ପ୍ରତି ମାସରେ ଫେସବୁକ୍ ବ୍ୟବହାରକାରୀଙ୍କୁ ମିଳିବ ୨,୭୮,୦୦୦ ଟଙ୍କା !

ନୂଆଦିଲ୍ଲୀ : ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର । ଏବଂ ସୋସିଆଲ ମିଡିଆରେ ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି।  ଫେସବୁକ୍ କ୍ରିଏଟର ଫାଷ୍ଟ ଟ୍ରାକ୍ ନାମକ ଏକ ନୂଆ … Read More

ଏଲପିଜି ଗ୍ୟାସ୍ ବୁକିଂ ନାଁରେ ଠକେଇ, ଗୋଟିଏ କ୍ଲିକ୍‌ରେ ଆକାଉଣ୍ଟ ଖାଲି

ନୂଆଦିଲ୍ଲୀ: ସାଇବର ଠକେଇ ନାଁରେ ଏକ ବଡ ଠକେଇ ସାମ୍ନାକୁ ଆସିଛି। ଡିଜିଟାଲ ଯୁଗରେ ସାଇବର ଠକେଇ ପଦ୍ଧତି ଏବେ ଆପଣଙ୍କ ରୋଷେଇ ଘରେ ପହଞ୍ଚିଛି। କେରଳ ପୁଲିସ୍‌ ଏଲପିଜି ଗ୍ୟାସ୍ ବୁକିଂ ନାଁରେ ଏକ ସାଂଘାତିକ ଠକେଇ ସମ୍ପର୍କରେ ଦେଶବ୍ୟାପୀ … Read More

ଗାଡ଼ି ଜରିମାନା ଚାଲାଣ ପୈଠରେ ବଡ଼ ରିହାତି, ଜାତୀୟ ଲୋକ ଅଦାଲତରେ ମିଳିବ ପୈଠ ସୁବିଧା

ଭୁବନେଶ୍ବର: ରାଜ୍ୟରେ ବକେୟା ଥିବା ଟ୍ରାଫିକ୍ ଚାଲାଣଗୁଡ଼ିକର ସମାଧାନ ସହିତ ଗାଡ଼ି ଚାଳକଙ୍କୁ ଆଶ୍ବସ୍ତି ପ୍ରଦାନ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ଆଗାମୀ … Read More

ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର

ନୂଆଦିଲ୍ଲୀ:  ରାଜଧାନୀ ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ ପୁଣିଥରେ ଚାଷୀଙ୍କ ରଣହୁଙ୍କାର ଦେଖିବାକୁ ମିଳିବ।  ଆଜି ଏଠାରେ ଅନୁଷ୍ଠିତ ହେବାକୁ ଥିବା ‘କିଷାନ ପଞ୍ଚାୟତ’ ପାଇଁ ଦେଶବ୍ୟାପୀ ବହୁ ସଂଖ୍ୟକ ଚାଷୀ ଏକତ୍ରିତ ହେବାର ଆଶା କରାଯାଉଛି। ଏହି ବିଶାଳ ସମାବେଶକୁ … Read More

ଅଗ୍ନିକାଣ୍ଡ ଘଟଣା ସରକାରଙ୍କ ଅବହେଳା, ବ୍ୟବସ୍ଥାଗତ ବିଫଳତାର ଜ୍ଵଳନ୍ତ ଉଦାହରଣ: ଜନସ୍ୱାସ୍ଥ୍ୟ ଅଭିଯାନ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଏବଂ ହସ୍‌ପିଟାଲର ଟ୍ରମା କେୟାର ସେଣ୍ଟରରେ ଗତ ୧୫ ମାର୍ଚ୍ଚରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଓ ତାହାର ପରିଣତିରେ ୧୨ ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଗଭୀର ତ୍ରୁଟିକୁ ସାମ୍ନାକୁ ଆଣିଛି। … Read More

ଏଟିଏମରୁ ଟଙ୍କା କଟିବା ପଡିଲା ମହଙ୍ଗା, ୧୦ ହଜାର ପାଇଁ ବ୍ୟାଙ୍କ ଦେଲା ୩ ଲକ୍ଷ ଟଙ୍କା କ୍ଷତିପୂରଣ

ସୁରଟ : ଏଟିଏମରୁ ଟଙ୍କା କଟିବା ବ୍ୟାଙ୍କକୁ ପଡିଲା ମହଙ୍ଗା ।  ୧୦ ହଜାର ଟଙ୍କା ଉଠାଇବାକୁ ଯାଇ ଗ୍ରାହକ ପାଇଲେ ୩ ଲକ୍ଷ ଟଙ୍କା ।  ୨୦୧୭, ଫେବୃୟାରୀ ୧୮ ତାରିଖରେ ସୁରଟର ଜଣେ ଗ୍ରାହକ ୧୦ ହଜାର ଟଙ୍କା ଉଠାଇବାକୁ … Read More

‘ଖାଦ୍ୟ ହିଁ ପରମ୍ପରାକୁ ଉଜ୍ଜୀବିତ କରି ରଖିଥାଏ, ଏହାର ସୁରକ୍ଷା, ଆମ ପରମ୍ପରାର ସୁରକ୍ଷା’

ଭୁବନେଶ୍ୱର: ଜୈବ ବିବିଧତାରେ ପରିପୂର୍ଣ୍ଣ ଓଡ଼ିଶାର ଖାଦ୍ୟ ଶସ୍ୟର ଏକ ଅନନ୍ୟ ପରିଚୟ ରହିଛି ନିଜର ପୁଷ୍ଟିକର ଓ ସ୍ୱାସ୍ଥ୍ୟପ୍ରଦ ଗୁଣବତ୍ତା ଯୋଗୁଁ। ସମୟକ୍ରମେ ଏଥିରୁ କିଛି ଖାଦ୍ୟ ବିସ୍ମୃତ ଓ ବିଲୁପ୍ତ ପ୍ରାୟ ଅବସ୍ଥାରେ ପହଁଚିଛି। ଏହାର ସୁରକ୍ଷା ଓ … Read More

କାତାର ଗ୍ୟାସ୍ ପ୍ଲାଣ୍ଟ ଉପରେ ଇରାନର ମିସାଇଲ୍ ମାଡ଼

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧ ସମଗ୍ର ବିଶ୍ବକୁ ପ୍ରଭାବିତ କରୁଛି । ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ହୋଇଥିବା ଯୁଦ୍ଧର ପ୍ରଭାବ ଭାରତ ଉପରେ ମଧ୍ୟ ପଡୁଛି । ଭାରତ ଶକ୍ତି ଉପରେ ନିର୍ଭର କରୁଥିବା ଉର୍ଜା ଦେଶ ଉପରେ … Read More

ପାକିସ୍ତାନରେ ଭୟଙ୍କର ଝଡ଼ବର୍ଷାରେ ଚାଲିଗଲା ୧୯ ଜୀବନ

କରାଚି : ଆଫଗାନିସ୍ତାନ ସହ ସଂଘର୍ଷ ଚାଲିଯିବା ପରେ ଇଦ୍ ପାଇଁ କିଛି ସମୟ ବିରତି ଦେଇଥିବା ପଡ଼ୋଶୀ ଦେଶ ପାକିସ୍ତାନ ଉପରେ ଏବେ ପ୍ରକୃତିର କରାଳ ରୂପ ଧାରଣ କରିଛି । କରାଚିରେ ବୁଧବାର ରାତିରେ ହୋଇଥିବା ପ୍ରବଳ ବର୍ଷା ଓ … Read More

ଅଯୋଧ୍ୟା ରାମମନ୍ଦିରରେ ଶ୍ରୀରାମ ଯନ୍ତ୍ର ସ୍ଥାପନା, ଉପସ୍ଥିତ ରହିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହିନ୍ଦୁ ନବବର୍ଷ ଅବସରରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ଆଜି ରାଷ୍ଟ୍ରପତି ମନ୍ଦିରରେ ଶୁଭ ଅଭିଜିତ ମୁହୂର୍ତ୍ତ ୧୧.୫୫ ମିନିଟରେ ଶ୍ରୀରାମ ଯନ୍ତ୍ର ସ୍ଥାପନା ଏବଂ ପୂଜା କରିବେ । … Read More