ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ୨ ବୈଜ୍ଞାନିକ ମୃତ
ନୂଆଦିଲ୍ଲୀ: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ଇରାନର ଦୁଇ ବୈଜ୍ଞାନିକଙ୍କ ମୃତ୍ୟୁ । ଆକ୍ରମଣରେ ମିସାଇଲ୍ କିଙ୍ଗ୍ ନିହତ! । ତେହେରାନରେ ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଇରାନର ମିସାଇଲ୍ ବିଶେଷଜ୍ଞ ଓ ତାଙ୍କ ପରିବାର ନିହତ । ଏକ ଆବାସିକ ଅଞ୍ଚଳରେ ଇସ୍ରାଏଲ୍ ପକ୍ଷରୁ ଶକ୍ତିଶାଳୀ … Read More
