ରାଜ୍ୟରେ ମହଜୁଦ ଅଛି ପର୍ଯ୍ୟାପ୍ତ ପରିମାଣର ଗ୍ୟାସ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର : ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ । ପର୍ଯ୍ୟାପ୍ତ ପରିମାଣର ମହଜୁଦ ଅଛି । ତେଣୁ ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ ପ୍ରତିଶତ ରହିଥିଲା । ଏବେ କେନ୍ଦ୍ର ସରକାର ଆଉ … Read More

ଅନ୍ୟ ଜାତିରେ ବିବାହ କରି ଲଣ୍ଡା ହେବା ସହ ୯୦ ହଜାର ଟଙ୍କା ତଣ୍ଡ ଗଣିଲେ ବର

କୋରାପୁଟ: ଅନ୍ୟ ଜାତିର ଝିଅକୁ ବିବାହ ପଡିଲା ମହଙ୍ଗା । ଲଣ୍ଡା ହେବା ସହ ୯୦ ହଜାର ଟଙ୍କା ତଣ୍ଡ ଗଣିଲେ ବର । କୋରାପୁଟ ଜିଲ୍ଲା ମାଛରା ଜଙ୍ଗଲ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଜୟପୁର ସହରର ମହେଶ୍ବର … Read More

ବାଇକକୁ ଧକ୍କା ଦେଲା ବୋଲେରୋ, ୨ ମୃତ

ଜୟପୁର: ବାଇକକୁ ଧକ୍କା ଦେଲା ବୋଲେରୋ । ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ । କେରାପୁଟ ଜିଲ୍ଲା ପାତ୍ରପୁଟ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଉଭୟ ମୃତକ ଜୟପୁର ଅଞ୍ଚଳର । ମୃତଦେହକୁ ଜବତ କରି ତଦନ୍ତ କରୁଛି ପୋଲିସ । … Read More

ସମ୍ବଲପୁର ଜେଲରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ

ସମ୍ବଲପୁର: ସମ୍ବଲପୁର ଜେଲରେ ରେଡ୍ । ସମ୍ବଲପୁର ମଣ୍ଡଳ କାରାଗାରରେ ବଡ଼ ଧରଣର ରେଡ୍ । ଆଜି ସକାଳୁ ପୋଲିସ ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ କରାଯାଇଛି । ଜେଲ୍ ଭିତରେ ବିଭିନ୍ନ ବେଆଇନ କାରବାର ଚାଲୁଥିବା ନେଇ ଗୁପ୍ତ … Read More

ପୁରୀ ବସଷ୍ଟାଣ୍ଡରେ ହୁ ହୁ ହୋଇ ଜଳିଗଲା ବସ୍

ପୁରୀ: ବସଷ୍ଟାଣ୍ଡରେ ହୁ ହୁ ହେଇ ଜଳିଲା ଯାତ୍ରୀବାହୀ ବସ୍ । ପୁରୀ ବସଷ୍ଟାଣ୍ଡରେ ଅଗ୍ନିକାଣ୍ଡ । ଯାତ୍ରୀବାହୀ ବସରେ ରାତିରେ ଲାଗିଲା ନିଆଁ । ତେବେ ଗୋଟିଏ ବସରୁ ଅନ୍ୟ ବସ୍ କୁ ବ୍ୟାପିବା ପୂର୍ବରୁ ନିଆଁ ଆୟତ୍ତ କଲା ଅଗ୍ନିଶମ … Read More

ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ

କେନ୍ଦୁଝର: ଓଡ଼ିଶା କଂଗ୍ରେସ ସଂଗଠକ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ହ୍ବାଟସ୍ ଆପ୍ ଜରିଆରେ ଜୟଦେବ ଜେନାଙ୍କୁ ହତ୍ୟାଧମକ ମିଳିଥିଲା । ଅଭିଯୁକ୍ତଙ୍କୁ ଗିରଫ ସହ … Read More

୧୦ହଜାର କମିଲା ସୁନା ଦର

ଭୁବନେଶ୍ବର: ସୁନା କିଣିବାକୁ ଚାହୁଁଥିଲେ ଆଜି ହିଁ କିଣନ୍ତୁ । ଦଶ ହଜାର ଖସିଲା ସୁନା ଦର । ଆଜି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୫,୬୫୦ଟଙ୍କା ରହିଛି । ଗତକାଲି ୨୪ କ୍ୟାରେଟ୍ … Read More

ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି ସର୍ବାଧିକ ଗୋ-ଚାଲାଣ, ୩ ବର୍ଷରେ ୧୮୭୮ ମାମଲା

ଭୁବନେଶ୍ଵର:ସୀମାଞ୍ଚଳରେ ଗୋ-ମାଫିଆମାନେ ବିଭିନ୍ନ ଉପାୟରେ ଗୋ ଚାଲାଣ କରୁଛନ୍ତି। ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି ସର୍ବାଧିକ ଗୋ ଚାଲାଣ। ଏଥିସହ ଆନ୍ଧ୍ର ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ତେଲେଙ୍ଗାନା ଓ ତାମିଲନାଡ଼ୁକୁ ମଧ୍ୟ ଗୋ ଚାଲାଣ କରାଯାଉଛି। ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ … Read More

ରାଜ୍ୟରେ ନିଲାମ ହେବ ୩୪ ଖଣି, ତାଲିକାରେ ରହିଛି ସୁନା ଖଣି

ଭୁବନେଶ୍ବର: ଓଡ଼ିଶା ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ନିଲାମ ପାଇଁ ୨୫ଟି ପ୍ରମୁଖ ଖଣିଜ ପଦାର୍ଥ ଥିବା ଖଣି, ୯ଟି ଗୁରୁତ୍ୱପୂର୍ଣ୍ଣ ଏବଂ ରଣନୈତିକ ଖଣିଜ ସମ୍ପତ୍ତି ସମେତ ୩୪ଟି ଖଣିକୁ ନେଇ ଏକ ମହତ୍ୱାକାଂକ୍ଷୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଆଗାମୀ … Read More

ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ପେଟ୍ରୋଲିୟମ, ଅଶୋଧିତ ତୈଳ, ଗ୍ୟାସ, ବିଦ୍ୟୁତ୍ ଏବଂ ସାର କ୍ଷେତ୍ର ସହିତ ଜଡିତ ପରିସ୍ଥିତି ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା ଏକ ଉଚ୍ଚସ୍ତରୀୟ ବୈଠକର। ଏହି ବୈଠକରେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ … Read More