ରାଜ୍ୟର ସମସ୍ତ ବିଦ୍ୟାଳୟରେ ବାଧ୍ୟତାମୂଳକ ସୁରକ୍ଷା ଅଡିଟ୍‌

Spread the love

Spread the loveଭୁବନେଶ୍ୱର: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରାଥମିକତା ଦେଇଛି ଶିକ୍ଷା ବିଭାଗ। ଶିକ୍ଷାନୁଷ୍ଠାନରେ ସୁରକ୍ଷା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଯେପରିକି ବାଧ୍ୟତାମୂଳକ ସୁରକ୍ଷା ଅଡିଟ୍, ‘ଶକ୍ତିଶ୍ରୀ’ ବ୍ୟବସ୍ଥା, ଏବଂ ଆଭ୍ୟନ୍ତରୀଣ ଅଭିଯୋଗ … Read More

ମଝି ସମୁଦ୍ରରେ ଜଳିଗଲା ଫେରୀ, ୫ ମୃତ, ୪୧ ନିଖୋଜ

Spread the love

Spread the love ନୂଆଦିଲ୍ଲୀ : ମଝି ସମୁଦ୍ରରେ ଜଳିଗଲା ଯାତ୍ରୀବାହୀ ଫେରୀ, ୫ ମୃତ, ୪୧ ନିଖୋଜ । ଇଣ୍ଡୋନେସିଆ ମାଦୁରା ଦ୍ବୀପ ନିକଟରେ ଘଟିଛି ଏ ବଡ଼ ଧରଣର ଅଘଟଣ । ଫେରୀରେ ନିଆଁ ଲାଗିଯିବାରୁ ୫ ଜଣଙ୍କର ମୃତ୍ୟୁ … Read More

କେରଳରେ ବନ୍ୟା, ୬ମୃତ ଓ ୬ ନିଖୋଜ

Spread the love

Spread the loveକେରଳ: ପ୍ରବଳ ବର୍ଷା କେରଳର ପରିସ୍ଥିତିକୁ ଆହୁରି ଖରାପ କରିଛି। ସାରା ରାଜ୍ୟରେ ମୋଟ ୬୫ଟି ରିଲିଫ୍ ଶିବିର ଖୋଲାଯାଇଛି । ଯେଉଁଥିରେ ୧୪୬୫ ଜଣଙ୍କୁ ଆଶ୍ରୟ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ୍ ରାଜସ୍ୱ ମନ୍ତ୍ରୀ ଏବଂ … Read More

ପ୍ରଧାନମନ୍ତ୍ରୀଙ୍କ ନିଶା ମୁକ୍ତଯୁବ ଅଭିଯାନ ଆରମ୍ଭ, ସାମିଲ ହେବେ ୧ କୋଟିରୁ ଅଧିକ ଯୁବକ

Spread the love

Spread the loveନୂଆଦିଲ୍ଲୀ: ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆଜି ନିଶାମୁକ୍ତ ଯୁବ ଅଭିଯାନ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ବର ୨୮ ହଜାରରୁ ଅଧିକ ସ୍ଥାନରୁ ୧କୋଟିରୁ ଅଧିକ ଯୁବକ ସାମିଲ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ … Read More

ସପିଂ ସେଣ୍ଟରରେ ଆଖିବୁଜା ଗୁଳିକାଣ୍ଡ, ୩ ମୃତ

Spread the love

Spread the loveଆମେରିକା: ଆମେରିକାରେ ଲଗାତାର ଭାବେ ଗୁଳିକାଣ୍ଡ ଘଟଣା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ତାଜା ଘଟଣା ଆଇଡାହୋର ଟ୍ବିନ୍ ଫଲ୍ସରେ ଦେଖିବାକୁ ମିଳିଛି । ଶନିବାର ଦ୍ବିପ୍ରହରରେ ଏକ ସପିଂ ଅଞ୍ଚଳରେ ଆଖିବୁଜା ଫାୟାରିଂ ହୋଇଥିବା ସୂଚନା ମିଳିଛି … Read More

ପେରୁରେ ବିମାନ ଦୁର୍ଘଟଣା : ୧୩ ମୃତ

Spread the love

Spread the loveନୂଆଦିଲ୍ଲୀ : ଶନିବାର ଦିନ ପେରୁରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଫଳରେ ବିଶ୍ୱ ପ୍ରସିଦ୍ଧ ନାଜକା ଲାଇନ୍ସକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ କ୍ଷେତରେ ଖସିପଡ଼ିଛି । … Read More

ଏଥର ଗୋଟିଏ ପର୍ଯ୍ୟାୟରେ ହେବ ନିଟ୍‌ ପିଜି-୨୦୨୬ ପରୀକ୍ଷା

Spread the love

Spread the loveନୂଆଦିଲ୍ଲୀ: ନିଟ୍ ପିଜି-୨୦୨୬ ପରୀକ୍ଷାକୁ ସ୍ବଚ୍ଛ, ନିରପେକ୍ଷ ଓ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧାଜନକ କରିବା ନିମନ୍ତେ କେନ୍ଦ୍ର ସରକାର ବ୍ୟାପକ ପରିବର୍ତ୍ତନ କରିଛନ୍ତି। ଅଗଷ୍ଟ ୩୦ ତାରିଖ ରବିବାର ସକାଳ ୯ଟାରୁ ଅପରାହ୍ଣ ୧୨ଟା ୩୦ ପର୍ଯ୍ୟନ୍ତ ସାରା ଦେଶରେ … Read More

କାବେରୀ ଜଳ ବିବାଦ: ଫସଲକୁ ବଞ୍ଚାଇବା ପାଇଁ ବାଲିରେ ନିଜକୁ ପୋତି ପ୍ରତିବାଦ କଲେ ଚାଷୀ

Spread the love

Spread the loveଚେନ୍ନାଇ: ତାମିଲନାଡୁର ତ୍ରିଚିର ଚାଷୀମାନେ କୃଷି ପାଇଁ ପାଣି ଦାବି କରି କାବେରୀ ନଦୀର ବାଲିରେ ନିଜକୁ ପୋତି ଦେଇ ଏକ ନିଆରା ପ୍ରତିବାଦ କରିଛନ୍ତି। ମେଟୁର ଡ୍ୟାମ୍ ଖୋଲିବାରେ ବିଳମ୍ବ ଏବଂ କୁରୁଭଇ ଧାନ ଚାଷକୁ ପ୍ରଭାବିତ କରୁଥିବା ଜଳ … Read More

ବେଆଇନ ନିଶା କାରବାର: ୪୫୩ ଇଞ୍ଜେକ୍ସନ୍ ଜବତ, ୪ ଗିରଫ

Spread the love

Spread the love  କୋରାପୁଟ : କୋରାପୁଟରେ ନିଶା ରାକେଟ୍ ର ନୂଆ ଠିକଣା। ୪୫୩ ନିଶା ଇଞ୍ଜେକ୍ସନ୍ ଜବତ, ୪ ଜଣ ଗିରଫ। ସେମିଳିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା। ଗେରୁଗୁଡ଼ା ସ୍ଥିତ ଭୈରବୀ ମନ୍ଦିର ନିକଟରେ ବେଆଇନ ଭାବେ ନିଶା … Read More

ଆସୁଛନ୍ତି ରାଷ୍ଟ୍ରପତି, ଆକ୍ସନ୍ ମୋଡ୍ ରେ କମିଶନରେଟ୍ ପୋଲିସ

Spread the love

Spread the love ଭୁବନେଶ୍ୱର :ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଆକ୍ସନ୍ ମୋଡ୍ ରେ କମିଶନରେଟ୍ ପୋଲିସ। ଏୟାରପୋର୍ଟଠାରୁ ଆରମ୍ଭ ହୋଇଛି କାରକେଡ୍ ରିହର୍ସାଲ୍। ଅଗଷ୍ଟ ୩ରୁ ୫ ତାରିଖ ଯାଏଁ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ଭୁବନେଶ୍ୱର ଓ କଟକରେ … Read More