ଲୋକସଭାରେ ପାରିତ ହେଲା ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬

Spread the love

Spread the loveନୂଆଦିଲ୍ଲୀ : ଲୋକସଭାରେ ହଙ୍ଗାମା ମଧ୍ୟରେ ଆଣ୍ଟି ପେପର ଲିକ୍ ସଂଶୋଧନ ବିଲ୍ ୨୦୨୬ ପାରିତ ହୋଇଛି । ଏବେ ଆଲୋଚନା ଲାଗି ବିଲ୍ କୁ ରାଜ୍ୟସଭାରେ ଉପସ୍ଥାପନ କରାଯିବ। ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ବିଲ୍ କୁ ଗୃହର … Read More

କୋଇଲା ବ୍ଲକ ଆବଣ୍ଟନ ମାମଲା, ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କ୍ଲିନ୍ ଚିଟ୍

Spread the love

Spread the loveନୂଆଦିଲ୍ଲୀ : ବହୁଚର୍ଚ୍ଚିତ କୋଇଲା ବ୍ଲକ୍ ଆବଣ୍ଟନ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଆଶ୍ବସ୍ତି ମିଳିଛି । ତାଙ୍କ ବିରୋଧରେ ଚାଲୁଥିବା ଆପରାଧିକ ମାମଲାକୁ ବୁଧବାର ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି । ସିବିଆଇ ଦାଖଲ କରିଥିବା କ୍ଲୋଜର ରିପୋର୍ଟକୁ … Read More

ବ୍ଲାକ୍ ସିରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ, ଜାହାଜରେ ଫସିଛନ୍ତି ୧୩ ଭାରତୀୟ ନାବିକ

Spread the love

Spread the loveନୂଆଦିଲ୍ଲୀ : ୟୁକ୍ରେନର ଚୋର୍ନୋମୋର୍ସ୍କ ବନ୍ଦରରେ ଏକ ମାଲବାହୀ ଜାହାଜରେ ୧୩ ଜଣ ଭାରତୀୟ ନାବିକ ଫସି ରହିଛନ୍ତି । ରୁଷ୍-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ବ୍ଲାକ୍ ସି ରେ ଚାଲିଥିବା ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ କର୍ମଚାରୀଙ୍କ ଜୀବନ … Read More

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ : ଭୂସ୍ଖଳନ ଯୋଗୁଁ ୧୧୧ଟି ରାସ୍ତା ବନ୍ଦ, ଯାତ୍ରୀଙ୍କୁ ସତର୍କ ରହିବାକୁ ଅପିଲ୍

Spread the love

Spread the loveଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ହେଉଥିବା ଲଗାଣ ବର୍ଷା ଜନଜୀବନକୁ ବେଶ୍ ପ୍ରଭାବିତ କରିଛି । ପାଣିପାଗ ବିଭାଗ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ୨୯ … Read More

ରାଜ୍ୟସଭାରେ ‘ବନ୍ଦେ ମାତରମ୍’ ସୁରକ୍ଷା ସଂଶୋଧନ ବିଲ୍ ପାରିତ; ଅପମାନ କଲେ କଠୋର ଦଣ୍ଡବିଧାନ

Spread the love

Spread the loveନୂଆଦିଲ୍ଲୀ:’ବନ୍ଦେ ମାତରମ୍’କୁ ମିଳିବ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଭଳି ଆଇନଗତ ସୁରକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଆଗତ ‘ପ୍ରିଭେନ୍ସନ ଅଫ୍ ଇନସଲ୍ଟ୍ସ ଟୁ ନ୍ୟାସନାଲ୍ ଅନର୍ (ସଂଶୋଧନ) ବିଲ୍–୨୦୨୬’ ବୁଧବାର ରାଜ୍ୟସଭାରେ ପାରିତ ହୋଇଛି।ବିଲ୍ ପାସ୍ … Read More

ଜାପାନରେ ୭.୧ ତୀବ୍ରତାର ଭୂକମ୍ପ : ୧୮ ମୃତ, ଉଦ୍ଧାର କାର୍ଯ୍ୟ ଜାରି

Spread the love

Spread the loveକୁମାମୋତୋ : ଶକ୍ତିଶାଳୀ ଭୂକମ୍ପରେ ଥରି ଉଠିଛି ଦକ୍ଷିଣ-ପଶ୍ଚିମ ଜାପାନ । ୭.୧ ତୀବ୍ରତାର ଏହି ଭୂକମ୍ପ ପରେ କୁମାମୋତୋ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାଏଁ ଅତି କମ୍‌ରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ ଜଣ … Read More

ବନ୍ୟା ମୁକାବିଲା ପାଇଁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଅଗ୍ନିଶମ ବିଭାଗର ୬୦ ଟିମ୍ ନିୟୋଜିତ

Spread the love

Spread the love ଭୁବନେଶ୍ୱର : ରାଜ୍ୟର ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୬୦ଟି ସ୍ୱତନ୍ତ୍ର ଟିମ୍‌କୁ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଏହି ଟିମ୍‌ଗୁଡ଼ିକ ଉଦ୍ଧାର … Read More

୧୯୮ ଅଧିକାରୀଙ୍କ ବଦଳି, ଅଗଷ୍ଟ ପହିଲା ସୁଦ୍ଧା କାର୍ଯ୍ୟରେ ଯୋଗ ନ ଦେଲେ ଦରମା ବନ୍ଦ

Spread the love

Spread the love ଭୁବନେଶ୍ବର: ଓଡ଼ିଶା ଟିକସ ଓ ଆକାଉଣ୍ଟ ସେବା (ଓଟିଆଣ୍ଡଏଏସ୍‌) କ୍ୟାଡର୍‌ରେ ୧୯୮ ଅଧିକାରୀଙ୍କ ବଦଳି କରାଯାଇଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିକାରୀମାନେ ବିଭିନ୍ନ ଜିଲାରେ ବ୍ଲକ୍ ଫାଇନାନ୍ସ ଅଫିସର୍‌, ସିଟି … Read More

’ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ଉପରେ ଲାଗିବନି ରୋକ, ଆସିଲା ସୁପ୍ରିମ ରାୟ

Spread the love

Spread the loveଭୁବନେଶ୍ୱର : ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଫିଲ୍ମ ଉପରେ ରୋକ ଲାଗିବନି । ‘ମହାପ୍ରଭୁ ଜଗନ୍ନାଥ’ ଆନିମେଟେଡ୍ ଚଳଚ୍ଚିତ୍ରର ମୁକ୍ତି ଉପରେ ରୋକ ଲଗାଇବାକୁ ଦାଖଲ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ବିଚାରପତି ବି.ଭି. ନାଗରତ୍ନା ଓ … Read More

ବନ୍ୟା ମୁକାବିଲା ପାଇଁ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ, ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ

Spread the love

Spread the loveଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତି, ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ନିର୍ଦ୍ଦେଶକ ଓ ସିଡ଼ିଏମଓମାନଙ୍କ ସହିତ ସମୀକ୍ଷା ବୈଠକ କରାଯାଇଛି । ଭିସି ମାଧ୍ୟମରେ ସମସ୍ତ ଅଧିକାରୀମାନେ ଯୋଡ଼ି ହୋଇଥିଲେ । … Read More