ଭୁବନେଶ୍ବର: ନୂଆଁଖାଇ ପାଇଁ ଘରକୁ ଯାଉଥିଲେ । ବାଟରେ ଛକିଥିଲା ଯମ । ମର୍ମନ୍ତୁଦ ଦୁର୍ଘଟଣାରେ ମାଆ-ପୁଅ ମୃତ । ବାପା ଗୁରୁତର । ସମ୍ବଲପୁର ଠେଲକୋଲୋଇ ଥାନା ଖିଣ୍ଡାରେ ଭୟଙ୍କର ଦୁର୍ଘଟଣା । ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ … Read More

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ: ବାପା ମୃତ, ଅଳ୍ପକେ ବର୍ତ୍ତିଲେ ପୁଅ

ରାଉରକେଲା: ରାଉରକେଲାରେ ବନ୍ଦ ଘରେ ଶୋଇଥିବାବେଳେ ନିଆଁ ଲାଗି ବାପାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ପୁଅ ।  ବନ୍ଦ ଘରେ ଶୋଇଥିବାବେଳେ ନିଆଁରେ ପୋଡ଼ି ହୋଇ ୬୦ ବର୍ଷୀୟ ଜିତେନ୍ଦ୍ର ସାହାଙ୍କର ମୃତ୍ୟୁ ହୋଇଛି ।  ଅନ୍ୟ ଏକ ଘରେ ପୁଅ ରୋହିତ … Read More

ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ, ସ୍ୱାସ୍ଥ୍ୟ ଉପରେ ନଜର ରଖିଛି ସ୍ୱତନ୍ତ୍ର ଟିମ

ଭୁବନେଶ୍ୱର : ପୁଣି ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ । ନନ୍ଦନକାନନରେ ଜଣେ ଓରାଙ୍ଗଉଟାନକୁ ଜ୍ୱର । ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣକୁ ଜ୍ୱର । ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ୍ । ଅସୁସ୍ଥ ଓରାଙ୍ଗଉଟାନର ସ୍ୱାସ୍ଥ୍ୟ ଉପରେ … Read More

ଗେଙ୍ଗୁଟି ନଦୀରେ ବୁଡ଼ି ଦମ୍ପତି ନିଖୋଜ

ଯାଜପୁର: ନଦୀରେ ବୁଡ଼ି ଦମ୍ପତି ନିଖୋଜ । ଯାଜପୁର ବାଲିଚନ୍ଦ୍ରପୁର ଥାନା ଗେଙ୍ଗୁଟି ନଦୀ ବାଲିଘାଟରେ ଅଘଟଣ । ସୂଚନା ଅନୁଯାୟୀ ବାଲିକୁଦା ଗାଁର ସୁଧାକର ଓଝା ଓ ସୁଲୋଚନା ଓଝା ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଆଉ ଘରକୁ ଫେରି … Read More

କଟକରୁ ଅପହୃତ ବ୍ୟାଙ୍କ ଅଧିକାରୀ ବାଲେଶ୍ୱରରୁ ଉଦ୍ଧାର, ୨ ଗିରଫ

କଟକ: କଟକରୁ ଅପହୃତ, ବାଲେଶ୍ୱରରୁ ଉଦ୍ଧାର । ବ୍ୟାଙ୍କ ଅଧିକାରୀଙ୍କ ଅପହରଣ ଘଟଣାରେ ମଧୁପାଟଣା ପୋଲିସକୁ ସଫଳତା । ବାଲେଶ୍ୱର ଜିଲ୍ଲାର ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଦୁଇ ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗମ୍ଭାରୀର … Read More

କାକଟପୁର-ବାଉରୀଆକଣ ରାସ୍ତାରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ପୁରୀ ଜିଲ୍ଲା କାକଟପୁର ଥାନା କାକଟପୁର-ବାଉରୀଆକଣ ରାସ୍ତାରେ ଘରକୁ ଫେରୁଥିବା ବେଳେ ଦମ୍ପତିଙ୍କୁ ମାରଣାସ୍ତ୍ରରେ ଆକ୍ରମଣ । ରାସ୍ତାରେ ପୂର୍ବରୁ ଲୁଚି ରହିଥିବା ଦୁବୃତ୍ତ ପନିକିରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଅସ୍ତରଙ୍ଗ ଥାନା ଓସିଆଁ ଗାଁର ଲିଟୁ ମହାନ୍ତି ଓ … Read More

୨୨ରେ ଆଉ ଏକ ଲଘୁଚାପ, ରାଜ୍ୟରେ ବଢ଼ିବ ବର୍ଷାର ପ୍ରକୋପ

ଭୁବନେଶ୍ୱର : ୨୨ରେ ପୁଣି ଲଘୁଚାପ। ବଢ଼ିବ ବର୍ଷାର ପ୍ରକୋପ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ବିଦର୍ଭ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହାରି ପ୍ରଭାବରେ ମୌସୁମୀ ନିମ୍ନଚାପ ରେଖା … Read More

ପୂଜା ନାଁରେ ଜୋର୍ ଜବରଦସ୍ତି ଚାନ୍ଦା ମାଗି ୩ ଗିରଫ

କଟକ: ପାର୍ବଣରେ ଜୋର ଜବରଦସ୍ତ ଚାନ୍ଦା ମାଗି ପାରିବେନି। ପୂଜା ନାଁରେ ଜବରଦସ୍ତି ଚାନ୍ଦା ମାଗିଲେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଯେଉଁମାନେ ଜବରଦସ୍ତି ପୂଜା ଚାନ୍ଦା ହେଉ ଅବା ବଟି ମାଗୁଛନ୍ତି ସେମାନେ ପୋଲିସ ପୂର୍ବରୁ ଅବଗତ କରାଇଥିଲେ। … Read More

ଖୁବଶୀଘ୍ର ବଜାରକୁ ଆସିବ ଓମଫେଡର ଆଇସକ୍ରିମ୍ ଓ ପାଣି; ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଆସିବାକୁ ଯାଉଛି ଓମଫେଡ୍‌ର ନୂଆ ଉତ୍ପାଦ। ଓମଫେଡର ବଡ଼ ଧମାକା ବଜାରକୁ ଆସିବ ଓମଫେଡ ଆଇସକ୍ରିମ୍ । ଓମଫେଡ ଆଣିବ ନିଜସ୍ବ ଆଇସକ୍ରିମ । ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ ଆଇସକ୍ରିମ । ବିଭିନ୍ନ ଫ୍ଲେଭରରେ ଆସିବ ଓମଫେଡ … Read More

ଚାନ୍ଦିପୁରର ବିକଳ୍ପ ସାଜିବ ଜୁନପୁଟ: ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ ପ୍ରକଳ୍ପକୁ ଗ୍ରୀନ ସିଗ୍ନାଲ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି ଉପରେ ଦିନକୁ ଦିନ ଚାପ ବଢ଼ିବାରେ ଲାଗିଛି । ଏହି କାର୍ଯ୍ୟଭାରକୁ କମାଇବା ପାଇଁ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ତଥା … Read More