କଟକ ବଡ଼ ମେଡିକାଲରେ ପୁଣି ଅଗ୍ନିକାଣ୍ଡ: ନନ ଟ୍ରମା କାଜୁଆଲଟିରେ ନିଆଁ, ଅଳ୍ପକେ ବର୍ତ୍ତିଲେ ରୋଗୀ

କଟକ: କଟକ ବଡ଼ ମେଡିକାଲ ନନ ଟ୍ରମା କାଜୁଆଲଟିରେ ପୁଣି ନିଆଁ । ସର୍ଟସର୍କିଟ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ ରୋଗୀ । ନନ ଟ୍ରମା କାଜୁଆଲଟିରେ ଶହେରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ । ଧୂଆଁ ବାହାରିବା କାରଣରୁ ସ୍ମୋକ ଡିଟେକ୍ଟର … Read More

ପରିବାର ଅଦାଲତ ନିକଟରେ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଲହୁ ଲୁହାଣ କଲା ସ୍ୱାମୀ

ବାଲେଶ୍ଵର: ବାଲେଶ୍ଵର ପରିବାର ଅଦାଲତ ନିକଟରେ ହାଇଡ୍ରାମା । କୋର୍ଟ ନିକଟରେ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଲହୁ ଲୁହାଣ କରିଦେଲା ନିର୍ଦ୍ଦୟ ସ୍ୱାମୀ । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ବାଲେଶ୍ଵର ପରିବାର ଅଦାଲତରେ ୨୦୨୫ ମସିହା ଡ଼ିସେମ୍ବର ମାସରୁ ଛାଡପତ୍ର ମାମଲା … Read More

ଅଫିସରେ ପଶି RIଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ

ଚାନ୍ଦବାଲି: ଅଫିସ୍‌ ଭିତରେ ପଶି RIଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ସାରଣା ଆରଆଇ ତାପସ ରଞ୍ଜନ ଜେନାଙ୍କୁ ମରଣାନ୍ତକ ଆକ୍ରମଣ । ଅଫିସରେ କାମ କରୁଥିବାବେଳେ ମାଡ଼ ମାରିଥିଲେ ଜଣେ ବ୍ୟକ୍ତି । ଆରଆଇଙ୍କୁ … Read More

‘ରାମ ନାମ ସତ୍ୟ ହେ’ ଧ୍ବନିରେ କମ୍ପିଲା ଗୃହ, ଉଠିଲା କୋକେଇ ପଡ଼ିଲା ଖଇ କଉଡି

ଭୁବନେଶ୍ୱର : ବିଧାନସଭାରେ ଉଠିଲା କୋକେଇ । ପଡ଼ିଲା ଖଇ କଉଡି। ‘ରାମ ନାମ ସତ୍ୟ ହେ’ ଧ୍ବନିରେ କମ୍ପିଲା ବିଧାନସଭା । ଏସସିବି ଅଗ୍ନିକାଣ୍ଡକୁ ନେଇ ବିଜେଡି ସଦସ୍ୟମାନେ ପ୍ରତିକାତ୍ମକ କୋକେଇ କରି ବିରାଟ ଶୋଭାଯାତ୍ରା କରିଛନ୍ତି । ଏଥିରେ କଂଗ୍ରେସ … Read More

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍‌ ଆମ୍ଵାସଡର

ଭୁବନେଶ୍ୱର: ସୁଦର୍ଶନ ପଟ୍ଟନାୟକ ହେଲେ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍‌ ଆମ୍ଵାସଡର। ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହେଲେ ବ୍ରାଣ୍ଡ୍‌ ଆମ୍ବାସଡର। ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ବାଲୁକା ଶିଳ୍ପୀ ସୁଦର୍ଶନ। ବାଲୁକା କଳା ମଧ୍ୟରେ ଲୋକଙ୍କୁ ସଚେତନ କରିବେ … Read More

ରେଢାଖୋଲରେ ଦୁର୍ଦ୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଢାଖୋଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀ ଟିମାକୁ ଗୁଳିମାଡ଼ । ପୋଲିସ ଗୁଳିରେ ଟିମା ଝାଙ୍କର ଓରଫ ଧନେଶ୍ୱର ଝାଙ୍କର ଆହତ ହୋଇଛି । ଟିମାର ଡାହାଣ ଗୋଡ଼ରେ ବାଜିଛି ଗୁଳି । ଆହତ ଟିମାକୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି … Read More

ବିଜେବି କଲେଜ ଫେରୱେଲ୍ ପାର୍ଟିରେ ଡିଜେ ବଜାଇବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା, ୨୫ ଛାତ୍ର ଆହତ

ଭୁବନେଶ୍ୱର : ଅଶାନ୍ତ ବିଜେବି କଲେଜ । ଫେରୱେଲ୍ ପାର୍ଟିରୁ ପିଟାପିଟି । କ୍ୟାମ୍ପସରେ ଚାଲିଲା ଇଟା ପଥର ମାଡ଼ । ଡିଜେ ବଜାଇବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା । ଦୁଇ ହଷ୍ଟେଲ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ । ପଥର ମାଡ ଯୋଗୁ … Read More

ଦେଶୀ ମଦଭାଟି ବନ୍ଦ ଦାବିରେ ସାରା ରାତି ବର୍ଷାରେ ଧାରଣାରେ ବସିଲେ ଗ୍ରାମବାସୀ

ସୁନ୍ଦରଗଡ଼ : ଦେଶୀ ମଦଭାଟି ବନ୍ଦ ଦାବିରେ ଆନ୍ଦୋଳନ। ବର୍ଷାରେ ସାରା ରାତି ଧାରଣାରେ ବସିଲେ ଆନ୍ଦୋଳନକାରୀ। ଜିଲ୍ଲାପାଳ ଆସି କଥା ହେଲେ ବି ଜିଦରେ ଅଟଳ ଗ୍ରାମବାସୀ । ମଦଭାଟି ବନ୍ଦ ନେଇ ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏ ଆନ୍ଦୋଳନ ଜାରି … Read More

ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି । ୪ଘଣ୍ଟା ବନ୍ଦ ରହିବ ଦର୍ଶନ। ଦ୍ବିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ନୀତିକାନ୍ତି ହେବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏ ବନ୍ଦ ରହିବ ଦର୍ଶନ। ସର୍ବସାଧାରଣ ଦର୍ଶନ ବନ୍ଦ ନେଇ … Read More

ଆର୍ମେନିଆ, ଆଜରବୈଜାନ ଦେଇ ନିଜ ଦେଶକୁ ଫେରୁଛନ୍ତି ଇରାନରେ ଫସିଥବା ଭାରତୀୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଇରାନରେ ଅଟକିଥିବା ଭାରତୀୟମାନେ ବର୍ତ୍ତମାନ ଆର୍ମେନିଆ ଓ ଆଜରବୈଜାନ ସୀମା ଦେଇ ଇରାନ ଛାଡୁଥିବା ଜଣାପଡିଛି। ସୋମବାର ସୁଦ୍ଧା ୫୫୦ ଭାରତୀୟ ଇରାନ ସୀମା ଅତିକ୍ରମ କରି ଆର୍ମେନିଆରେ ପହଞ୍ଚିଥିବାବେଳେ ୯୦ ଭାରତୀୟ ଆଜରବୈଜାନରେ ପହଞ୍ଚିଥିବା … Read More