ସୁଧୁରିବନି ପାକିସ୍ତାନ, ବନ୍ୟା ସହାୟତା ନାଁରେ ଲସ୍କର-ଇ-ତଇବାକୁ ଯୋଗାଉଛି ପାଣ୍ଠି

ସୁଧୁରିବନି ପାକିସ୍ତାନ । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତଇବାକୁ ଯୋଗାଉଛି ପାଣ୍ଠି । ଅପରେସନ ସିନ୍ଦୂର ବେଳେ ମୁରିଡକେ ସ୍ଥିତ ଲସ୍କର ହେଡକ୍ବାର୍ଟରକୁ ସଂପୂର୍ଣ୍ଣ ଧ୍ବଂସ କରି ଦେଇଥିଲା ଭାରତ । ମେ ୭ ତାରିଖରେ ଏୟାର ଷ୍ଟ୍ରାଇକ କରି ହେଡକ୍ବାର୍ଟର ବିଲ୍ଡିଂ … Read More

ଆସାମରେ ଭୂମିକମ୍ପ, ତୀବ୍ରତା ୫.୮

ଆସାମ: ଆସାମରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଛି । ଆଜି ଅପରାହ୍ନରେ ଭୂମିକମ୍ପର ଝଟକା ଲୋକଙ୍କୁ ଭୟଭୀତ କରିଦେଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ଅନ୍ୟ ଏକ ଜିଲ୍ଲା ଉଦଲଗୁରିରେ ଭୂପୃଷ୍ଠରୁ ପାଞ୍ଚ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି । … Read More

ନାବାଳିକାଙ୍କୁ ଶାରୀରିକ ନିର୍ଯାତନା: ସ୍ପିଚ୍ ଥେରାପିଷ୍ଟ ଗିରଫ

ଦିଲ୍ଲୀ: ଦିଲ୍ଲୀର ରୋହିଣୀର ଏକ ଘରୋଇ ସ୍ପିଚ୍ ଥେରାପି ସେଣ୍ଟରରେ ଜଣେ ୬ ବର୍ଷୀୟ ଝିଅକୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ୩୨ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।  ପୀଡିତାଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ … Read More

ଶ୍ରୀମନ୍ଦିରରେ ଷୋଳପୂଜାର ବିଧି ଆରମ୍ଭ, ମୂଳାଷ୍ଟମୀ ଅନୁଷ୍ଠିତ

ପୁରୀ: ଆଜିଠାରୁ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ସମେତ ଅନାନ୍ୟ ଦେବୀ ପୀଠମାନଙ୍କରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଡଶ ଦିନାତ୍ମକ ପୂଜା ବା ଷୋଳପୂଜା । ଏ ନେଇ ଶ୍ରୀ ନଅରରେ ବିଧି ଅନୁସାରେ ଗଜପତି ମହାରାଜା ଦିବ୍ୟ ସିଂହ … Read More

ଗୁଣିଗାରେଡ଼ି ସନ୍ଦେହରେ ଶାଶୁ ଓ ବୋହୂକୁ ଆକ୍ରମଣ

ସମ୍ବଲପୁର: ଗୁଣିଗାରେଡ଼ି ମାୟାରୁ ବାହାରିପାରୁନି ମଣିଷ । ଗୁଣିଗାରେଡ଼ି ସନ୍ଦେହରେ ଶାଶୁ ବୋହୁଙ୍କୁ ପ୍ରବଳ ମାଡ଼ । ଡାହାଣୀ କହି ଶାଶୁ ବୋହୁକୁ ବାସନ୍ଦ କଲେ ଗାଁ ଲୋକେ । ସମ୍ବଲପୁର ଧମା ଥାନା ଅନ୍ତର୍ଗତ ବଲରଙ୍ଗା ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର … Read More

GST ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : GST ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ । ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ । ସମସ୍ତ ଉତ୍ପାଦକ, ପ୍ୟାକର୍‌ ଓ ଆମଦାନୀକାରୀଙ୍କୁ କେନ୍ଦ୍ରର ନିର୍ଦ୍ଦେଶ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ … Read More

ଶ୍ରେଣୀରେ ବସିବା ପାଇଁ ଦୁଇ ଛାତ୍ର ଧାରୁଆ ଅସ୍ତ୍ରରେ ପରସ୍ପରକୁ କଲେ ଆକ୍ରମଣ

ହିଞ୍ଜିଳିକାଟୁ: ବେଞ୍ଚରେ ବସିବା ଜାଗାକୁ କେନ୍ଦ୍ର କରି ଦୁଇ ସହପାଠୀ ମଧ୍ୟରେ ଗଣ୍ଡଗୋଳ । ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ୍ ଓ ବେଲଗାଁ ଥାନା ଗଣ୍ଡଳା ସରକାରୀ ସ୍କୁଲରେ ବୁଧବାର ଦିନ ଶ୍ରେଣୀକକ୍ଷରେ ବେଞ୍ଚରେ ବସିବା ଜାଗାକୁ କେନ୍ଦ୍ର କରି ଦଶମ ଶ୍ରେଣୀର … Read More

ନିଶା ମହାରଣାଙ୍କ ସହ ଏଏସଆଇଙ୍କ ଫଟୋ ଭାଇରାଲ, ଜିଲ୍ଲା ମୁଖ୍ୟାଳୟକୁ ଥାନା ଅଧିକାରୀଙ୍କ ବଦଳି

ଘଟଗାଁ : ନିଶା ମହାରଣାଙ୍କ ସହ ଏଏସଆଇଙ୍କ ଫଟୋ ଭାଇରାଲ ।  ଆଇଟମ୍ ଗର୍ଲ ନିଶା ମହାରଣାଙ୍କ ସହ କେନ୍ଦୁଝର ପାଟଣା ଥାନା ଏଏସଆଇଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ ୮ ତାରିଖରେ ଟେଣ୍ଡରା ଗାଁରେ ଯାତ୍ରା … Read More

ଭସାଣୀ ବେଳେ ଦୁର୍ଘଟଣା : ପିକଅପ୍ ଭ୍ୟାନ୍ ଚକା ଫାଟି, ୧୦ ଆହତ

ଗୁରୁଡିଝାଟିଆ : ପୁରୁଣା କଟକ ସମ୍ବଲପୁର ରାସ୍ତା ର କଖଡ଼ି ବଜାର ଘାଟ କୂଳ ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମେଲୋଡି ପାର୍ଟିର ଏକ ଭ୍ୟାନ୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଛି। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଥିବା ସୂଚନା … Read More

ଆସୁଛନ୍ତି ମା’ : ଶକ୍ତିପୀଠରେ ଷୋଡଶ ପୂଜା ଆରମ୍ଭ

ଭୁବନେଶ୍ବର: ଚାଲିଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆଗହନ ଲାଗି ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତି ପୀଠରେ ଆଜିଠାରୁ … Read More