ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ୱାମୀ

Spread the love

Spread the loveଭୁବନେଶ୍ୱର: ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅନ୍ତର୍ଗତ ବ୍ରିଟ୍ କଲୋନୀ ସ୍ଥିତ ଏକ ଘରେ ବୁଧବାର ସନ୍ଧ୍ୟାରେ ଘରୋଇ କଳହରୁ ହତ୍ୟାକାଣ୍ଡ ଘଟିଛି। ଜଣେ ୩୨ ବର୍ଷୀୟ ବ୍ୟକ୍ତି ନିଜର ୨୬ ବର୍ଷୀୟା ପତ୍ନୀଙ୍କୁ ଏକ ‘ତାୱା’ରେ ପିଟି ପିଟି … Read More

ମଙ୍ଗଳବାରକୁ ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ପରବର୍ତ୍ତୀ ଶୁଣାଣି

Spread the love

Spread the loveନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ମାମଲାର ଶୁଣାଣି । ଆଜି ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ରାଜ୍ୟ ସରକାର। ଦୀର୍ଘ ୧ ଘଣ୍ଟା ୪୦ ମିନିଟ୍ ଧରି ଚାଲିଥିବା ଏହି ଶୁଣାଣି ସମୟରେ ରାଜ୍ୟ ସରକାର ଓ … Read More

ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ଭୂସ୍ଖଳନ

Spread the love

Spread the loveମାଲକାନଗିରି: ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରିରେ ଭୂସ୍ଖଳନ । ବାୟାପଡ଼ା ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଘାଟିରୁ ମାଟି ଅତଡା ଖସିବାରୁ ୧୮ଟି ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାସ୍ତା ଉପରେ ମାଟି ପଡ଼ି ଯାତାୟାତ ପ୍ରଭାବିତ … Read More

ଲଗାଣ ବର୍ଷା: ସତର୍କ ସଙ୍କେତ ଅତିକ୍ରମ କଲା ଜଳକା ଜଳସ୍ତର

Spread the love

Spread the loveଜଳେଶ୍ୱର: ଲଗାଣ ବର୍ଷା ଯୋଗୁଁ ସତର୍କ ସଙ୍କେତ ଅତିକ୍ରମ କରି ବଢୁଛି ଜଳକା ନଦୀର ଜଳସ୍ତର। ନଦୀର ଉପରମୁଣ୍ତ ମୟୁରଭଞ୍ଜରେ ପ୍ରବଳ ବର୍ଷା । ଜଳକା ନଦୀ ଅବବାହିକା ବସ୍ତା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବଢୁଛି ନଦୀ ଜଳସ୍ତର … Read More

ଟଳିଲା ବାତ୍ୟା, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ…

Spread the love

Spread the loveଭୁବନେଶ୍ବର: ଟଳିଗଲା ବାତ୍ୟା! କନ୍ଦାଉଛି ବର୍ଷା ବିତ୍ପାତ…ତୁହାକୁ ତୁହା ବର୍ଷୁଛି; କେଉଁଠି ଭାଙ୍ଗିଲାଣି ଘର, ଆଉ କେଉଁଠି ବଡ ଗଛ, ରାସ୍ତା ଉପରେ ଚାଲୁଛି ପାଣି…ଓଡ଼ିଶାରେ ଗଭୀର ଅବପାତର ପ୍ରଭାବ। ଲଗାଣ ବର୍ଷା ସାଙ୍ଗକୁ ତୀବ୍ର ପବନ ଯୋଗୁଁ … Read More

ମଣିପୁରରେ ହିଂସା: ଲାଇନ୍‌ମ୍ୟାନ୍‌ଙ୍କୁ ଗୁଳି କରି ହତ୍ୟା, ୨୪ ଘର ଜାଳି ଦେଲେ

Spread the love

Spread the loveଇମ୍ଫାଲ: ମଣିପୁରରେ ହିଂସା ଅତି ଉଗ୍ର ରୂପ ନେଲାଣି। ଗତ କିଛି ଦିନ ଧରି ରାଜ୍ୟରେ ହିଂସା  ତେଜିଛି ଏବଂ ଏଥିଯୋଗୁ ଅନେକ ଲୋକଙ୍କର ମୃତ୍ୟୁ ହେଲାଣି। ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାରେ ଆଜି ଜଣେ ଘରୋଇ ଲାଇନ୍‌ମ୍ୟାନ୍‌ଙ୍କୁ କିଛି ସଶସ୍ତ୍ର … Read More

ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଗିରଫ କର, ପଶ୍ଚିମବଙ୍ଗରେ ହେଉ ସାନି ନିର୍ବାଚନ: ମମତା ବାନାର୍ଜୀ

Spread the love

Spread the love କୋଲକତା: ଏସ୍‌ଆଇଆର୍ ପାଇଁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ଅନ୍ୟ ୨ ନିର୍ବାଚନ କମିଶନରଙ୍କ ଅସହମତି ଓ ଅସନ୍ତୋଷ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିରୋଧୀ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି । … Read More

ୟୁଏଇରେ ସୁଟ୍‌କେସ୍‌ରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର, ଥାନାର ଦ୍ୱାରସ୍ଥ ହେଲେ ସାନଭାଇ

Spread the love

Spread the love ନୂଆଦିଲ୍ଲୀ: ବଡ଼ଭାଇ ଚାକିରି କରିଥିଲେ ସୁଦୂର ସାରଜାହାରେ । ପାଖରେ ଥିଲେ ସ୍ତ୍ରୀ ଓ ପୁଅ । ଭାରତରେ ଥିବା ସାନଭାଇ, ବଡ଼ଭାଇଙ୍କ ସହ ଫୋନ୍‌ରେ ଢେର କଥା ହେଉଥିଲେ । ହସଖୁସିରେ ଉଭୟ ପରିବାର ଚଳୁଥିଲେ … Read More

ପିଏମ୍ ମୋଦୀଙ୍କ ଅଧ୍ୟକ୍ଷତାରେ ଦୁଇ ଦିନିଆ ଚିନ୍ତନ ଶିବିର ଆରମ୍ଭ

Spread the love

Spread the loveନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରୀୟ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଦୁଇଦିନିଆ ଚିନ୍ତନ ଶିବିର ବୁଧବାରଠାରୁ ଆରମ୍ଭ ହୋଇଛି। ନୂଆଦିଲ୍ଲୀର ସେବା ତୀର୍ଥଠାରେ ଚାଲିଥିବା ଏହି ବୈଠକ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ। ଏଥିରେ ସରକାରଙ୍କ ଚାଲୁଥିବା କାର୍ଯ୍ୟର ସମୀକ୍ଷା … Read More

ରୁଷରୁ ତେଲ ଆମଦାନି ବନ୍ଦ ହେବନି: ସୀତାରମଣ

Spread the love

Spread the loveନୂଆଦିଲ୍ଲୀ: ରୁଷରୁ ଅଶୋଧିତ ତେଲ କିଣିବା ନେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ନିଜର ଆବଶ୍ୟକତା ଓ ଆର୍ଥିକ ସ୍ୱାର୍ଥକୁ ପ୍ରାଥମିକତା ଦିଆଯିବ। ଯେଉଁଠାରୁ ତେଲ ଉପଲବ୍ଧ ହେବ ଓ ଅର୍ଥନୈତିକ … Read More