ସେବା ସଂକଳ୍ପ ଅଭିଯାନ: ମେଗା ରକ୍ତଦାନ ଶିବିରରେ ୬,୫୦୦ ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ

Spread the love

Spread the loveଭୁବନେଶ୍ୱର: ରକ୍ତଦାନ ମହାନ ମାନବୀୟ ସେବା। ଜଣେ ବ୍ୟକ୍ତି ରକ୍ତଦାନ କରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରନ୍ତି। ବିଜ୍ଞାନ ଯେତେ ଆଗକୁ ବଢ଼ିଲେ ମଧ୍ୟ ରକ୍ତର ବିକଳ୍ପ ନାହିଁ। ଏହା କୌଣସି କାରଖାନାରେ ତିଆରି ମଧ୍ୟ ହୋଇପାରେ ନାହିଁ। … Read More

ଡିସିପି  ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର

Spread the love

Spread the loveଭୁବନେଶ୍ବର:ଭୁବନେଶ୍ବର ଡିସିପି  ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ । ଡିସିପିଙ୍କ  ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର। ପୂର୍ବରୁ ରାଜ୍ୟ ସରକାର ଗୃହ ମନ୍ତ୍ରାଳୟକୁ ସୁପାରିସ କରିଥିଲେ ଜଗମୋହନ ମୀନା।  ୨୦୧୩ ବ୍ୟାଚ୍‌ର ଏହି ଆଇପିଏସ ଅଫିସର ପୂର୍ବରୁ … Read More

ଭୁବନେଶ୍ୱରରେ CEMCର ବଡ଼ ଆକ୍ସନ, ରବି ଟକିଜରୁ ଟଙ୍କପାଣି ରୋଡ୍‌ରେ ଚାଲିଲା ବୁଲଡୋଜର

Spread the love

Spread the loveଭୁବନେଶ୍ୱର: ଭୁବନେଶ୍ୱରରେ CEMCର ବଡ଼ ଆକ୍ସନ। ସକାଳ ୧୦ଟାରୁ ରବି ଟକିଜରୁ ଟଙ୍କପାଣି ରୋଡ୍ ଅର୍ଥାତ୍ ଦିବାକର ମାର୍ଗରେ ଗର୍ଜିଲା ବୁଲଡୋଜର। BDAର ଜଏଣ୍ଟ କମିଶନରଙ୍କ ଚିଠି , CEMCର ମିଳିତ ଟିମ୍ ପକ୍ଷରୁ କରାଯାଇଛି ଉଚ୍ଛେଦ ଅଭିଯାନ। … Read More

କାରରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ, ମାଡ଼ି ବସିଲା ପୋଲିସ

Spread the love

Spread the loveଚଣ୍ଡିଖୋଲ: କାରରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ। ଗଞ୍ଜେଇ ଜବତ ସହ ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଥିବା ବେଳେ, ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିଭଳି ଗଞ୍ଜେଇ ଚୋରା ଚାଲାଣରେ ଆଉ କାହାର … Read More

ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ ବିଷ ପିଆଇ ହତ୍ୟା, ୧୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍

Spread the love

Spread the loveପାରଳାଖେମୁଣ୍ଡି: ୨୦୨୧ ମସିହାର ବହୁ ଚର୍ଚ୍ଚିତ ଡବଲ ମର୍ଡର ମାମଲାରେ ପାରଳାଖେମୁଣ୍ଡି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (ADJ) କୋର୍ଟ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ଘଟିଥିବା ଏହି … Read More

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜନ୍ମଦିନରେ ଶୁଭେଛା ଜଣାଇଲେ ସଲମାନ ଖାନ

Spread the love

Spread the loveନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବଲିଉଡ୍ ଅଭିନେତା ସଲମାନ ଖାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସଲମାନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ Xରେ ଏକ ଶୁଭେଛା ବାର୍ତ୍ତା ପୋଷ୍ଟ କରିଛନ୍ତି।ସଲମାନ ଖାନ ଲେଖିଛନ୍ତି, … Read More

କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ନେବ ଏସ୍‌ଟିଏଫ୍‌;୩ ଓରାଙ୍ଗଉଟାନଙ୍କୁ ରକ୍ତହୀନତା

Spread the love

Spread the loveଭୁବନେଶ୍ବର : ଭୋଗରାଇରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଏସ୍‌ଟିଏଫ୍‌କୁ ଆଉ ଏକ ସୁରାକ୍‌ ମିଳିଛି। ଓରାଙ୍ଗଉଟାନ ଚାଲାଣ ଚେର ବିଦେଶକୁ ଲମ୍ବିଛି। ଇଣ୍ଡୋନେସିଆରୁ ବାଂଲାଦେଶ, ଭାରତରୁ ଥାଇଲ୍ୟାଣ୍ଡ ପର୍ଯ୍ୟନ୍ତ ଲମ୍ବିଛି ସାମ୍ରାଜ୍ୟ। ବିଦେଶରେ ରହି ମାଫିଆ ପରିଚାଳିତ … Read More

ପୁରୀରେ ଖଜା ଦୋକାନରେ ଚଢାଉ ; ବାସୀ ଚିନି ଶିରା, ନିମ୍ନମାନର ପାମୋଲିନ ତେଲର ହେଉଛି ବ୍ୟବହାର

Spread the love

Spread the loveପୁରୀ : ଖଜା ଦୋକାନରେ ଚଢାଉ। ଗୁରୁବାର ସକାଳୁ ସକାଳୁ ପୁରୀର କେତେକ ଖଜା ଓ ଗଜା ଦୋକାନରେ ଚଢାଉ କରାଯାଇ ଜୋରିମାନା ଆଦାୟ କରାଯାଇଛି। ଖଜା ଓ ଗଜା ପ୍ରସ୍ତୁତି କେନ୍ଦ୍ରରେ ଖାଦ୍ୟ ନିରାପତ୍ତା ଅଧିକାରୀ ଏବଂ … Read More

ଉତ୍ତର ଥାଇଲାଣ୍ଡରେ ଘୂର୍ଣ୍ଣିବଳୟ, ୧୯ରେ ଲଘୁଚାପ ; ୧୯ରେ ବାତ୍ୟା ଆକଳନ: ଆଇଏମ୍‌ଡି

Spread the love

Spread the loveଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଚର୍ଚ୍ଚା ଭିତରେ ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ … Read More

ବିଶ୍ବ ଦକ୍ଷତା କେନ୍ଦ୍ରକୁ ନିତି ଆୟୋଗର ପ୍ରଶଂସା

Spread the love

Spread the loveଭୁବନେଶ୍ବର: ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଓ ଆର୍ଥିକ ପ୍ରଗତି ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଲକ୍ଷ୍ୟ ହାସଲରେ ଦକ୍ଷତା ବିକାଶ କ୍ଷେତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଭୁବନେଶ୍ୱରଠାରେ … Read More