ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ ୧୨ରାଜ୍ୟର ୯୪ଟି ଆସନରେ ହେବ ମତଦାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ଜାରି ରହିଛି। ଅନ୍ୟପକ୍ଷରେ ମଙ୍ଗଳବାର ୧୨ଟି ରାଜ୍ୟର ୯୪ଟି ଲୋକସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୦୨ ଟି ଆସନ ଏବଂ ଦ୍ୱିତୀୟ ପର୍ୟ୍ୟାୟରେ … Read More

ସମୀର ଦାଶ ଓ ଅରୁନ୍ଧତୀ ଦେବୀଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର: ଟିକେଟ୍ କାଟିବା ପରେ ନିମାପଡ଼ା ବିଜେଡି ବିଧାୟକ ସମୀର ଦାଶଙ୍କୁ ସନ୍ତୁଷ୍ଟ କଲା ଦଳ । ୨୦୨୪ ନିର୍ବାଚନ ପାଇଁ ଢେଙ୍କାନାଳ ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିମାପଡ଼ା ଟିକେଟ୍ କଟିବା … Read More

ଆତଙ୍କବାଦୀ ସଂଗଠନରୁ ପାଣ୍ଠି ନେଇଥିବା ଅଭିଯୋଗ: କେଜ୍ରିୱାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ ଉପରାଜ୍ୟପାଳଙ୍କ ସୁପାରିଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ମଦ ଦୁର୍ନୀତି ଅଭିଯୋଗରେ ସେ ପୂର୍ବରୁ ତିହାର ଜେଲ୍‌ରେ ରହିଛନ୍ତି। ବର୍ତ୍ତମାନ ତାଙ୍କ ବିରୋଧରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍‌ଠାରୁ ରାଜନୈତିକ ଦାନ ନେଇଥିବା ଅଭିଯୋଗ ହୋଇଛି। … Read More

ନିର୍ବାଚନ ଆଚରଣ ଆଦର୍ଶ ବିଧି ଲାଗୁ ସତ୍ତ୍ୱେ ଏସବୁ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେଲେ ନିର୍ବାଚନ ଆୟୋଗ

ଭୁବନେଶ୍ୱର: ବର୍ତ୍ତମାନ ନିର୍ବାଚନ ଆଚରଣ ଆଦର୍ଶ ବିଧି ଲାଗୁ ହୋଇଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ ଅନୁଗୋଳ –ସମ୍ବଲପୁର ସେକ୍ସନ ଏନଏଚ-୫୫ର କିଛି କାର୍ଯ୍ୟ, ସମ୍ବଲପୁରର ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ … Read More

୧୨ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖି ସମ୍ଭାବନା

ଭୁବନେଶ୍ବର : ପ୍ରବଳ ଗ୍ରୀଷ୍ମପ୍ରବାହ ପରେ ଆସନ୍ତା କିଛିଦିନ ରାଜ୍ୟବାସୀଙ୍କୁ ଗରମରୁ ତ୍ରାହି ମିଳିବାର ସମ୍ଭାବନା ରହିଛି । ଭୁବନେଶ୍ବର ସ୍ଥିତ ଆଂଚଳିକ ପାଣିପାଗ ବିଭାଗର ବୁଲେଟିନ ଅନୁସାରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶୀଖିଜନିତ ବର୍ଷା … Read More

କାଳବୈଶାଖୀ ବର୍ଷା ଯୋଗୁଁ ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର : ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ । କାଳବୈଶାଖୀ ବର୍ଷା ଯୋଗୁଁ ଭୁବନେଶ୍ବରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଆକାଶରେ ପାଖାପାଖି ୨୦ ମିନିଟ୍ ଅପେକ୍ଷା ପରେ ଝାରସୁଗୁଡ଼ା ଫେରିଗଲେ । ଖଡ଼ିଆଳରେ ପ୍ରଚାର ସାରି ଭୁବନେଶ୍ବର ଫେରୁଥିଲେ … Read More

ଘସିପୁରା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ

ଘସିପୁରା: ପ୍ରାର୍ଥୀ ପତ୍ର ଦାଖଲ କଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । କେନ୍ଦୁଝର ଜିଲା ଘସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ଵାଧୀନ ପ୍ରାର୍ଥୀ ଭାବେ ଆଜି(ସୋମବାର) ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ସହ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନିଜର … Read More

ବଜ୍ରପାତରେ ୨୨ଟି ଛେଳି ମୃତ

ଗଞ୍ଜାମ : ଆଜି ଅପରାହ୍ନରେ କାଳବୈଶାଖୀ ବର୍ଷା ହୋଇଛି । କାଳବୈଶାଖୀର ପ୍ରଭାବରେ ବାରମ୍ବାର ଘଡ଼ଘଡ଼ି ସହ ଘନଘନ ବିଜୁଳି ମାରିଥିଲା । ଏହି ବଜ୍ରପାତ ଲୋକଙ୍କୁ ଆତଙ୍କିତ କରିଥିଲା । ବଜ୍ରପାତରେ ୨୨ ଗୋଟି ଛେଳି ମୃତ୍ୟୁ ବରଣ କରିଛନ୍ତି । … Read More

କଂ​‌ଗ୍ରେସ ଛାଡ଼ିଲେ ବିଜୟ ଗମାଙ୍ଗୋ, ପ୍ରାଥମିକ ସଦସ୍ୟତାରୁ ଇସ୍ତଫା

ରାୟଗଡ଼ା: ନିର୍ବାଚନ ପୂର୍ବରୁ ରାୟଗଡ଼ା ଜିଲ୍ଲା କଂଗ୍ରେସକୁ ଝଟ୍‌କା। ଦଳ ଛାଡିଲେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ବିଜୟ କୁମାର ଗମାଙ୍ଗୋ। ସେ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ପିସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ … Read More

ପୁଞ୍ଚ ଆତଙ୍କୀ ହମଲା ପଛରେ କୁଖ୍ୟାତ ଆତଙ୍କୀ ଅବୁ ହମଜା

ଠିକ ନିର୍ବାଚନ ପୂର୍ବରୁ ଜମ୍ମୁ-କଶ୍ମୀରର ପୁଞ୍ଚରେ ଶନିବାର ଆତଙ୍କବାଦୀମାନେ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ। ବାୟୁସେନାର କନଭୟକୁ ଟାର୍ଗେଟ କରି ହୋଇଥିବା ଗୁଳିମାଡ଼ରେ ୫ ଜଣ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୩୩ ବର୍ଷୀୟ କୋର୍ପୋରାଲ ଭିକ୍କି ପାଡାଡେ ସହିଦ ହୋଇଛନ୍ତି। ଭିକ୍କି … Read More