ଓଡ଼ିଶା ବନ୍ଦକୁ ନେଇ ବିଜେଡିର ୟୁ ଟର୍ଣ୍ଣ, ଆନ୍ଦୋଳନରେ ଦଳ ସାମିଲ ହେବନି କହିଲେ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ
ଭୁବନେଶ୍ଵର: ବିଜେଡିର ୟୁ ଟର୍ଣ୍ଣ। ଅଧା ଘଣ୍ଟା ତଳେ ଦଳ କହିଲା ଆମେ ଆସନ୍ତାକାଲି ଇଣ୍ଡି ମେଣ୍ଟ ଦ୍ଵାରା ଆହୂତ ଓଡ଼ିଶା ବନ୍ଦକୁ ସମର୍ଥନ ଦେବୁ। ହେଲେ ଏବେ ଦଳ ସ୍ପଷ୍ଟ କରିଛି ଯେ, ଓଡ଼ିଶା ବନ୍ଦ ଆନ୍ଦୋଳନକୁ ଦଳ ସମର୍ଥନ ଦେବ … Read More
