ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ

Spread the love

Spread the loveଭୁବନେଶ୍ୱର: ଓଡିଶା ପୋଲିସକୁ ମିଳିଲା ନୂଆ ଡିଜିପି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ପୁଲିସର ଅତିରିକ୍ତ ଡିଜିପି ଦାୟିତ୍ୱ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଶ୍ରୀ ମିଶ୍ର ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି। ୧୯୯୩ ବ୍ୟାଚ୍ IPS ବିନୟତୋଷ ମିଶ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ ଦାୟିତ୍ବ ଓଡିଶା ସରକାରଙ୍କ ପକ୍ଷରୁ ଦିଆଯାଇଛି। ଆସନ୍ତା ୧୬ ତାରିଖରେ … Read More

ଓଡ଼ିଶାର ୧୭ ଜଣଙ୍କୁ ମିଳିବ ପୋଲିସ ସେବା ପୁରସ୍କାର

Spread the love

Spread the loveଭୁବନେଶ୍ୱର : ବିଶିଷ୍ଟ ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା । ଓଡ଼ିଶାର ମୋଟ୍ ୧୭ ଜଣଙ୍କୁ ମିଳିବ ପୋଲିସ ସେବା ପୁରସ୍କାର । ୫ ଜଣଙ୍କୁ ସାହସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ । ୧୦ ଜଣଙ୍କୁ ମିଳିବ … Read More

ଉଡ଼ାଣ ବାତିଲ ପରେ ଭୁବନେଶ୍ୱର ଏୟାରପୋର୍ଟରେ କମ୍ପ୍ୟୁଟର ଓ ସ୍କାନର ଭାଙ୍ଗିଲେ ଯାତ୍ରୀ

Spread the love

Spread the loveଭୁବନେଶ୍ବର: ଏୟାରପୋର୍ଟ ପରିସରରେ ହଙ୍ଗମା। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରେ ଯାତ୍ରୀଙ୍କ ହାଇଡ୍ରାମା। ବିମାନ ବାତିଲ ହେଲା ବୋଲି ରଣକ୍ଷେତ୍ର ପାଲଟିଲା ଏୟାରପୋର୍ଟ। ଏପରିକି କମ୍ପ୍ୟୁଟର ଓ ସ୍କାନର ଭାଙ୍ଗିଦେଲେ। ଷ୍ଟାଫ୍ ଙ୍କୁ ଗାଳି … Read More

ହସ୍ପିଟାଲ ଛାତରୁ ଡେଇଁ ପ୍ରାଣ ହରାଇଲେ ରୋଗୀ

Spread the love

Spread the loveରାଉରକେଲା: ସହରର ଘରୋଇ ହସ୍ପିଟାଲରେ ଘଟିଛି ବଡ଼ ଅଘଟଣ। ୪ ମହଲାରୁ ଜଣେ ରୋଗୀ ଡେଇଁ ପ୍ରାଣ ହରାଇଛନ୍ତି। ମୄତକ ବାଇକ ଦୁର୍ଘଟଣାରେ ଚିକିତ୍ସିତ ହେଉଥିଲେ। ଉକ୍ତ ବ୍ୟକ୍ତି କାହିଁକି ଏଭଳି ଚରମ ନିଷ୍ପତ୍ତି ନେଲେ ତାହାର କାରଣ … Read More

ଲଗାଣ ବର୍ଷା ଯୋଗୁଁ ବଢୁଛି ସାଳନ୍ଦୀ ଓ ଜଳକା ନଦୀର ଜଳସ୍ତର : ଅନେକ ତଳିଆ ଅଞ୍ଚଳ ପ୍ରଭାବିତ

Spread the love

Spread the loveଭଦ୍ରକ: ଲଗାଣ ବର୍ଷା ଯୋଗୁଁ ରାଜ୍ୟର କିଛି ଜିଲ୍ଲାରେ ହଠାତ୍ ‘ଆକସ୍ମିକ ବନ୍ୟା’ ଆସିବାର ଆଶଙ୍କା ଦେଖାଦେଇଛି। ବୃଦ୍ଧି ପାଉଛି ସାଳନ୍ଦୀ ନଦୀର ଜଳସ୍ତର। ସକାଳ ୭ଟା ସୁଦ୍ଧା ସାଳନ୍ଦୀ ନଦୀ ରାଜଘାଟଠାରେ ବିପଦ ସଂକେତ ୧୭ ଫୁଟ … Read More

ବୈତରଣୀରେ ପୁଣି ବନ୍ୟା ଆଶଙ୍କା, ସତର୍କ ରହିବାକୁ ପରାମର୍ଶ

Spread the love

Spread the loveଆଖୁଆପଦା: ରାଜ୍ୟରେ ଜାରି ରହିଛି ବର୍ଷା। ବୈତରଣୀରେ ପୁଣି ବନ୍ୟା ଆଶଙ୍କା। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ୁଛି। ବୈତରଣୀରେ ନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି। ନଦୀର ଉପରମୁଣ୍ଡ ଚମ୍ପୁଆରେ ଗତ … Read More

ଚମୋଲିରେ ଭୁଶୁଡ଼ିଲା ସୁଡ଼ଙ୍ଗ : ୧୩ ଶ୍ରମିକ ଉଦ୍ଧାର, ଫସିରହିଛନ୍ତି ୨୦

Spread the love

Spread the loveଚମୋଲି: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ପିପଲକୋଟିସ୍ଥିତ ଟେହରି ହାଇଡ୍ରୋ ଡେଭଲପମେଣ୍ଟ କର୍ପୋରେସନ୍‌ ଲିମିଟେଡ୍‌ (ଟିଏଚ୍‌ଡିସି) ପ୍ରକଳ୍ପରେ ନିର୍ମାଣାଧୀନ ସୁଡ଼ଙ୍ଗର ଏକ ଅଂଶ ଗୁରୁବାର ଭୁଶୁଡ଼ି ପଡ଼ିଛି। ସୁଡ଼ଙ୍ଗ ଭିତରକୁ ମାଟି ଓ ପାଣି ପଶିଯିବାରୁ ସେଠାରେ କାମ କରୁଥିବା … Read More

ଏୟାର ଇଣ୍ଡିଆର ବଡ଼ ପଦକ୍ଷେପ; ସମସ୍ତ ପାଇଲଟଙ୍କ ହେବ ଡୋପ୍‌ ଟେଷ୍ଟ

Spread the love

Spread the loveନୂଆଦିଲ୍ଲୀ: ଫୁକେଟ୍‌-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନର କ୍ୟାପ୍ଟେନଙ୍କ ଡୋପ୍‌ ଟେଷ୍ଟ ପଜିଟିଭ୍‌ ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ଏଣିକି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ସମସ୍ତ ପାଇଲଟଙ୍କର ବାଧ୍ୟତାମୂଳକ ଡୋପ୍‌ … Read More

ୟୁକ୍ରେନ୍‌ ଉପରେ ରୁଷ୍‌ର କ୍ଷେପଣାସ୍ତ୍ର ମାଡ଼; ୧୨ ମୃତ

Spread the love

Spread the love କିଭ୍‌: ୟୁକ୍ରେନ ଉପରେ ପୁନର୍ବାର ରୁଷ୍‌ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। କିଭ୍ ପ୍ରଶାସନ ତରଫରୁ ମିଳିଥିବା ସୂଚନାନୁଯାୟୀ ମଙ୍ଗଳବାର ରାତିସାରା ହୋଇଥିବା ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ବହୁ ଲୋକ ଆହତ ହୋଇଛନ୍ତି। ଏହି … Read More

ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ସେନାର ପାଟ୍ରୋଲିଂକୁ ଚୀନର ବିରୋଧ

Spread the love

Spread the love ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ସୀମାନ୍ତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଭାରତୀୟ ସେନାକୁ ପେଟ୍ରୋଲିଂ ପଏଣ୍ଟକୁ ଯିବାରେ ଚୀନ ସେନା ବାଧା ଦେଉଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଅରୁଣାଚଳ ପ୍ରଦେଶର ଆଞ୍ଚଳିକ ଦଳ … Read More