ଉତ୍ସବମୁଖଣର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ

ଚାନ୍ଦବାଲି: ଆଜି ମହାଶିବରାତ୍ରୀ । ଉତ୍ସବମୁଖଣର ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠ । ମହାଶିବରାତ୍ରି ପାଇଁ ଦିନ ତମାମ ଜାରି ରହିବ ସ୍ୱତନ୍ତ୍ର ନୀତିକାନ୍ତି । ଆଜି ଭୋର ୪ଟାରୁ ମନ୍ଦିର ପହୁଡ଼ ଖୋଲା ହେବା ପରେ ପ୍ରଥମେ ମଙ୍ଗଳା ଆଳତୀ କରାଯାଇଥିଲା … Read More

ଜାଗର ପାଇଁ ବାବା ଲୋକନାଥଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତ

ପୁରୀ: ମହାଶିବରାତ୍ରି ପାଇଁ ପୁରୀର ବାବା ଲୋକନାଥଙ୍କ ପୀଠ ଚଳଚଞ୍ଚଳ । ରାତି ୧୨ଟା ୩୦ରୁ ଦ୍ବାର ଫିଟାଯାଇ ସ୍ବତନ୍ତ୍ର ନୀତିକାନ୍ତ କରାଯାଇଛି ।  ଭୋର ୫ଟାରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ ।  ରାତି ୩ଟାରେ ହରିହର ଭେଟ, ଭୋଗ ସମ୍ପନ୍ନ … Read More

ଗଛରେ ପିଟିହେଲା କାର, ଜଣେ ମୃତ, ୫ ଗୁରୁତର

ଘଟଗାଁ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ, ୫ ଜଣ ଆହତ । ମୃତକ ଆଠଗଡ ବଡ଼ମ୍ଭା ଅଞ୍ଚଳର ରବୀନ୍ଦ୍ର ନାଥ ମହାନ୍ତି । ପରିବାର ସହ ମାଆ ତାରଣୀଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଘଟଗାଁ … Read More

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା ହେଲମେଟ କାରଖାନା

ନୂଆଦିଲ୍ଲୀ: ଶନିବାର ଦିଲ୍ଲୀ ବାହାରର ନିଲୋଥିରେ ଏକ ହେଲମେଟ ଉତ୍ପାଦନ କାରଖାନାରେ ବଡ଼ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ୨୦ଟି ଦମକଳ ଗାଡି । ଦିଲ୍ଲୀ ବାହାରର ନିଲୋଥି ଅଞ୍ଚଳରେ, ଶନିବାର ଅପରାହ୍ନରେ ଏକ ହେଲମେଟ ଉତ୍ପାଦନ … Read More

ମେଟ୍ରୋ ପିଲାର ଭୁଶୁଡ଼ି ଜଣେ ମୃତ, ୩ ଆହତ

ମୁମ୍ବଇ: ମୁମ୍ବଇର ମୁଲୁଣ୍ଡରେ ଭୁଶୁଡିପଡିଲା ନିର୍ମାଣାଧୀନ ମେଟ୍ରୋ ପିଲାର। ଚଳନ୍ତା ଅଟୋ ଓ କାର ଉପରେ ପଡ଼ି ଜଣେ ମୃତ ଓ ତିନି ଜଣ ଆହତ। ଶନିବାର ଅପରାହ୍ନରେ ମୁମ୍ବଇର ମୁଲୁଣ୍ଡରେ ଏକ ନିର୍ମାଣାଧୀନ ମେଟ୍ରୋ ପିଲାରର ଏକ ଅଂଶ ଭୁଶୁଡ଼ି … Read More

ସ୍ୱାଦ ଚାଖିବା ପାଇଁ ବିଷ ଖାଇଲେ ୫ ନାବାଳିକା, ୪ ମୃତ

ଔରଙ୍ଗାବାଦ: ବିଷର ସ୍ୱାଦ ପରୀକ୍ଷା କରିବା ପାଇଁ, ପାଞ୍ଚ ଜଣ ନାବାଳକ ବନ୍ଧୁ ପାଣି ଏବଂ ବଗ ମାରିବା ବିଷ ପିଇ ଦେଇଥିଲେ । ଯାହା ଫଳରେ ଘଟଣାସ୍ଥଳେ ଚାରି ଜଣ ଝିଅଙ୍କର ମୃତ୍ୟୁ ଘଟିଥିଲା। ଗୋଟିଏ ଝିଅ ସମୟ ମଧ୍ୟରେ … Read More

ବିଷ ଦେଇ ବିରୋଧୀ ଦଳ ନେତା ନାଭାଲନିଙ୍କୁ ହତ୍ୟା କଲା ରୁଷ୍‌ !

ମସ୍କୋ: ରୁଷ୍ ଏହାର ବିରୋଧୀ ଦଳ ନେତା ଆଲେକ୍ସେସି ନାଭାଲନିଙ୍କୁ ବିଷ ଦେଇ ହତ୍ୟା କରିଥିବା ୟୁରୋପୀୟ ଦେଶଗୁଡ଼ିକ ଅଭିଯୋଗ କରିଛନ୍ତି। ନାଭାଲନିଙ୍କୁ ବେଙ୍ଗଠାରୁ ମିଳୁଥିବା ବିଷ ଏପିବାଟିଡିନ୍‌ ଦେଇ ହତ୍ୟା କରାଯାଇଛି। ୨୦୨୪ ମସିହାରେ ଜେଲରେ ନାଭାଲନିଙ୍କ ମୃତ୍ୟୁ ପୂର୍ବରୁ … Read More

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ର ନିଖୋଜ

ନ୍ୟୁୟର୍କ: ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ର ନିଖୋଜ ଅଭିଯୋଗ । ୟୁନିଭରସିଟି ଅଫ୍ କାର୍ଲିଫର୍ଣ୍ଣିଆରୁ ନିଖୋଜ । କର୍ଣ୍ଣାଟକର ୨୨ ବର୍ଷୀୟ ସାକେତ ଶ୍ରୀନିବାସ । ସାକେତ IIT ମାଡ୍ରାସର ପୂର୍ବତନ ଛାତ୍ର ହୋଇଥିବା ବେଳେ ଏବେ ସେ ୟୁନିଭର୍ସିଟି … Read More

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

କୋଲକତା : କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଇଣ୍ଡିଗୋ ବିମାନକୁ ବୋମା ଧମକ । କୋଲକାତା-ଶିଲଂ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି । ଶିଲଂ ଯାଉଥିବା ଏକ ଇଣ୍ଡିଗୋ ବିମାନ (6E3074) ରେ ବୋମା ଥିବା ଖବର … Read More

ଆସାମ ହାଇୱେରେ ଅବତରଣ କଲା ବାୟୁସେନା ବିମାନ : ମୋଦି ଦେଖିଲେ ଏରିଅଲ ଶୋ

ଆସାମ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ଦିବ୍ରୁଗଡ଼ ନିକଟସ୍ଥ ମୋରାନ ବାଇପାସରେ ଇଏଲଏଫରେ ଅବତରଣ କରିଛି । ବାୟୁସେନାର ମିଲିଟାରୀ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ନ୍ୟାସନାଲ ହାଇୱେରେ ଅବତରଣ କରିଛି । ଏହି ବିମାନଘାଟି ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଚୀନ … Read More