ଅନ୍ୟ ଜାତିରେ ଝିଅର ନିର୍ବନ୍ଧ କରି ଜାତିରୁ ବାଛନ୍ଦ ହେଲେ ପୂର୍ବତନ ବିଧାୟକ
ନବରଙ୍ଗପୁର: ନିଜ ଝିଅକୁ ଅନ୍ୟ ଜାତିରେ ବିବାହ କରିବାକୁ ପ୍ରସ୍ତୁତ ହେଉଥିବାକୁ ନେଇ ଅଡୁଆରେ ଫସିଛନ୍ତି ନବରଙ୍ଗପୁରର ପୂର୍ବତନ ବିଧାୟକ ସଦାଶିବ ପ୍ରଧାନୀ । ତାଙ୍କୁ ଏବଂ ତାଙ୍କ ପରିବାରକୁ ନିଜ ଜାତିରୁ ବାସନ୍ଦ କରିଛି ଅଖିଳ ଭାରତୀୟ ଭତରା ବିକାଶ ପରିଷଦ … Read More
