ବାତ୍ୟା ରେମାଲ: ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି
ଭୁବନେଶ୍ୱର: ବାତ୍ୟା ରେମାଲ ପ୍ରଭାବରେ ୪ ଜିଲ୍ଲାରେ ବର୍ଷା ସହିତ ପବନ ସମ୍ଭାବନା ରହିଛି। ତେଣୁ ସଜାଗ ହୋଇଛନ୍ତି ଏସଆରସି। ସମ୍ଭାବ୍ୟ ବର୍ଷା, ପବନକୁ ଦେଖି ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କହିଛନ୍ତି ଏସଆରସି। ଏହି ଚାରି ଜିଲ୍ଲା ହେଲେ … Read More