରାଞ୍ଜାକ୍ସନ ନିମନ୍ତେ କେନ୍ଦ୍ର ସରକାରଙ୍କ ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମଡିଆର) ଫ୍ରେମ ୱାର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ସେ ସରକାର … Read More
