ବାଇକକୁ ଧକ୍କା ଦେଲା ଟ୍ରକ, ଦମ୍ପତି ମୃତ
ଜଗତସିଂହପୁର: ବାଇକକୁ ଧକ୍କା ଦେଲା ଟ୍ରକ । ଚାଲିଗଲା ଦମ୍ପତିଙ୍କ ଜୀବନ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଫକୀରପଡା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍ବାମୀ-ସ୍ତ୍ରୀ ବାଇକରେ ଯାଉଥିବାବେଳେ ଦ୍ରୁତ ଗତିରେ ଆସି ଏକ ଟ୍ରକ ଧକ୍କା ଦେଇଥିଲା । … Read More
