ରାଜ୍ୟସଭା ନାମାଙ୍କନ ପ୍ରତ୍ୟାହାର ସମୟ ଶେଷ, ୫ ପ୍ରାର୍ଥୀତ୍ବ କାଏମ

ଭୁବନେଶ୍ୱର :  ମିଶନ ରାଜ୍ୟସଭା  ।  ମଇଦାନରେ ୫ ପ୍ରାର୍ଥୀ ।  ନାମାଙ୍କନ ପତ୍ର ପ୍ରତ୍ୟାହାର ସମୟ ଶେଷ ।  ଆଜି ଥିଲା ରାଜ୍ୟସଭା ପ୍ରାର୍ଥୀପତ୍ର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ।  କୌଣସି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନାହାନ୍ତି । ରାଜ୍ୟସଭା … Read More

ଆଜିଠୁ ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଗୃହରେ ସ୍ଵାଭାବିକ ଭାବେ ପ୍ରଶ୍ନକାଳ ଜାରି ରହିଛି। ବିଭାଗୀୟ ମନ୍ତ୍ର ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନକାଳ ଆରମ୍ଭ ହୋଇଛି। ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର … Read More

ଦିନ ଦିପହରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡା : ଦିନ ଦ୍ୱିପ୍ରହରରେ ଝାମ୍ପିନେଲେ ୨ଲକ୍ଷ ଟଙ୍କା ।  ବ୍ୟାଙ୍କକୁ ଡିପୋଜିଟ ପାଇଁ ଯିବା ବେଳେ ଝାମ୍ପିନେଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।  ରାୟଗଡା ସହର କପିଳାସ ରୋଡ଼ରେ ଥିବା ପାତ୍ର ଇଲକ୍ଟ୍ରୋନିକ ସୋ ରୁମ୍ ର କୋଷାଧକ୍ଷ ରଂଜିତ … Read More

ଖୋଲିଲା ବେଲପଡ଼ା ସ୍କୁଲ, ଛାତ୍ର ମୃତ୍ୟୁକୁ ନେଇ ମାସେ ହେଲା ପଡ଼ିଥିଲା ତାଲା

ନୟାଗଡ଼: ମାସେ ପରେ ଖୋଲିଲା ସ୍କୁଲ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବେଲପଡ଼ାପାଟଣା ବିଦ୍ୟାଳୟରେ ଖୋଲିଲା ତାଲା । ଜିଲ୍ଲାପାଳ, ଏସପି ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉପସ୍ଥିତିରେ ତାଲା ଖୋଲାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି … Read More

ଆଇନଜୀବୀଙ୍କ ଘରକୁ ବୋମାମାଡ, ଖଣ୍ଡାରେ ଆକ୍ରମଣ ଉଦ୍ୟମ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଶାନ୍ତିମାର୍ଗରେ ଥିବା ଜଣେ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ ହୋଇଛି । କିଛି ଯୁବକ ହାତରେ ଖଣ୍ଡା ଧରି ସେଠାରେ ଆତଙ୍କ ଖେଳାଇବା ସହ ବୋମାମାଡ କରି ଫେରାର ହୋଇଯାଇଛନ୍ତି । … Read More

ବାଇକ୍-ବୋଲେରୋ ଧକ୍କା, ୪ ମୃତ ୨ ଗୁରୁତର

ବରଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ ୨ ଗୁରୁତର । ମେହେନା ଛକରେ ବାଇକ୍ ଓ ବୋଲେରୋ ଗାଡ଼ି ମଧ୍ୟ ଧକ୍କା । ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବରଗଡ଼ … Read More

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ହତ୍ୟା

ଭଦ୍ରକ: କ୍ରିକେଟ ଖେଳାଳିଙ୍କୁ ନିର୍ମମ ହତ୍ୟା । ଭଦ୍ରକ ଚରମ୍ପା ବଜାରରେ ଯୁବକଙ୍କୁ ସଂଘବଦ୍ଧ ଛୁରାମାଡ଼ । ଗୁଣ୍ଠୁଣା ବଜାରରେ ମେଳଣ ଚାଲିଥିବାବେଳେ ନୃଶଂସ ହତ୍ୟା । ମୃତ ଯୁବକ ହେଲେ ଗୁଣ୍ଠୁଣା ବଜାର ଅଂଚଳ ର କୁମାର ସ୍ୱାମୀ । ପୂର୍ବ … Read More

ପୁଣି ଥରେ ଭାରତ ଜିତିଲା ଟି-ଟ୍ବେଣ୍ଟି ବିଶ୍ବକପ୍, ସମଗ୍ର ଦେଶରେ ଖୁସିର ଲହର

ଅହମଦାବାଦ: ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ ଅହମଦାବାଦରେ ଦେଶର କୋଟିକୋଟି ପ୍ରଶଂସକ, କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦେଖି ଯେତିକି ଉତ୍ସାହିତ ହୋଇଛନ୍ତି, ଜମ୍ମୁ କଶ୍ମୀରରୁ କନ୍ୟାକୁମାରୀ ଏବଂ … Read More

ନ୍ୟୁୟର୍କ ମେୟର ମାମଦାନୀଙ୍କ ବାସଭବନ ଆଗରେ ବୋମା ବିସ୍ଫୋରଣ ଉଦ୍ୟମ: ୨ ଗିରଫ

ନ୍ୟୁୟର୍କ: ନ୍ୟୁୟର୍କ ସିଟି ମେୟର ଜୋହରାନ ମାମଦାନୀଙ୍କ ବାସଭବନ ବାହାରେ ବିସ୍ଫୋରଣ ଉଦ୍ୟମ କରିଥିବା ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ନ୍ୟୁୟର୍କ ସିଟି ପୁଲିସ ବିଭାଗ (ଏନ୍‌ୱାଇପିଡି) ମାମଦାନୀଙ୍କ ବାସଭବନ ଗ୍ରେସି ମ୍ୟାନସନ୍ ବାହାରେ ବୋମା ବିସ୍ଫୋରଣ ଉଦ୍ୟମ ପରେ … Read More

ମୁସଲମାନ ମହିଳାଙ୍କୁ ନିସ୍ତୁକ ମାଡ଼, ଡାକ୍ତରଖାନାରେ ଚାଲିଗଲା ଜୀବନ

ପାଟନା: ବିହାରର ମଧୁବନି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ଗାଁ ମୁଖିଆଙ୍କ ପୁଅ ଓ କିଛି ଲୋକ ଜଣେ ମୁସଲମାନ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ପରିସ୍ରା ପିଆଇବା ପରେ ଡାକ୍ତରଖାନାରେ ଚିକିିତ୍ସାଧୀନ ଅବସ୍ଥାରେ ତାଙ୍କର … Read More