୧୭ ଲକ୍ଷ ଟଙ୍କା ପୁରସ୍କାର ରାଶିଥିବା ୪ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସିମାନ୍ତ ବିଜାପୁର ଜିଲ୍ଲାର ବାସାଗୁଡା ଜଙ୍ଗଲ ରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସର ଏନକାଉଣ୍ଟର ରେ ଦୁଇ ମହିଳା ମାଓବାଦୀ ସମେତ ୪  ଜଣ ହାର୍ଡକୋର ମାଓବାଦୀ ନିହତ … Read More

୧୨୦୦୦ କର୍ମଚାରୀଙ୍କୁ ବିଦା କରିବ ଟିସିଏସ୍

ନୂଆଦିଲ୍ଲୀ : ଦେଶର ସର୍ବବୃହତ ଆଇଟି ସେବା କମ୍ପାନୀ ଟିସିଏସ୍ (ଟାଟା କନସଲଟାନ୍ସି ସର୍ଭିସେସ୍)ର କର୍ମଚାରୀମାନଙ୍କ ପାଇଁ ଏକ ଚିନ୍ତାଜନକ ଖବର । କମ୍ପାନୀ ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍ ଏପ୍ରିଲ ୨୦୨୫ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ପ୍ରାୟ ୨ ପ୍ରତିଶତ … Read More

ଅମରେଶଙ୍କ ସସପେଣ୍ଡ ପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି

ଭୁବନେଶ୍ବର: ବାଲେଶ୍ୱରରୁ ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ ପରେ ଦଳ ତାଙ୍କୁ ନିଲମ୍ବିତ କରିଛି । ଅମରେଶ ଜେନାଙ୍କ ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅଶୋକ ଚନ୍ଦ୍ର ପଣ୍ଡା । ସେ କହିଛନ୍ତି ଯେ, … Read More

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ଚୁକ୍ତି ମାମଲା, ଚୁକ୍ତି ବାତିଲ ଆଘାତ ଦେଇଛି : ନବୀନ ପଟ୍ଟନାୟକ

ଭୁବନେଶ୍ବର : ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ଚୁକ୍ତି ବାଲିତକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ତୀବ୍ର ପ୍ରତିକ୍ରିୟା । ଚୁକ୍ତି ବାତିଲ ଆଘାତ ଦେଇଥିବା କହିଛନ୍ତି ନବୀନ ପଟ୍ଟନାୟକ । ଡବଲ୍ ଇଞ୍ଜିନ ସରକାର ମେଟ୍ରୋ ରେଲ୍ ପରି ଗୁରୁତ୍ଵପୂର୍ଣ୍ଣ … Read More

ହ୍ୱାଟସଆପକୁ ଆସିଲା ଧମକ ବାର୍ତ୍ତା; “ନମସ୍କାର ମହାଶୟ, ମୁଁ ୨୪ ଘଣ୍ଟା ମଧ୍ୟରେ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା କରିବି’’

ପାଟନା: ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଗତ ଶନିବାର ରାତିରେ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ପୁଲିସ ଧମକ ଆସିଥିବା ଅଜଣା ନମ୍ବରକୁ ଟ୍ରେସ୍ କରି ତଦନ୍ତ ଆରମ୍ଭ କରିବା ସହିତ ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି … Read More

ମୋଦିଙ୍କ ମନ କି ବାତ୍‌ରେ ସ୍ଥାନ ପାଇଲା କେନ୍ଦୁଝର ସଂକୀର୍ତ୍ତନ ମଣ୍ଡଳୀଠୁ ଆରମ୍ଭ କରି ମୟୂରଭଞ୍ଜର ସାନ୍ତାଳୀ ଶାଢୀ

ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି ଆଜି ‘ମନ କି ବାତ’ର ୧୨୪ତମ ଏପିସୋଡ୍ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଦେଶବାସୀଙ୍କ ସମ୍ମୁଖରେ ବିଭିନ୍ନ ପ୍ରସଙ୍ଗ ନେଇ ମୋଦି ନିଜର ମତ ରଖିଥିବା ବେଳେ ଏଥିରେ ଓଡିଶାର କେନ୍ଦୁଝର ଜିଲ୍ଲାର … Read More

ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା, ପାଣି ଘେରରେ ଲୋକେ

ବୈତରଣୀ ନଦୀରେ ମାଡ଼ି ଆସିଲା ବନ୍ୟା। ଜଳମଗ୍ନ ହୋଇ ରହିଛି ବ୍ୟାପକ ଅଞ୍ଚଳ । ପାଣି ଘେରରେ ରହିଛନ୍ତି ଲୋକେ। ଅନେକ ସ୍ଥାନରେ ରାସ୍ତାଘାଟ ବି ବିଛିନ୍ନ। ବ୍ୟାପକ ଚାଷଜମି ଜଳମଗ୍ନ। ଜଳସ୍ତର କିଛିଟା ହ୍ରାସ ପାଇଥିଲେ ହେଁ ବନ୍ୟାଜଳରୁ ମୁକୁଳି … Read More

କଙ୍ଗୋ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ, ୨୧ ମୃତ

କିନସାସା : ପୂର୍ବ କଙ୍ଗୋରେ ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛନ୍ତି। ପୂର୍ବ କଙ୍ଗୋରେ ଇସଲାମିକ୍ ଷ୍ଟେଟ୍ ସମର୍ଥିତ ବିଦ୍ରୋହୀଙ୍କ ଦ୍ୱାରା ଏକ ଚର୍ଚ୍ଚ ଉପରେ ଆକ୍ରମଣରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ନେତାମାନେ କହିଛନ୍ତି। … Read More

ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ; ଯୁବକ ଅଟକ

ବାଲେଶ୍ବର: ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । କ୍ୟାମ୍ପସ କ୍ବାର୍ଟର୍ସରେ ଏକା ଥିବାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି । ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ତ୍ରୀ ଶନିବାର ରେମୁଣା ଥାନାରେ ଅଭିଯୋଗ କରିବା … Read More

ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ, ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ହେବ ପାଳନ

ବଲାଙ୍ଗିର : ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ । ଆଦି ସଂସ୍କୃତି ଆଦି ପରମ୍ପରାର ପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହେଲା । ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ ଠାରେ ରବିବାର ଏନେଇ ତାରିଖ ଓ ସମୟ ଘୋଷଣା କରିଛନ୍ତି ରାଜ ପୁରୋହିତ … Read More