ଆତଙ୍କବାଦୀ ସଂଗଠନରୁ ପାଣ୍ଠି ନେଇଥିବା ଅଭିଯୋଗ: କେଜ୍ରିୱାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ ଉପରାଜ୍ୟପାଳଙ୍କ ସୁପାରିଶ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ମଦ ଦୁର୍ନୀତି ଅଭିଯୋଗରେ ସେ ପୂର୍ବରୁ ତିହାର ଜେଲ୍ରେ ରହିଛନ୍ତି। ବର୍ତ୍ତମାନ ତାଙ୍କ ବିରୋଧରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ଠାରୁ ରାଜନୈତିକ ଦାନ ନେଇଥିବା ଅଭିଯୋଗ ହୋଇଛି। … Read More