ରାଜଧାନୀରେ କିନ୍ନରଙ୍କୁ ହତ୍ୟା

ଭୁବନେଶ୍ବର: ରାଜଧାନୀରେ କିନ୍ନରଙ୍କୁ ହତ୍ୟା । ଉତ୍ତରାକୌଶଲ୍ୟାଗଙ୍ଗ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ। ଦୁର୍ବୃତ୍ତମାନେ ଜଣେ କିନ୍ନରଙ୍କୁ ଖିନଭିନ୍ କରି ହାଣି ହତ୍ୟା କରିଛନ୍ତି। ମୃତକ କିନ୍ନରଙ୍କ ନା ଅଞ୍ଜଳି। ତାଙ୍କ ଘର କଟକ ସାଲେପୁରରେ । ସେ ଭୁନେଶ୍ବରରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ … Read More

ଚୌଦ୍ଵାର ଜେଲରେ କଏଦୀଙ୍କ ମୃତ୍ୟୁ

କଟକ: ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ।  ବର୍ଷେ ହେବ ସଜ୍ଜା ଭୋଗୁଥିଲେ ।  ବିଚାରାଧୀନ କଏଦୀ ଭାବେ ହାଇ ସିକ୍ୟୁରିଟି ସେଲରେ ଥିଲ । ମୃତ କଏଦୀ ଜଟକ ଦରଘାବଳାର ଥାନା ହାତୀପୋର୍ଖରୀ ଅଂଚଳର ମହମ୍ମଦ କଲିମ୍ ଖାନ୍ । … Read More