ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ X ଆକାଉଣ୍ଟ ହ୍ୟାକ୍

ମହାରାଷ୍ଟ୍ର : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଏକ୍ସ ଆକାଉଣ୍ଟ ହ୍ୟାକ ହୋଇଯାଇଥିଲା । ହ୍ୟାକର୍ସ ତାଙ୍କ ଆକାଉଣ୍ଟରେ ପାକିସ୍ତାନ ଏବଂ ତୁର୍କୀର ପତାକାର ଫଟୋ ଏବଂ ଉଭୟ ଦେଶର ଲାଇଭ-ଷ୍ଟ୍ରିମିଂ ଫଟୋ ପୋଷ୍ଟ କରିଥିଲେ । ହ୍ୟାକିଂ ପରେ, ଅଧିକାରୀମାନେ ତୁରନ୍ତ … Read More

ଭରଣ ପୋଷଣ ନଦେଇ ପାରିଲେ ବହୁ ବିବାହ ମନା : କେରଳ ହାଇକୋର୍ଟ

କେରଳ : ଜଣେ ମୁସଲମାନ ପୁରୁଷ ଅନେକ ଥର ବିବାହ କରିପାରିବେ, ଯଦି ସେ ତାଙ୍କ ସମସ୍ତ ପତ୍ନୀଙ୍କ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରନ୍ତି ।  ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି କେରଳ ହାଇକୋର୍ଟ ।  ଜଷ୍ଟିସ୍ ପି.ଭି. କୁନହିକ୍ରିଷ୍ଣନ୍ ପାଲକ୍କଡର … Read More

କାନପୁର-ଦିଲ୍ଲୀ ବିମାନରେ ପଶିଗଲା ମୂଷା, ବିମାନରୁ ଓହ୍ଲାଇଲେ ଭୟଭୀତ ଯାତ୍ରୀ

କାନପୁର : କାନପୁର ଏୟାରପୋର୍ଟରୁ ଦିଲ୍ଲୀକୁ ଉଡ଼ାଣ ଭରୁଥିବା ବିମାନରେ ମୂଷା । ଭୟଭୀତ ଯାତ୍ରୀମାନଙ୍କୁ ସୁରକ୍ଷା ଦ୍ଷ୍ଟିରୁ ବିମାନରୁ ଓହ୍ଲାଇ ଦିଆଗଲା । ଯାତ୍ରୀମାନଙ୍କୁ ଏୟାରପୋର୍ଟ ଲାଉଞ୍ଜରେ ବସାଯାଇ ବିମାନକୁ ଯାଞ୍ଚ କରାଯିବା ପରେ ଉଡ଼ାଣ ଭରିବାକୁ ଅନୁମତି ମିଳିଥିଲା । … Read More

ପ୍ୟାକେଜ୍ ପାନୀୟ ଜଳର ଦର ହ୍ରାସ କଲା ରେଳବାଇ

ନୂଆଦିଲ୍ଲୀ : ଜିଏସଟି ହ୍ରାସର ଲାଭ ସିଧାସଳଖ ଗ୍ରାହକଙ୍କୁ ପ୍ରଦାନ କରିବା ପାଇଁ ରେଳ ମନ୍ତ୍ରଣାଳୟ ଟ୍ରେନ୍ ଏବଂ ରେଳ ପରିସରରେ ଉପଲବ୍ଧ ପ୍ୟାକେଜ୍ ପାନୀୟ ଜଳର ସର୍ବାଧିକ ଖୁଚୁରା ମୂଲ୍ୟ ହ୍ରାସ କରିବା ବିଷୟ ଘୋଷଣା କରିଛି । ପ୍ୟାକେଜ୍ … Read More

ମୋହନଲାଲ ଦାଦାସାହେବ ଫାଲକେ ପାଇଁ ମନୋନୀତ

ନୂଆଦିଲ୍ଲୀ : ମାଲାୟାଲମ ସମେତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା, ନିର୍ଦେଶକ ଓ ପ୍ରଯୋଜକ ମୋହନଲାଲଙ୍କୁ ସମ୍ମାନ ଜନକ ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆସନ୍ତା ମଙ୍ଗଳବାର ଏଠାରେ ଅନୁଷ୍ଠିତ ହେବାକୁ ଥିବା ୭୧ ତମ … Read More

ଭାରତ-ପାକିସ୍ତାନ ସୁପର-୪ ମୁକାବିଲା ଆଜି

ଦୁବାଇ : ଚଳିତ ଏସିଆ କପ୍‌ରେ ଠିକ୍‌ ସପ୍ତାହକ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ମୁକାବିଲା ହେବ। ଆଜି ଉଭୟ ଦଳ ସେମାନଙ୍କ ପ୍ରଥମ ସୁପର-୪ ମ୍ୟାଚ୍‌ ଖେଳିବେ। ସ୍ବାଭାବିକ ଭାବେ ଉଭୟ ଦଳ … Read More

ବାଣ ଗୋଦାମରେ ବିସ୍ଫୋରଣ: ଦୁଇ ମୃତ, ୮ ଆହତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟା ଗାଁରେ ଥିବା ବାଣ ଗୋଦାମରେ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କୁ ତୁରନ୍ତ … Read More

ଏବେ ହେବନି ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ : ମନମୋହନ

ଭୁବନେଶ୍ଵର : ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଆଜି ସମ୍ବଲପୁରରେ ପହଞ୍ଚି ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ କରିଛନ୍ତି। ଏହି ସମୟରେ ମନମୋହନ ନୂଆପଡ଼ା ଉପନିର୍ବାଚନକୁ ନେଇ ଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ଏଥର … Read More

ବ୍ରହ୍ମପୁରରେ ନୁହେଁ ଝାରସୁଗୁଡାରେ ହେବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ !

ଭୁବନେଶ୍ଵର: ବର୍ଷା ଯୋଗୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତର ସୂଚୀ ବଦଳିପାରେ ` ବ୍ରହ୍ମପୁର ବଦଳରେ ଅନ୍ୟ କେଉଁଠି କାର୍ଯ୍ୟକ୍ରମ ହୋଇପାରେ। ୨୭ ତାରିଖରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ସେବା ପକ୍ଷ ଅବସରରେ ସେ ସରକାରଙ୍କର ଏକ … Read More

ନିଶାମୁକ୍ତ ହେବ ଭାରତ: ଗଣଦୌଡରେ ମୁଖ୍ୟମନ୍ତ୍ରୀ ହେଲେ ସାମିଲ

ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ବିଜେପିର ସପ୍ତାହେ ବ୍ୟାପୀ କାର୍ଯ୍ୟକ୍ରମମାନ ଆରମ୍ଭ ହୋଇଛି। ରବିବାର ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କ୍ରୀଡା ଓ ଯୁବ ସେବା ବିଭାଗ ଏବଂ ବିଜେପି ଜନତା … Read More