ବନ୍ଦେ ମାତରମ ଗାନ ସହ ସରିଲା ଲୋକସଭାର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ: NEET ପରୀକ୍ଷା ବିରୋଧରେ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ସଂସଦରେ ଜାରି ଅଚଳାବସ୍ଥା ମଧ୍ୟରେ ଗୁରୁବାର ଦିନ ମୌସୁମୀ ଅଧିବେଶନର ଶେଷ ଦିନ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଅଧିବେଶନଟି ବନ୍ଦେ ମାତରମ୍ ଗାନ ସହିତ ଆରମ୍ଭ ହୋଇଥିଲା ଏବଂ ତା’ପରେ ବାଚସ୍ପତି ଓମ୍ ବିର୍ଲା ମୁଲତବୀ ଘୋଷଣା କରିଥିଲେ।
