ଗତ ୧୦ ବର୍ଷ ମଧ୍ୟରେ କିଛି ବି କାମ କରିନାହାନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର : ପ୍ରଣବ

ଭୁବନେଶ୍ୱର  :  ନିର୍ବାଚନ ସମୟରେ ଶାସକ ଦଳ ଏବଂ ବିପକ୍ଷ ଦଳ ମଧ୍ୟରେ ତର୍କବିତର୍କ ଦେଖିବାକୁ ମିଳୁଛି। ଉଭୟ ଦଳ ଉଭୟଙ୍କୁ ର୍ଟାଗେଟ୍‌ କରିବାରେ ଲାଗିଛନ୍ତି। ଏହି ସମୟରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଟୁଇଟ୍‌ କରି … Read More

ଚଳଚଞ୍ଚଳ ହୋଇଛି ରଥଖଳା

ପୁରୀ : ଚଳଚଞ୍ଚଳ ହୋଇଛି ରଥଖଳା। ନିର୍ମାଣ ଚାଲିଛି ମହାପ୍ରଭୁଙ୍କ ରଥ କାର୍ଯ୍ୟ। ନୃସିଂହ ଚତୁର୍ଦ୍ଦଶୀ ଅବସରରେ ରଥ ନିର୍ମାଣ ପରମ୍ପରାର କୋଣଗୁଜ ଅନୁକୂଳ ହୋଇଥିଲା। ଶ୍ରୀଜିଉମାନଙ୍କର ଯାତଭୋଗ ସରିବା ପରେ ତୁଳସୀ ମାଳ ଓ ଫଳକ ଅନାବରଣ କରି ରୂପକାର … Read More

ବିଜେପିରେ ସାମିଲ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର

ଖୋର୍ଦ୍ଧା : ବିଜେପିରେ ସାମିଲ୍ ହେଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର। ଖାଲି ସାମିଲ୍‌ ହୋଇନାହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ପ୍ରଚାର କରିଛନ୍ତି। ଗୋଶାଳା ପଡ଼ିଆରୁ ବାହାରିଥିବା ବିରାଟ୍‌ ରୋଡ୍‌ ଶୋ’ରେ ସେ ସାମିଲ୍ … Read More

ମୁହାଁମୁହିଁ ହେଲେ ଲେଖାଶ୍ରୀ-ପ୍ରତାପ ଷଡଙ୍ଗୀ, ସଭାମଞ୍ଚରେ ଦେଲେ ବଡ଼ ଆହ୍ବାନ

ବାଲେଶ୍ୱର,୨୩।୫: ମୁହାଁମୁହିଁ ହୋଇଛନ୍ତି ବିଜେଡି ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର ଓ ଭାଜପା ଲୋକ ସଭା ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ। ଲେଖାଶ୍ରୀଙ୍କ ଭଣ୍ଡବାବା ମନ୍ତବ୍ୟ ପ୍ରସଙ୍ଗରେ ଜବାବ ଦେବା ସହ ନିର୍ବାଚନୀ ସଭାମଞ୍ଚରେ ଖୋଲା ଆହ୍ବନ ଦେଇଛନ୍ତି। ଲେଖାଶ୍ରୀଙ୍କୁ ତାଙ୍କ … Read More

ଅଟକିଛି ଆର୍‌ଏମ୍‌ସି ନିର୍ବାଚନ ବିକାଶ ଦେଖୁନି ସହରର ୧୩୨ ବସ୍ତି, ବାସ କରୁଛନ୍ତି ୪୦ ହଜାର ପରିବାର

ରାଉରକେଲା: ରାଉରକେଲା ଏନ୍‌ଏସିରୁ ପୌରପାଳିକା ଓ ପରେ ମହାନଗର ନିଗମ ଘୋଷଣା ହେଲା। ୱାର୍ଡ ସଂଖ୍ୟା ୪୦କୁ ବୃଦ୍ଧି ପାଇଲା। ଆର୍‌ଏମ୍‌ସି ଅଧୀନରେ ମୋଟ ୧୩୨ ବସ୍ତି ରହିଛି। ବସ୍ତିରେ ୪୦, ୪୮୦ ପରିବାରରେ ମୋଟ ଲୋକସଂଖ୍ୟା ହେଉଛି ୧,୬୪, ୮୬୦ … Read More

ଏବେ ଛକ ଛକରେ ଜଗିଛନ୍ତି ପୁଲିସ

ଭୁବନେଶ୍ବର : ନିର୍ବାଚନ ଓ ସହର ମଧ୍ୟରେ ଘଟୁଥିବା ବିଭିନ୍ନ ଅପରାଧକୁ ପ୍ରତିହତ କରିବା ପାଇଁ ଭୁବନେଶ୍ୱର-କଟକ ଦ୍ୱୈତ ନଗରୀର ପୁଲିସ କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲା ତରଫରୁ ଗତକାଲି ସନ୍ଧ୍ୟାରେ କ୍ୟାପିଟାଲ … Read More

ଓଡ଼ିଶାରେ 5-T ନୁହେଁ, ଗୋଟିଏ T ଚାଲିଛି; ତାହା ହେଉଛି ‘ତାମିଲନାଡୁ’: ହିମନ୍ତ ବିଶ୍ୱଶର୍ମା

କେନ୍ଦୁଝର : ଓଡ଼ିଶାରେ 5-T ନୁହେଁ, ଗୋଟିଏ T ଚାଲିଛି। ସେହି Tର ଅର୍ଥ ହେଉଛି ‘ତାମିଲନାଡୁ’। ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ଭାବେ ପରିଚିତ ଭି.କେ. ପାଣ୍ଡିଆନ୍‌ଙ୍କୁ ଆଜି ଏମିତି ଢଙ୍ଗରେ ସମାଲୋଚନା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। … Read More

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପ୍ରଚାର ସରିଲା: ଶନିବାର ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪.୪୮ଲକ୍ଷ ଭୋଟର

ଭୁବନେଶ୍ବର : ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭାର ୯୪ଲକ୍ଷ ୪୮ହଜାର ୫୫୩ଜଣ ଭୋଟର ମୋଟ ୪୪୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ … Read More

୨୬ ଓ ୨୭ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା!

ଭୁବନେଶ୍ବର : ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୬ ଓ ୨୭ ତାରିଖରେ କେତେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ‍ବର୍ଷା ହୋଇପାରେ। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ … Read More

ଛୁରୀ ଦେଖାଇ ୪ଲକ୍ଷ ଲୁଟିନେଲେ

ବଲାଙ୍ଗୀର : ଛୁରୀ ଦେଖାଇ ୪ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ପୁଟୁଳାତଳେଇ ନାଲ ନିକଟରେ। ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାୟୀ ପୁତୁଳାତଳେଇ ଗାଁର ଜଗବନ୍ଧୁ ଘିବେଲା ଆଜି ଚାନ୍ଦୋତରା ଷ୍ଟେଟ … Read More