ଗୁରୁଦ୍ୱାରରେ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ବାଦଲଙ୍କୁ ଆକ୍ରମଣ

Spread the love

Spread the loveମହାରାଷ୍ଟ୍ର : ମହାରାଷ୍ଟ୍ର ନାନ୍ଦେଡ଼ରେ ଶିରୋମଣି ଅକାଳୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ହୋଇଛି । ନାନ୍ଦେଡ଼ସ୍ଥିତ ଗୁରୁଦ୍ୱାର ମାତା ସାହିବ କୌରକୁ ଦର୍ଶନ କରିବାକୁ ଯାଇଥିବା ବେଳେ … Read More

ଲଦାଖରେ ଭୂକମ୍ପ, ତୀବ୍ରତା ୫.୫

Spread the love

Spread the loveଲଦାଖ : ଆଜି ସକାଳେ ଲଦାଖର ଲେହରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ତୀବ୍ରତା ୫.୫ ଥିବା ଜଣାପଡିଛି । ଫଳରେ ଲୋକ ଭୟରେ ଘରୁ ବାହାରକୁ ଦୌଡି ଆସିଥିଲେ । ସୂଚନାନୁଯାୟୀ, ଆଜି ସକାଳ ପ୍ରାୟ … Read More

ବନ୍ଦେ ମାତରମ ଗାନ ସହ ସରିଲା ଲୋକସଭାର ମୌସୁମୀ ଅଧିବେଶନ

Spread the love

Spread the loveନୂଆଦିଲ୍ଲୀ: NEET ପରୀକ୍ଷା ବିରୋଧରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସଂସଦରେ ଜାରି ଅଚଳାବସ୍ଥା ମଧ୍ୟରେ ଗୁରୁବାର ଦିନ ମୌସୁମୀ ଅଧିବେଶନର ଶେଷ ଦିନ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଅଧିବେଶନଟି … Read More

ଟ୍ରମ୍ପ ଇରାନର ସର୍ତ୍ତ ନ ମାନିବା ଯାଏ ବନ୍ଦ ରହିବ ଷ୍ଟ୍ରେଟ ଅଫ ହର୍ମୁଜ

Spread the love

Spread the loveନୂଆଦିଲ୍ଲୀ: ଯେପର୍ଯ୍ୟନ୍ତ ଆମେରିକା ତା’ର ଆଚରଣ ପରିବର୍ତ୍ତନ କରି ଯୁଦ୍ଧ ସମାପ୍ତ କରିବା ପାଇଁ ଇରାନର ସର୍ତ୍ତଗୁଡ଼ିକୁ ଗ୍ରହଣ କରିନାହିଁ, ସେପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀ ବନ୍ଦ ରହିବ। ଏଭଳି କହିଛନ୍ତି ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ନବନିଯୁକ୍ତ … Read More

ଭୁବନେଶ୍ବରରେ ନିର୍ମାଣ ହେବ ‘ସମର୍ପିତ ବସ୍‌ ପଥ’

Spread the love

Spread the loveଭୁବନେଶ୍ୱର: ଭୁବନେଶ୍ବରରେ ନିର୍ମାଣ ହେବ ’ସମର୍ପିତ ବସ୍‌ ପଥ’ (ଡେଡିକେଟେଡ୍‌ ବସ୍‌ ଲେନ୍‌)। ଏହି ଲେନ୍‌ରେ ସାଧାରଣ ବସ୍ ସହ ସ୍କୁଲ୍ ବସ୍ ଏବଂ ଆମ୍ବୁଲାନ୍‌ସ ଆଦି ଜରୁରୀକାଳୀନ/ଅତ୍ୟାବଶ୍ୟକ ସେବା ଯାନବାହନକୁ ପ୍ରାଥମିକତା ଦିଆଯିବ। ଗୃହ ନିର୍ମାଣ ଏବଂ … Read More

ଲଗାଣ ବର୍ଷାରେ ଧୋଇଗଲା ପୋଲ, ରାସଗୋବିନ୍ଦପୁର- ଅମର୍ଦ୍ଦାକୁ ଯୋଗାଯୋଗ ବିଚ୍ଛିନ୍ନ

Spread the love

Spread the loveମୋରଡା: ଲଘୁଚାପ ଜନିତ ଲଗାଣ ବର୍ଷା ଗତକାଲି ରାତିଠାରୁ ଜାରି ରହିଛି । ଫଳରେ ମୋରଡା ବ୍ଲକର ବାରିପଦା – ଜଳେଶ୍ୱର ମୁଖ୍ୟ ରାସ୍ତାର ଚିତ୍ରଡା ବନ୍ଧ ଉପରେ ୩ ଫୁଟ ଉପରେ ଜଳ ପ୍ରବାହିତ ଯୋଗୁଁ ଯାତାୟାତ … Read More

ସିମୁଳିଆରୁ ଟିଏମସି ପୂର୍ବତନ ବିଧାୟକ ଗିରଫ, ଆରଜି କର ମେଡିକାଲ ଘଟଣାରେ ସମ୍ପୃକ୍ତି ସନ୍ଦେହ

Spread the love

Spread the loveସୋର : ପଶ୍ଚିମବଙ୍ଗ ଟି.ଏମ.ସିର ପୂର୍ବତନ ବିଧାୟକ ନିର୍ମଳ ଘୋଷ ପଶ୍ଚିମବଙ୍ଗ ଖୋର୍ଦ୍ଧା ପୋଲିସ ଦ୍ୱାରା ସିମୁଳିଆ ଥାନାରେ ଅଟକ। ସୂଚନା ଅନୁଯାୟୀ  ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଥିବା ଏକ ହୋଟେଲରୁ ପଶ୍ଚିମବଙ୍ଗ ଟି.ଏମ.ସିର ପୂର୍ବତନ ବିଧାୟକ … Read More

ଉଦ୍ୟାନ କୃଷି ଅଧିକାରୀଙ୍କ ଉପରେ ବର୍ଷିଲେ ଉପ-ମୁଖ୍ୟମନ୍ତ୍ରୀ, ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

Spread the love

Spread the love ଭୁବନେଶ୍ୱର : ଉଦ୍ୟାନ କୃଷି ଅଧିକାରୀଙ୍କ ଉପରେ ବର୍ଷିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।  ରାଜ୍ୟ ସରକାରଙ୍କୁ ଯଦି ଅନ୍ଧାରରେ ରଖିବେ ତାହେଲେ ଆକସନ ହେବ ।  ରାଜ୍ୟ ସରକାର ରବର୍ ଷ୍ଟାମ୍ପ ନୁହନ୍ତି କି ମୁଁ ରବର … Read More

ସରିଲା ସରପଞ୍ଚ ଚାମେଲୀ ଓଝାଙ୍କ ଅନାସ୍ଥା ଭୋଟିଂ

Spread the love

Spread the love ମହାକାଳପଡ଼ା : ସରିଲା କେନ୍ଦ୍ରାପଡ଼ା ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଚାଲିଥିବା ଅନାସ୍ଥା ଭୋଟିଂ ।  ତିଖିରୀ ପଞ୍ଚାୟତ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିବା ବେଳେ ୨୦ଜଣ ଉପସ୍ଥିତ ଥିବା ବେଳେ ଜଣେ ସ୍ବାସ୍ଥ୍ୟଗତ … Read More

ଖୋଲିଲା କାଳ ଡ୍ୟାମ୍‌ର ୨ ଗେଟ୍, ବିପଦ ସଙ୍କେତ ଉପରେ ଜଳକା

Spread the love

Spread the loveଜଳେଶ୍ୱର : ଉଦଳାରେ ଖୋଲିଲା ଦୁଇ ଗେଟ, ବଢିଲା ବିପଦ । ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ଏବେ ତଳିଆ ଅଞ୍ଚଳ ପାଇଁ ବଢିଲା ବିପଦ । ଖୋଲିଲା କାଳ ଡ୍ୟାମର ଦୁଇଟି ଗେଟ । କାଳ ଡ୍ୟାମର … Read More