ସାରା ରାଜ୍ୟରେ ବିଶ୍ୱକର୍ମା ପୂଜା ଆନନ୍ଦ ଉତ୍ସାହର ସହ ପାଳିତ

Spread the love

Spread the loveଭୁବନେଶ୍ବର : ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଶାସ୍ତ୍ର ଅନୁଯାୟୀ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଯନ୍ତ୍ରୀ ଏବଂ ବାସ୍ତୁକାରକ ବୋଲି କୁହାଯାଏ। ଏହି ପୂଜାର ନିତୀ ସୂର୍ଯ୍ୟଦେବତାଙ୍କୁ ଦର୍ଶନ କରି କରାଯାଏ। ମାନ୍ୟତା ଅନୁଯାୟୀ ପୌରାଣିକ କାଳରେ ଦେବତା … Read More

ହାଇକୋର୍ଟରେ ଓସିଏ ନିର୍ବାଚନ ମାମଲା,ସତ୍ୟପାଠ ଦାଖଲ

Spread the love

Spread the loveକଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ ) କର୍ମକର୍ତ୍ତା ନିର୍ବାଚନ ବିଳମ୍ବକୁ ନେଇ ଦାୟର ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଛି।ଓସିଏ କର୍ମକର୍ତ୍ତାଙ୍କ ନିର୍ବାଚନ … Read More

ଆମେରିକାରେ ହାଇଦ୍ରାବାଦ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ; ମାତ୍ର ୧୭ ଦିନ ପୂର୍ବରୁ ହୋଇଥିଲା ବିବାହ

Spread the love

Spread the loveନୂଆଦିଲ୍ଲୀ: ଆମେରିକାରେ ରହୁଥିବା ନିଜ ଘରେ ସନ୍ଦେହଜନକ ଅବସ୍ଥାରେ ହାଇଦ୍ରାବାଦର ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ପରିଚୟ ମହମ୍ମଦ ଜବେର୍‌ ହୁସେନ୍‌ ଭାବେ କରାଯାଇଛି। ୨୮ ବର୍ଷୀୟ ହୁସେନ୍‌ଙ୍କର ୧୭ ଦିନ ତଳେ ବିବାହ ହୋଇଥିଲା। … Read More

ସିବିଏସ୍ଇ ତ୍ରି-ଭାଷା ନୀତି: ଷଷ୍ଠ ଶ୍ରେଣୀ ଶିକ୍ଷାର୍ଥୀଙ୍କୁ ବିକଳ୍ପ ସୁଯୋଗ ଦେବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

Spread the love

Spread the loveନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାରା ପ୍ରଣୀତ ”ତ୍ରି-ଭାଷା ନୀତି” (ଥ୍ରୀ-ଲାଙ୍ଗୁଏଜ୍ ପଲିସି) ଲାଗୁ କରିବା ନେଇ ଗୁରୁବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଚଳିତ ଶିକ୍ଷାବର୍ଷରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ … Read More

୭୬ ବର୍ଷରେ ପାଦ ଥାପିଲେ ପ୍ରଧାନମନ୍ତ୍ରୀ ମୋଦୀ: ନା ଅଛି ନିଜର ଘର ନା ଗାଡ଼ି, ଜାଣନ୍ତୁ କେତେ ତାଙ୍କର ମୋଟ ସମ୍ପତ୍ତି

Spread the love

Spread the loveନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ଆର୍ଥିକ ସ୍ଥିତି, ବ୍ୟାଙ୍କ ଜମା ଓ ସମ୍ପତ୍ତିକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ନିର୍ବାଚନ ସମୟରେ … Read More

ଟାଟାରେ ଚନ୍ଦ୍ର‌ଶେଖରନଙ୍କୁ ଆଉ ୫ ବର୍ଷ ନିଯୁକ୍ତି

Spread the love

Spread the loveମୁମ୍ବାଇ: ତୃତୀୟ ପାଳିକୁ ଅପେକ୍ଷା ବହୁଦିନ ଅପେକ୍ଷା କରି ନିକଟରେ ଇସ୍ତଫା ଦେଇଥିବା ଏନ ଚନ୍ଦ୍ରଶେଖରନଙ୍କୁ ଟାଟା ସନ୍ସ ପକ୍ଷରୁ ଅଧ୍ୟକ୍ଷ ଭାବେ ପୁନଃନିଯୁକ୍ତି ଦିଆଯାଇଛି। ଷ୍ଟକ୍‌ ବଜାରରେ ପ୍ରବେଶ କରିବାକୁ ଟାଟା ଉପରେ ଚାପ ପଡ଼ୁଥିବା ଭଳି … Read More

ମୋଦୀଙ୍କ ଜନ୍ମଦିନରେ ଜଳିଲା ୭୬ ହଜାର ଦୀପ

Spread the love

Spread the loveଅହମ୍ମଦାବାଦ: ଅହମ୍ମଦାବାଦରେ ମଧ୍ୟରାତ୍ରିରେ ଏକାସାଙ୍ଗରେ ୭୬ ହଜାର ଦୀପ ଜଳାଯାଇଛି । ଏହି ସମୟରେ ମା’ ଉମିୟାଙ୍କ ମଧ୍ୟ ମହାଆଳତି ଚାଲିଥିଲା। ହଜାର ହଜାର ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁସ୍ଥତା ଓ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରିଥିଲେ। … Read More

ଓଡ଼ିଶା ଡିଜିପି ଚୟନ ମାମଲା: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଲେ ଆଡଭୋକେଟ୍ ଜେନେରାଲ୍, ପରବର୍ତ୍ତୀ ଶୁଣାଣି ୨୨ରେ

Spread the love

Spread the loveଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ଓ ନିଯୁକ୍ତିକୁ ନେଇ ମାମଲା ସୁପ୍ରିମକୋର୍ଟରେ ଥିବା ବେଳେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷ ରଖିଛନ୍ତି। ସେ ଦର୍ଶାଇଛନ୍ତି ଯେ ପୁଲିସ ମହାନିର୍ଦ୍ଦେଶକ … Read More

୨.୨୦ କୋଟି ଟଙ୍କାର ପୁରସ୍କାର ଘୋଷିତ ମାଓବାଦୀ ଅସୀମ ମଣ୍ଡଳଙ୍କ ଆତ୍ମସମର୍ପଣ

Spread the love

Spread the loveବିଶ୍ରା : ଝାଡ଼ଖଣ୍ଡରେ ମାଓବାଦୀ ବିରୋଧୀ ଅଭିଯାନ ଜୋରଦାର ହେବା ପରେ ମାଓବାଦୀ ସଂଗଠନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଝାଡ଼ଖଣ୍ଡର ଏକମାତ୍ର ଏକ କୋଟି ଟଙ୍କାର ପୁରସ୍କାର ଘୋଷିତ ମାଓବାଦୀ ଅସୀମ ମଣ୍ଡଳ ଓରଫ ଆକାଶ, … Read More

ଯୁବବର୍ଗଙ୍କୁ ବ୍ୟାପକ ଭାବେ ସମାଜସେବା ଓ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Spread the love

Spread the loveଭୁବନେଶ୍ୱର: “ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ ଏବଂ ଏହା କୌଣସି କାରଖାନାରେ ତିଆରି ହୋଇପାରିବ … Read More